ଓଡିଶାଆସିଲା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ ସୁଭଦ୍ରା’ ଟଙ୍କାmahabharatanewsNovember 24, 2024November 24, 2024 by mahabharatanewsNovember 24, 2024November 24, 2024073 ଭୁବନେଶ୍ୱର: ଆସିଲା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା । ମହିଳାଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ୨୦ ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଗଲା...
ଓଡିଶାଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଧେୟmahabharatanewsNovember 23, 2024 by mahabharatanewsNovember 23, 2024078 ଭୁବନେଶ୍ୱର: ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଧେୟ ୨୦୨୪ କୁ କ୍ୟାବିନେଟ ରେ ପାରିତ। ଆସନ୍ତା ବିଧାନସଭାରେ ଏହା ଉପସ୍ଥାପନ ହେବ। ଏହା ମୁଖ୍ୟ ଉଦ୍ଦେଶ୍ୟ, ବିଶ୍ୱବିଦ୍ୟାଳୟ କୁ ସ୍ୱାୟତ୍ତ ଅଟୋନୋମି ପ୍ରଦାନ...
ଓଡିଶାବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ ୨୫ରେ ବସିବ ସର୍ବଦଳୀୟ ବୈଠକmahabharatanewsNovember 23, 2024November 23, 2024 by mahabharatanewsNovember 23, 2024November 23, 2024072 ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଅନୁଷ୍ଠିତ ହେବ। ଏ ନେଇ ଆସନ୍ତା ୨୫ ତାରିଖରେ ବସିବ ସର୍ବଦଳୀୟ ବୈଠକ । ପୂର୍ବାହ୍ନ ସାଢେ ୧୦ : ୩୦ ଟାରେ...
ଓଡିଶାଧାନ କିଣାରେ ମିଡିଲ ମ୍ୟାନଙ୍କ ରୋଲ ରହିବ ନାହିଁ : ମନ୍ତ୍ରୀmahabharatanewsNovember 23, 2024 by mahabharatanewsNovember 23, 2024075 ଭୁବନେଶ୍ୱର: ଚଳିତ ବର୍ଷ ଖରିବ ଋତୁ ଧାନ କିଣା ଆରମ୍ଭ ହେଇଛି। ପ୍ରଥମ ବରଗଡ଼ ପରେ ସମ୍ବଲପୁରରେ ଆଜିଠୁ ଆରମ୍ଭ ହେଇଛି ଧାନ କିଣା । ଏଥିରେ ମିଡ଼ିଲ ମ୍ୟାନଙ୍କ ରୋଲ ରହିବ ନାହିଁ।...
ଓଡିଶାବାଦ ପଡିଥିବା ୨୨% ମହିଳାଙ୍କୁ ଆସନ୍ତା କାଲି ମିଳିବ ‘ସୁଭଦ୍ରା’ ଟଙ୍କାmahabharatanewsNovember 23, 2024 by mahabharatanewsNovember 23, 2024056 ଭୁବନେଶ୍ୱର: ସଭୁଦ୍ରା ଯୋଜନାରୁ ବାଦ ପଡ଼ିଥିବା ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ଶେଷ ହୋଇଛି । ଯାଞ୍ଚ ପରେ ଆସନ୍ତାକାଲି ୨୨ ପ୍ରତିଶତ ଆବେଦନକାରୀଙ୍କୁ ଟଙ୍କା ମିଳିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା...
