ଓଡିଶାପର୍ବ ପର୍ବାଣିଧୁମଧାମର ସହ ସମ୍ପନ୍ନ ହେଲା ବାବା ଆଖଣ୍ଡଳମଣିଙ୍କ ଵିଵାହmahabharatanewsJune 20, 2026 by mahabharatanewsJune 20, 202605 ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ ପାଇଁ ଶୁକ୍ରବାର ଉତ୍ସବମୁଖର ହୋଇ ଉଠିଥିଲା ଆରଡିପୀଠ। ଏହି ଵିଵାହ ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପାରମ୍ପରିକ ବାଦ୍ୟ ସହ ନୃତ୍ୟଶିଳ୍ପୀ ମାନେ ଯୋଗଦେଇଥିଲେ। ସହିପରି ବାବାଙ୍କ ଵିଵାହରେ...
ଓଡିଶାନିଆରା ଢଙ୍ଗରେ ଗୁରୁପୂଜନ ଓ ବନ୍ଧୁମିଳନ ଉତ୍ସବ ପାଳନ mahabharatanewsJune 13, 2026 by mahabharatanewsJune 13, 2026011 ଭଦ୍ରକ ଜ଼ିଲ୍ଲା ଚାନ୍ଦବାଲି ବ୍ଲକ ସାରଳା ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ଗୁରୁପୂଜନ ଓ ବନ୍ଧୁମିଳନ ଉତ୍ସବ l 1989 ମସିହାରେ ଏହି ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ମନେ ଏକତ୍ରିତ ହୋଇ...
ଓଡିଶାଆରଡି ମେଡିକାଲ ଛାତରୁ ଖସିଲା ପ୍ଳାଷ୍ଟର ଖଣ୍ଡ; ଅଳ୍ପକେ ବର୍ତ୍ତିଗଲେ ରୋଗୀmahabharatanewsAugust 18, 2022August 18, 2022 by mahabharatanewsAugust 18, 2022August 18, 20220153 ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଆରଡି ମେଡିକାଲ ଛାତରୁ ଖସିଲା ବଡ ବଡ ପ୍ଳାଷ୍ଟର ଖଣ୍ଡ। ଅଳ୍ପକେ ବର୍ତ୍ତିଗଲେ ରୋଗୀଙ୍କ ସହ ମେଡିକାଲ କର୍ମଚାରୀ। ଆଉ କିଛି ରୋଗୀ ଆରଡି ମେଡିକାଲରେ ଚିକିତ୍ସା ପାଇଁ...