ଓଡିଶାତାତିରୁ ନାହିଁ ନିସ୍ତାର :ଅସ୍ତବ୍ୟସ୍ତ ଜନଜୀବନmahabharatanewsApril 21, 2024 by mahabharatanewsApril 21, 20240105 (ଭୁବନେଶ୍ୱର) : ଆଜି ଦିନ ୨ଟା ୩୦ରେ କେନ୍ଦୁଝରରେ ସର୍ବାଧିକ ୪୩.୫ ଡିଗ୍ରି ରେକର୍ଡ କରାଯାଇଛି। ୨୧ ତାରିଖ ପରେ ତାତିରୁ କିଛି ଦିନ ପାଇଁ ସାମାନ୍ୟ ତ୍ରାହି ମିଳିବ ବୋଲି ଆଞ୍ଚଳିକ ପାଣିପାଗ...
ଓଡିଶାଡଙ୍ଗା ବୁଡି ଘଟଣା: ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା mahabharatanewsApril 20, 2024 by mahabharatanewsApril 20, 20240161 (ମହାନଦୀ): ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ହୀରାକୁଦ ଜଳଭଣ୍ଡାରରେ...
ଓଡିଶାରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରିmahabharatanewsApril 19, 2024April 19, 2024 by mahabharatanewsApril 19, 2024April 19, 20240131 (ଭୁବନେଶ୍ୱର) : ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି...
ଭାରତବିମାନବନ୍ଦରରୁ ବିପୁଳ ପରିମାଣର ସୁନା ଜବତmahabharatanewsApril 19, 2024 by mahabharatanewsApril 19, 20240202 (ଭୁବନେଶ୍ବର) : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣି ଜବତ ହୋଇଛି ବିପୁଳ ପରିମାଣର ସୁନା। ମୁମ୍ବାଇ ଚାଲାଣ ହେଉଥିବା ବେଳେ ଆୟକର ବିଭାଗ ଚଢ଼ଉ କରି ଡୋମେଷ୍ଟିକ୍ କାର୍ଗୋ ଟର୍ମିନାଲ୍ରୁ ୩.୮କେଜି ଓଜନର...
ଓଡିଶାରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହmahabharatanewsApril 19, 2024 by mahabharatanewsApril 19, 20240139 (ଭୁବନେଶ୍ୱର) : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଦିନ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡ଼ାରେ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ...
ଓଡିଶା ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବଢିବ ତାପମାତ୍ରାmahabharatanewsApril 18, 2024April 18, 2024 by mahabharatanewsApril 18, 2024April 18, 20240125 (ଭୁବନେଶ୍ୱର) : ରାଜ୍ୟରେ ଦିନ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ କରାଯାଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ୩ ରୁ ୫ ଡିଗ୍ରୀ ବଢିବାର ଆଶଙ୍କା ରହିଛି...
ଓଡିଶାବଢୁଛି ତାତି; ତାଳଚେରରେ ସର୍ବାଧିକ ତାପମାତ୍ରା ରେକର୍ଡ mahabharatanewsApril 18, 2024 by mahabharatanewsApril 18, 20240125 (ଭୁବନେଶ୍ୱର) : ଦିନ ବଢ଼ିବା ସହ ବଢୁଛି ତାତି । ଘରେ ରହିବା ଯେମିତି ମୁସ୍କିଲ ହେଉଛି, ବାହାରକୁ ବାହାରିଲେ ଅବସ୍ଥା ଆହୁରି ସାଂଘାତିକ ହୋଇ ପଡ଼ୁଛି । ଶରୀରରୁ ଗମ୍ଗମ୍ ଝାଳ ବାହାରିପଡୁଛି...
ଓଡିଶା୩ ଦିନ ଯାଏଁ ସ୍କୁଲ ଛୁଟିmahabharatanewsApril 17, 2024 by mahabharatanewsApril 17, 20240128 (ଭୁବନେଶ୍ୱର) : ଆସନ୍ତା ୩ ଦିନ ଯାଏଁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିବ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍କୁଲ କର୍ତ୍ତୃପକ୍ଷ...
ଓଡିଶାତାତିରେ ସିଝୁଛି ଓଡ଼ିଶାmahabharatanewsApril 17, 2024 by mahabharatanewsApril 17, 20240144 (ଭୁବନେଶ୍ବର) : ତାତିରେ ସିଝୁଛି ଓଡ଼ିଶା। ଭୁବନେଶ୍ବରରୁ ନୂଆପଡ଼ା ହେଉ ଅଥବା ମାଲକାନଗିରିରୁ ମୟୂରଭଞ୍ଜ, ସାରା ଓଡ଼ିଶାବାସୀ ଏବେ ତ୍ରାହିତ୍ରାହି ଡାକୁଛନ୍ତି। ଆଜି ଦିନରେ ରାଜ୍ୟର ୨୯ ସହରର ତାପମାତ୍ରା ୪୦ ଡିଗ୍ରି କିମ୍ବା...
ଓଡିଶାଆଜି ୨ଟାରୁ ରଥଟଣା mahabharatanewsApril 17, 2024 by mahabharatanewsApril 17, 20240162 ପ୍ରବଳ ଗୁଳୁଗୁଳି ବି ଭକ୍ତଙ୍କୁ ଅଟକାଇ ପାରି ନଥିଲା। ରାଜଦାଣ୍ଡରେ ଅଗଣିତ ଶ୍ରଦ୍ଧାଳୁଙ୍କ କଣ୍ଠରୁ ଭାସି ଆସୁଥିଲା ଶ୍ରୀଲିଙ୍ଗରାଜଙ୍କ ଜୟଗାନ। ରଥାରୂଢ଼ ଦିଅଁଙ୍କୁ ଦେଖି ଖୁସିରେ ନାଚି ଉଠିଥିଲେ ଭକ୍ତ। ଘଣ୍ଟ, ଘଣ୍ଟା, ଢୋଲ,...