ଖେଳ୪୩ ହଜାର ଫୁଟବଲ ପିଲାମାନଙ୍କୁ ୨୦୦୦ ବିଦ୍ୟାଳୟରେ ବଣ୍ଟନ କରାଯିବmahabharatanewsOctober 10, 2022October 10, 2022 by mahabharatanewsOctober 10, 2022October 10, 20220168 ଓଡ଼ିଶାରେ ବଣ୍ଟନ ହେବ ୪୩ହଜାର ଫୁଟବଲ: ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର( ହରପ୍ରସାଦ ବିଶୋଇ): ଆଜି ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଫୁଟବଲ ଫର ଅଲ ଉଦଘାଟନ କରିଛନ୍ତି । ଓଡ଼ିଶାରେ ଫୁଟବଲର ମୁଳଦୁଆ ପକାଇବା...
ବିଶ୍ୱପ୍ରତିଶୋଧ ନେଲା ରୁଷmahabharatanewsOctober 10, 2022 by mahabharatanewsOctober 10, 20220191 ରିପୋଟର୍ସ ଟୁଡେ ବ୍ୟୁରୋ : ୟୁକ୍ରେନ ରାଜଧାନୀ କିଭ୍ ଉପରେ ହୋଇଛି ରକେଟ ଆକ୍ରମଣ । ସେଠାରେ ଏକାଧିକ ବିସ୍ଫୋରଣ ହୋଇଛି । ରୁଷ ଆଜି ସକାଳୁ ସକାଳୁ ଏହି ଆକ୍ରମଣ କରିଥିଲା କିଭ...
ଓଡିଶାଖେଳକାଲିଠାରୁ ଆରମ୍ଭ ହେବାକୁ ଯାଉଛି ୧୭ବର୍ଷରୁ କମ ବିଶ୍ୱକପ ମହିଳା ଫୁଟବଲmahabharatanewsOctober 10, 2022October 10, 2022 by mahabharatanewsOctober 10, 2022October 10, 20220176 ଭୁବନେଶ୍ୱର : ସବୁ ପ୍ରତିକ୍ଷାର ଅନ୍ତ ଘଟିଛି । କାଲିଠାରୁ ଆରମ୍ଭ ହେବାକୁ ଯାଉଛି ୧୭ବର୍ଷରୁ କମ ବିଶ୍ୱକପ ମହିଳା ଫୁଟବଲ । କଳିଙ୍ଗ ଷ୍ଟାଡ଼ିଅମରେ ଅନୁଷ୍ଠିତ ହେବ ଏହି ଫିଫା ବିଶ୍ୱକପ ।...
ଭାରତସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ପରଲୋକmahabharatanewsOctober 10, 2022 by mahabharatanewsOctober 10, 20220175 ନୂଆଦିଲ୍ଲୀ : ଆରପାରିରେ ମୁଲାୟମ ସିଂ ଯାଦବ । ସମାଜବାଦୀ ଦଳର ନେତା ତଥା ପ୍ରତିଷ୍ଠାତା ଥିଲେ ମୁଲାୟମ ସିଂ ଯାଦବଙ୍କ । ତାଙ୍କର ପରଲୋକ ଘଟିଛି ଆଜି ସକାଳେ । ସେ କିଛିଦିନ ହେଲା...
ଓଡିଶାନାଉଗାଁ ଝିଅ ଓ.ଏ.ଏସ. ପରୀକ୍ଷାରେ ସଫଳmahabharatanewsOctober 10, 2022October 10, 2022 by mahabharatanewsOctober 10, 2022October 10, 20220173 ଜଗତସିଂହପୁର: ନାଉଗାଁ ବ୍ଲକ ଧୂଆଁ ପଦା ଗ୍ରାମର କଳ୍ପନା ଦାସ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଉର୍ତ୍ତିଣ୍ଣ କରିଛନ୍ତି । ସେ ସଫଳତା ସହ ୨୫ତମ ର୍ୟାଙ୍କର ଅଧିକାରିଣୀ ହୋଇଛନ୍ତି । ଏହି କୃତିତ୍ୱ...