ଓଡିଶାଆଜି ପବିତ୍ର ହନୁମାନ ଜୟନ୍ତୀmahabharatanewsApril 23, 2024 by mahabharatanewsApril 23, 20240133 (ଭୁବନେଶ୍ୱର) : ଆଜି ପବିତ୍ର ହନୁମାନ ଜୟନ୍ତୀ । ସାରା ଦେଶରେ ଏହି ପବିତ୍ର ଦିନକୁ ପାଳନ କରାଯାଉଛି । ଭଗବାନ ଶ୍ରୀ ରାମଙ୍କ ଭକ୍ତ ହନୁମାନ ନିଜ ଭକ୍ତମାନଙ୍କୁ ବହୁତ ଭଲ ପାଆନ୍ତି...
ଓଡିଶା ମହାପ୍ରଭୁଙ୍କର ବଡ଼ମହାସ୍ନାନmahabharatanewsApril 23, 2024 by mahabharatanewsApril 23, 20240107 (ପୁରୀ) : ଶ୍ରୀମନ୍ଦିରରେ ଅଘଟଣ। ଭିତରକାଠ ନିକଟରେ ରକ୍ତଛିଟା ପଡ଼ିବାରୁ ମହାପ୍ରଭୁଙ୍କର ହେଲା ବଡ଼ମହାସ୍ନାନ। ମଙ୍ଗଳାଳତୀ ପୂର୍ବରୁ ମହାସ୍ନାନ ହେଲେ ମହାପ୍ରଭୁ। ସକାଳ ୫ଟା ୨୧ରେ ସିଂହଦ୍ଵାର ଫିଟିବା ପରେ ପ୍ରଥମେ ସେବାୟତ ଘରର...
ଓଡିଶା” ଏଥର ଯୋଡ଼ି ଶଙ୍ଖ”: ନଵୀନ mahabharatanewsApril 23, 2024 by mahabharatanewsApril 23, 20240126 (ଭୁବନେଶ୍ୱର) : ବିଜେଡିର ଟିକେଟ ଚୂଡ଼ାନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ୬ଟି ଆସନ ବାକି ରହିଛି। ଏଥର ପ୍ରଚାର ପାଇଁ ଦଳ ପକ୍ଷରୁ ସବୁ ପ୍ରସ୍ତୁତି ସରିଲାଣି। ଆସନ୍ତା ୨୪ ତାରିଖରେ ହିଞ୍ଜିଳିରୁ...
ଓଡିଶାରାଜ୍ୟର ୨୧୦ଟି ସ୍ଥାନରେ ବନାଗ୍ନିmahabharatanewsApril 23, 2024 by mahabharatanewsApril 23, 20240171 (ଭୁବନେଶ୍ୱର) : କାଳବୈଶାଖୀ ପ୍ରଭାବରେ ଓଡ଼ିଶାର ଜଙ୍ଗଲ ନିଆଁ ହ୍ରାସ ପାଇଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, ବୌଦ୍ଧ, କନ୍ଧମାଳ ଜିଲ୍ଲାରେ ଲାଗିଥିବା ବନାଗ୍ନି କମିଛି। ତା’ସତ୍ତ୍ବେ ଆଜି ଦିନରେ ରାଜ୍ୟର ୨୧୦ଟି...
ଓଡିଶା ଆଗାମୀ ୨୪ ଘଣ୍ଟାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହmahabharatanewsApril 23, 2024 by mahabharatanewsApril 23, 20240158 (ଭୁବନେଶ୍ୱର) : କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇଛି। ଗତକାଲିଠାରୁ କାଳବୈଶାଖୀ ପାଇଁ ବାୟୁମଣ୍ଡଳର ମଧ୍ୟ ଓ ଉପରି ଭାଗରେ ବାୟୁ ଚଳାଚଳ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ପ୍ରଭାବରେ...
ଓଡିଶାପ୍ରଚଣ୍ଡ ତାତି : ସୁନ୍ଦରଗଡ଼ରୁ ସର୍ବାଧିକ ୪୧ ଜଣ ଡାକ୍ତରଖାନାରେ ଭର୍ତ୍ତିmahabharatanewsApril 22, 2024 by mahabharatanewsApril 22, 20240126 (ଭୁବନେଶ୍ୱର) : ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୧୬ ଜିଲ୍ଲାରୁ ଅଂଶୁଘାତ ଘଟଣା ଆସିଛି । ଆଜି ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ଅଂଶୁଘାତ ଓ ତାତି ଜନିତ...
ଓଡିଶା୩୦ରେ ନାମାଙ୍କନ ଭରିବେ ନବୀନmahabharatanewsApril 22, 2024 by mahabharatanewsApril 22, 20240114 (ଭୁବନେଶ୍ୱର) : ୩୦ ଏପ୍ରିଲରେ ନାମାଙ୍କନ ଭରିବେ ନବୀନ । ସେ ୩୦ ରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ସେହି ଦିନ ସେ ପ୍ରଥମେ ତାରା ତାରିଣୀ ମନ୍ଦିର ଯିବେ।...
ଓଡିଶାଶିମିଳିପାଳ ନିଆଁ ;୨୬ ଜଣିଆ ଟିମ ନିୟୋଜିତ mahabharatanewsApril 22, 2024 by mahabharatanewsApril 22, 20240146 (ଶିମିଳିପାଳ) : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆଜି ଶିମିଳିପାଳ ଅଭୟାରଣ୍ୟର ଉଭୟ ଉତ୍ତର ଓ ଦକ୍ଷିଣରେ ୪୩ଟି ପଏଣ୍ଟରେ ଲାଗିଥିବା ଜଣା ପଡ଼ିଛି। ଉତ୍ତର ଶିମିଳିପାଳର ୧୮ ଟି ପଏଣ୍ଟ ଓ ଦକ୍ଷିଣ...
ଓଡିଶାଲାଗି ରହିଛି ଗ୍ରୀଷ୍ମ ପ୍ରବାହ mahabharatanewsApril 22, 2024 by mahabharatanewsApril 22, 20240124 (ଭୁବନେଶ୍ୱର) : କାଳବୈଶାଖୀ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି। ଗତ ତିନି ଦିନ ପରି ଆଜି ମଧ୍ୟ ରାଜ୍ୟର ସମସ୍ତ ସହରରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ପ୍ରବଳ...
ଓଡିଶା୨୫ରୁ ରାଜ୍ୟର ସବୁ ସ୍କୁଲ ଛୁଟିmahabharatanewsApril 21, 2024 by mahabharatanewsApril 21, 20240123 (ଭୁବନେଶ୍ୱର): ଆସନ୍ତା ୨୫ ତାରିଖରୁ ରାଜ୍ୟର ସବୁ ସ୍କୁଲ ଛୁଟି । ରାଜ୍ୟରେ ବଢ଼ିଚାଲିଥିବା ଖରାକୁ ଦୃଷ୍ଟିରେ ଏହି ପଦକ୍ଷେପ ନିଆଯାଇଛି। ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ...