ଓଡିଶାପର୍ବ ପର୍ବାଣିଭାରତଅନ୍ଧକାରକୁ ଦୂରକରି ଆଲୋକର ବିଜୟ ଆଣି ଦେବ ଦୀପାବଳିmahabharatanewsOctober 24, 2022 by mahabharatanewsOctober 24, 20220173 ଭୁବନେଶ୍ୱର:ଆଜି ହେଉଛି ପବିତ୍ର ଦୀପାବଳି | ଆଜିର ଦିନରେ ହିନ୍ଦୁ ପରମ୍ପରାରେ ପ୍ରଭୁ ଶ୍ରୀରାମ ଲଙ୍କା ଜୟ କରି ଆଜି ଫେରିଥିଲେ । ସେଥିପାଇଁ ସମଗ୍ର ଅଯୋଧ୍ୟାବାସୀ ପ୍ରଦୀପ ପ୍ରଜଳ୍ୱନ କରି ଉତ୍ସାହ ଓ...
ଓଡିଶାସ୍ୱାସ୍ଥ୍ୟଏମ୍ସ ଭୁବନେଶ୍ୱରରେ ବିଶ୍ୱ ଓଷ୍ଟିଓପୋରୋସିସ୍(ହାଡ଼ପୋରିଆ) ଦିବସ ପାଳିତmahabharatanewsOctober 20, 2022 by mahabharatanewsOctober 20, 20220135 ଭୁବନେଶ୍ୱର (ଆଶିଷ ):୫୦ ବର୍ଷ ବୟସ ପରେ ଓଷ୍ଟିଓପୋରୋସିସ୍(ହାଡ଼ପୋରିଆ, ପୋଲା ହାଡ଼) ଏକ ସାଧାରଣ ସମସ୍ୟା ଅଟେ। ଇଷ୍ଟ୍ରୋଜେନ୍ ହରମୋନ୍ ଅଭାବ କାରଣରୁ ଏହା ସାଧାରଣତ ମାସିକ ଋତୁସ୍ରାବ ବନ୍ଦ ହୋଇଯାଇଥିବା (ପୋଷ୍ଟମେନୋପାଜାଲ୍) ମହିଳାମାନଙ୍କଠାରେ...
ଓଡିଶାରାଜନୀତିଏରୋଡ୍ରମ ଲାଇସେନ୍ସ,ବିମାନ ଉଡାଣ ନେଇ DGCA ପକ୍ଷରୁ ମିଳିଲା ଅନୁମତିmahabharatanewsOctober 20, 2022October 20, 2022 by mahabharatanewsOctober 20, 2022October 20, 20220130 ଭୁବନେଶ୍ୱର(ହରପ୍ରସାଦ ବିଷୋୟୀ ):ଜୟପୁର ରୁ ଉଡିବ ବିମାନ,ଜୟପୁର ବିମାନବନ୍ଦର କୁ ମିଳିଲା ଏରୋଡ୍ରମ ଲାଇସେନ୍ସ,ବିମାନ ଉଡାଣ ନେଇ DGCA ପକ୍ଷରୁ ମିଳିଲା ଅନୁମତି,ଉଡାଣ ଯୋଜନା ଲାଇସେନ୍ସ ପ୍ରଦାନ କଲେ DGCA,ଟ୍ୱିଟ କରି ସୂଚନା ଦେଲେ...
ଓଡିଶାରାଜନୀତିପ୍ରଥମ ମହିଳା ଅଧ୍ୟକ୍ଷା ଭାବେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଦାୟିତ୍ୱ ଗ୍ରହଣ କଲେ ଶ୍ରୀମୟୀ ମିଶ୍ରmahabharatanewsOctober 20, 2022October 20, 2022 by mahabharatanewsOctober 20, 2022October 20, 20220118 ଭୁବନେଶ୍ୱର (ହରପ୍ରସାଦ ବିଷୋୟୀ):ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ(OB&OCWW)ର ପ୍ରଥମ ମହିଳା ଅଧ୍ୟକ୍ଷ ଭାବେ ଶ୍ରୀମୟୀ ମିଶ୍ର ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ପୂର୍ବାହ୍ନରେ...
