ଓଡିଶାବିଏମସି ଅଞ୍ଚଳରେ ଜବର ଦଖଲ ହୋଇଛି ୫୦୦ ଏକର ସରକାରୀ ଜମିmahabharatanewsDecember 1, 2025 by mahabharatanewsDecember 1, 202505 ବିଏମସି ଅଞ୍ଚଳରେ ଜବର ଦଖଲ ହୋଇଛି ୫୦୦ ଏକର ସରକାରୀ ଜମି । ବିଧାନସଭାରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ବାପୁଜିନଗର, ଅଶୋକ ନଗର, ଗଙ୍ଗ ନଗର, ସହିଦ ନଗର, ସୂର୍ୟ୍ୟ ନଗର, ବମିଖାଲ,...
ଅପରାଧଓଡିଶାପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ଅଧିକାରୀmahabharatanewsJuly 23, 2025 by mahabharatanewsJuly 23, 20250124 ଭୁବନେଶ୍ୱର:- ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ଅଧିକାରୀ। ବିଏମ୍ସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ଏହି ଚଢ଼ାଉ ହୋଇଛି। ଆୟ ବର୍ହିଭୂତ...
ଓଡିଶାବିଏମ୍ସି ଟିମ୍ ନେତୃତ୍ୱରେ କରାଯାଇଥିବା ସଫେଇ ଅଭିଯାନରେ ସାମିଲ ହେଲେ ମେୟର ସୁଲୋଚନାmahabharatanewsJuly 2, 2023 by mahabharatanewsJuly 2, 20230117 ଆଜି ସକାଳେ ବିଏମ୍ସି ଟିମ୍ ଦ୍ୱାରା ସଫେଇ ଅଭିଯାନ ହୋଇଯାଇଛି । ଏଥିରେ ଏଜି ସ୍କୋୟାର୍ ଓ ଗଭର୍ଣ୍ଣର ହାଉସ୍ ରୋଡ୍ ସଫା କରାଯାଇଥିଲା। ଏହି ସଫେଇ ଅଭିଯାନରେ ବିଏମସି ମେୟର ସୁଲୋଚନା ଦାସ...
ଓଡିଶାBMC ଅଫିସ ଆଗରେ ସଫେଇ କର୍ମଚାରୀଙ୍କ ଧାରଣାmahabharatanewsNovember 1, 2022November 1, 2022 by mahabharatanewsNovember 1, 2022November 1, 20220139 ସହରକୁ ସଫା ସୁତୁରା ରଖୁଛନ୍ତି । ଦିନ ରାତି ଏକ କରୁଛନ୍ତି । ହେଲେ ନା ମିଳୁଛି ଉପଯୁକ୍ତ ଟଙ୍କା ନା ସୁରକ୍ଷା । ଅର୍ଦ୍ଧ ରାତ୍ରୀରେ ସହରର ସବୁ ଅଳିଆ ସଫା କରି...
ଓଡିଶାଦିନକୁ ଦୁଇ ଥର ସଫେଇ ଗାଡି ଯିବ-ବିଏମସିmahabharatanewsOctober 13, 2022October 13, 2022 by mahabharatanewsOctober 13, 2022October 13, 20220159 ବ୍ୟୁରୋ:ଅଳିଆ ଆବର୍ଜନା ପରିଚାଳନାରେ ଅନିୟମିତତା ହେଉଥିବା ଅଭିଯୋଗ ଆଣିଛନ୍ତି ବିଏମସି କମିଶନର । ବିଏମସି ବାରମ୍ବାର ଚେତାବନୀ ଦେବା ପରେ ବି ବିଏମସିକୁ ସହେଯାଗ କରୁନାହାନ୍ତି ଲୋକେ । ଏ ନେଇ ବିଏମସି ଆଜି...
ଓଡିଶାଫୁଡ୍ ଷ୍ଟଲ ଉପରେ ବିଏମ୍ସି କରିବ ଚଢାଉmahabharatanewsOctober 8, 2022 by mahabharatanewsOctober 8, 20220155 ଭୁବନଶ୍ୱେର :ଭୁବନଶ୍ୱେରକୁ ସବୁଜ ଓ ସୁସ୍ଥ ପରିବେଶ କରିବା ଟାର୍ଗେଟରେ ବିଏମ୍ସି । ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ କଡା ଆଭିମୁଖ୍ୟ ଗ୍ରହଣ କରିଛି ବିଏମ୍ସି । ରାସ୍ତା କଡରେ ଅଳିଆ ଆବର୍ଜନା ଜମା...
ଓଡିଶାଜଳବନ୍ଦୀ ସମସ୍ୟା ନେଇ ବିଏମସି କମିଶନରଙ୍କ ସମୀକ୍ଷା ବୈଠକmahabharatanewsAugust 10, 2022 by mahabharatanewsAugust 10, 20220141 ଭୁବନେଶ୍ୱର: ସଂପ୍ରତି ଲଘୁଚାପ ଜନିତ ବର୍ଷା କାରଣରୁ ଭୁବନେଶ୍ୱର ସହରର ତଳି ଅଞ୍ଚଳ ତଥା ଅନ୍ୟାନ୍ୟ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି। ଖାସ କରି ସିଆରପି ଛକରେ ଥିବା ଇସ୍କନ ମନ୍ଦିର ସାମ୍ନାରେ...
ଓଡିଶାମାର୍କେଟିଂ ବିଲଡିଂକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କଲା ବ୍ୟବସାୟୀ ସଂଘmahabharatanewsJuly 31, 2022 by mahabharatanewsJuly 31, 20220136 ଭୁବନେଶ୍ୱର: ଉଠା ଦୋକାନୀ ଓ ମାର୍କେଟ ବିଲଡିଂ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ବ୍ୟବସାୟୀ ସଂଘର କହିବା ଅନୁସାରେ ବିଏମସି ପକ୍ଷରୁ ସେମାନଙ୍କୁ ଥାଇଥାନ କରାଯାଇଛି, ହେଲେ ସେମାନେ ଜୋରଜବରଦସ୍ତ...