“ରାଜ୍ୟ ସରକାରଙ୍କ ଇନପୁଟ୍ ସବସିଡି ଘୋଷଣା ନିର୍ବାଚନ ଭୟରେ ଏକ ପ୍ରହେଳିକା” – ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର : ରାଜ୍ୟର ମରୁଡି ପ୍ରଭାବିତ ଅଞ୍ଚଳର ଚାଷୀଙ୍କ ପାଇଁ ରାଜ୍ୟ ସରକାର ଇନପୁଟ୍ ସହାୟତା ଘୋଷଣା କରିବା ପରେ ଏହାକୁ ନେଇ ତେଜିଛି ରାଜନୀତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ବିରୋଧୀମାନେ ନିର୍ବାଚନୀ ହାଓ୍ୱା କହୁଥିବାବେଳେ,...