ଓଡିଶାଭାରତହିଂଜିଳିକାଟୁ ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତmahabharatanewsSeptember 15, 2022 by mahabharatanewsSeptember 15, 20220169 ରଜନୀକାନ୍ତ ପାତ୍ର(ଗଞ୍ଜାମ ଜିଲ୍ଲା):ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ସଭାକକ୍ଷ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର...
Accidentଅପରାଧଓଡିଶାବଜ୍ରପାତରେ ଜଣେ ମୃତ ଜଣେ ଗୁରୁତରmahabharatanewsSeptember 10, 2022 by mahabharatanewsSeptember 10, 20220132 ଭୁବନ(କଳ୍ପତରୁ ଜେନା):ଗ୍ରାମ ମଣ୍ଡପରେ ବସିଥିବା ସମୟରେ ହେଲା ବଜ୍ରପାତ । ଏହି ବଜ୍ରପାତରେ ଜଣେ ମୃତ ଅନ୍ୟ ଜଣେ ଗୁରୁତର । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର...
Accidentଓଡିଶାଭାରତଅଜଣା ରୋଗରେ ଗଲାଣି ୩ମୁଣ୍ଡmahabharatanewsSeptember 10, 2022 by mahabharatanewsSeptember 10, 20220152 ଜୟପୁର: ଅଜଣା ରୋଗରେ ଚାଲିଗଲାଣି ୩ ମୁଣ୍ଡ | ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ବୈପାରିଗୁଡା ଦଣ୍ଡାବାଡିର କାଣ୍ଡିକିଗୁଡା ଗାଁରେ | ଗତ ସପ୍ତାହକ ମଧ୍ୟରେ ୩ଜଣଙ୍କର ମୃତ୍ୟୁ ହୋଇଗଲାଣି | ଗତ...
ଅପରାଧଓଡିଶାଭାରତପୋଲିସକୁ ଖୋଲା ଚାଲେଞ୍ଜ ଦେଉଛନ୍ତି ଅପରାଧୀmahabharatanewsSeptember 10, 2022 by mahabharatanewsSeptember 10, 20220153 ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ଅପରାଧୀମାନେ ଏବେ ସକ୍ରିୟ ହୋଇଉଠିଛନ୍ତି । ମହାବଳଶାଳୀ କମିଶନରେଟ ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଅପରାଧ ରାଜ ଚଳାଇଛନ୍ତି । କେତେବେଳେ ପଥଚାରୀଙ୍କୁ ରାସ୍ତାରେ ହାଣି ଲୁଟପାଟ କରୁଛନ୍ତି ତ କେତେବେଳେ...
ଓଡିଶାଶିକ୍ଷାସେପ୍ଟେମ୍ବର୧୦ରୁ ଦ୍ୱିତୀୟ ପର୍ଯ୍ୟାୟ ଇ-ଆଡମିଶନ ସୁଯୋଗmahabharatanewsSeptember 9, 2022September 9, 2022 by mahabharatanewsSeptember 9, 2022September 9, 20220153 ଭୁବନେଶ୍ବର:ଦଶମପାସ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର | ସେପ୍ଟେମ୍ବର ୧୦ ତାରିଖରୁ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ଇ-ଆଡମିଶନ ପ୍ରକ୍ରିୟା ।ପ୍ରଥମ ପର୍ଯ୍ୟାୟରେ କିଛି ଛାତ୍ରଛାତ୍ରୀ ଇ-ଆଡମିଶନ କରିପାରି ନଥିଲେ । ଯାହା...
ଅପରାଧଓଡିଶାହନୁମାନ ପଇସା ଲୋଭ ଦେଖାଇ ଲୁଟ ,୫ ଗିରଫmahabharatanewsSeptember 7, 2022 by mahabharatanewsSeptember 7, 20220138 ଝାରସୁଗୁଡା:ପଇସାର ଲୋଭ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା ଏପରି ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡାରେ| ସୂଚନାନୁସାରେ ହନୁମାନ ପଇସା କିଣାବିକା କରି ବଡ ଭାଇର ପ୍ରଲୋଭନ ଦେଖାଇ ଜଣେଠିକାଦାରଙ୍କୁ ଲୁଟ ଅଭିଯୋଗରେ ଝାରସୁଗୁଡା ପୋଲିସ...