ଓଡିଶାଶିକ୍ଷା+୨ ମାର୍କିଂ ଢାଞ୍ଚାରେ ପରିବର୍ତ୍ତନ : ୧୦୦ ରୁ ୨୪ ମାର୍କ ରଖିଲେ ହେବେ ପାସmahabharatanewsNovember 22, 2024November 22, 2024 by mahabharatanewsNovember 22, 2024November 22, 2024080 ଭୁବନେଶ୍ୱର : +୨ ମାର୍କିଂ ଢାଞ୍ଚାରେ ପରିବର୍ତ୍ତନ। ଚଳିତ ବର୍ଷ ଯୁକ୍ତ୨ ବୋର୍ଡ ପରୀକ୍ଷା ମାର୍କିଂ ଢାଞ୍ଚାରେ ପରିବର୍ତ୍ତନ। ୮୦ ମାର୍କର ଥିଓରୀ ଓ ୨୦ ମାର୍କର ଆସେଷମେଣ୍ଟ ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ପ୍ରଥମ...
ଓଡିଶାରାଜନୀତିଡ୍ରଗ୍ସ କାରବାରର ହେବ ମୂଳପୋଖ : ମନ୍ତ୍ରୀmahabharatanewsNovember 22, 2024November 22, 2024 by mahabharatanewsNovember 22, 2024November 22, 2024098 ଭୁବନେଶ୍ୱର: ଚୋରା ମଦ କାରବାର ପାଇଁ ଶୂନ୍ୟ ସହନ ସିଲତା ନୀତି। କଠୋର ପଦକ୍ଷେପ ନିଆଯିବ। ଅବକାରୀ ନୀତି ରେ କିଛି ସଂସ୍କାର ଆଣିବା ଲାଗି ବିଚାର ବିମର୍ଶ ଚାଲିଛି। drug କାରବାର ପାଇଁ...
ଓଡିଶାଶିକ୍ଷାପ୍ରକାଶ ପାଇଲା OTET ୨୦୨୪ ରେଜଲ୍ଟmahabharatanewsNovember 22, 2024November 22, 2024 by mahabharatanewsNovember 22, 2024November 22, 20240109 ଭୁବନେଶ୍ୱର : ପ୍ରକାଶ ପାଇଛି ଓଟିଇଟି ଫଳାଫଳ । www.bseodisha.ac.inରେ ରେଜଲ୍ଟ ଉପଲବ୍ଧ ହେବ । ମାଧ୍ୟମିକ ଶିକ୍ଷା ପରିଷଦ କରୁଛି ଏହି ଶିକ୍ଷକ ଯୋଗ୍ୟତା ପରୀକ୍ଷା । କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ୱେବସାଇଟରୁ...
ଓଡିଶାଆଜି ଠାରୁ ସମ୍ବଲପୁରରେ ଆରମ୍ଭ ହୋଇଯାଇଛି ଧାନ କିଣାmahabharatanewsNovember 22, 2024November 22, 2024 by mahabharatanewsNovember 22, 2024November 22, 2024076 ସମ୍ବଲପୁର : ସମ୍ବଲପୁରରେ ଆରମ୍ଭ ହୋଇଯାଇଛି ଚଳିତ ଖରିଫ ଋତୁ ପାଇଁ ଧାନ କିଣା । ବରେଇପାଲି ମଣ୍ଡିରେ ପୂଜାର୍ଚ୍ଚନା ପରେ ଚାଷୀଙ୍କଠାରୁ କିଣାଯାଉଛି ଧାନ । ଏ ବର୍ଷ ଚାଷୀମାନେ ଧାନ କ୍ବିଣ୍ଟାଲ...
ଅପରାଧଓଡିଶାସୁନ୍ଦରଗଡରେ ଗଣହତ୍ୟା : ୭ ଅଭିଯୁକ୍ତ ଗିରଫmahabharatanewsNovember 22, 2024 by mahabharatanewsNovember 22, 20240152 ସୁନ୍ଦରଗଡ଼: ସୁନ୍ଦରଗଡରେ ଗଣହତ୍ୟା ମାମଲା । ଧରାପଡିଲେ ୭ ଅଭିଯୁକ୍ତ । କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡିଶା ଆଣିଲା ପୋଲିସ । ଅକ୍ଟୋବର ୨୯ ବିଭସ ହତ୍ୟାକାଣ୍ଡ ହୋଇଥିଲା । ସଦର...