ଓଡିଶାବାଲିଯାତ୍ରା ପାଇଁ ଜାରି ରହିଛି ପ୍ଲଟ ବିକ୍ରିmahabharatanewsOctober 11, 2022October 11, 2022 by mahabharatanewsOctober 11, 2022October 11, 20220201 କଟକ: ଆଉ କିଛି ଦିନ ରହିଲା ଐତିହାସିକ ବାଲିଯାତ୍ରା । ଏଥିପାଇଁ ପ୍ଲଟ ବିକ୍ରି ହେବାରେ ଲାଗିଛି । ଏନେଇ କଟକ ଜିଲ୍ଲା ପ୍ରଶାସନ ସଚେତନତା ପାଇଁ ସହର ଏବଂ ଜିଲ୍ଲାର ସବୁ ବ୍ୟବସାୟୀଙ୍କୁ...
ଭାରତମନୋରଞ୍ଜନଉର୍ବଶୀଙ୍କ ମଙ୍ଗଳସୁତ୍ର ଓ ସିନ୍ଦୁର ପିନ୍ଧା ପୋଷ୍ଟକୁ ନେଇ ଟ୍ରୋଲିଙ୍ଗmahabharatanewsOctober 11, 2022 by mahabharatanewsOctober 11, 20220143 ମୁମ୍ବାଇ: କିଛିଦିନ ତଳେ ଉର୍ବଶୀ ରାଉତେଲା ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲେ । ସେଠାରେ ଅବସ୍ଥାପିତ ଆଗାମୀ ଟି-୨୦ ବିଶ୍ୱକପରେ ରିଷଭ ପନ୍ତଙ୍କୁ ଅନୁସରଣକରି ଅଭିନେତ୍ରୀଙ୍କୁ ଟ୍ରୋଲ କରିଥିଲେ । କାରଣ ଅତୀତରେ ଏହି ଯୋଡି...
ଓଡିଶାଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳନmahabharatanewsOctober 11, 2022October 11, 2022 by mahabharatanewsOctober 11, 2022October 11, 20220150 ପୁରୀ ( ଜୟନ୍ତ କୁମାର ସେଠୀ):ପ୍ରତିଟି ପିଲା ମଧ୍ୟରେ ପ୍ରତିଭା ଲୁଚି ରହିଛି। ସେମାନଙ୍କ ଅନ୍ତର୍ନିହିତ ଗୁଣକୁ ଚିହ୍ନି ବିକଶିତ କରାଯାଇ ପାରିଲେ ତାହା ରାଜ୍ୟ ଓ ଦେଶ ପାଇଁ ସମ୍ବଳ ହୋଇ ପାରିବ।...
ଅପରାଧଓଡିଶାଭିଜିଲାନ୍ସ ଜାଲରେ କୃଷି ଓଭରସିୟରmahabharatanewsOctober 11, 2022 by mahabharatanewsOctober 11, 20220171 ରାଇରଙ୍ଗପୁର (ସତ୍ୟନାରାୟଣ ପାଲ୍): ଦିନକୁ ଦିନ ଦୁର୍ନୀତି ବଢିବାରେ ଲାଗିଛି । ଅପରାଧ ଓ ଅପରାଧୀର ସଂଖ୍ୟା ବଢିବାରେ ଲାଗିଛି । ଏମିତି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଘଟିଛି । ତେବେ...
ଭାରତରାଜନୀତି୫୦ତମ ପ୍ରଧାନ ବିଚାରପତି ହେବେ ଡି.ୱାଇ ଚନ୍ଦ୍ରଚୂଡmahabharatanewsOctober 11, 2022 by mahabharatanewsOctober 11, 20220186 ନୂଆଦିଲ୍ଲୀ : ଆଗକୁ ଦେଶର ପ୍ରଧାନ ବିଚାରପତି ହେବେ ଡି.ୱାଇ ଚନ୍ଦ୍ରଚୂଡ । ପ୍ରଧାନ ବିଚାରପତି ୟୁ ୟୁ ଲଳିତ ସର୍ବୋଚ୍ଚ ବିଚାରପତିର ୭୪ ଦିନିଆ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ନଭେମ୍ବର୮ରେ ଅବସର...
ପ୍ରଯୁକ୍ତିଭାରତଜିଓ କୃଷି ଜରିଆରେ ଚାଷୀଙ୍କୁ ମିଳିବ ମହତପୂର୍ଣ୍ଣ ତଥ୍ୟmahabharatanewsOctober 11, 2022 by mahabharatanewsOctober 11, 20220185 ନୂଆଦିଲ୍ଲୀ: ଏବେ ୫ଜି ସାହାଯ୍ୟରେ ଗ୍ରାମୀଣ ଉନ୍ନତି କରିବ ରିଲାଏନ୍ସ ଜିଓ । ଏହାଦ୍ୱାରା ବଦଳିଯିବ ଗ୍ରାମୀଣ ଭାରତର ରୂପରେଖ । ବ୍ୟାପକ ପରିବର୍ତ୍ତନ ଆଣିବ ୫ଜି ସମାଧାନ । ଏହି ସମାଧାନ ଗୁଡ଼ିକରେ ଚାଷବାସଠାରୁ...
ଓଡିଶାପାଣିପାଗମାଡିଆସୁଛି ଭୟଙ୍କରୀ ବାତ୍ୟାmahabharatanewsOctober 11, 2022 by mahabharatanewsOctober 11, 20220184 ବ୍ୟୁରୋ / ରିପୋଟର୍ସ ଟୁଡେ : ମାଡିଆସୁଛି ଭୟଙ୍କରୀ ବାତ୍ୟା । ଅକ୍ଟୋବର ତୃତୀୟ ସପ୍ତାହ ବେଳକୁ ବାତ୍ୟା ଆଶଙ୍କା କରାଯାଉଛି । ୨୧ରୁ ୨୨ ତାରିଖ ମଧ୍ୟରେ ଲ୍ୟାଣ୍ଡଫଲ ହେବାନେଇ ସୂଚନା ମିଳିଛି । ଏହା...
ଭାରତମନୋରଞ୍ଜନହାପି ବାର୍ଥଡେ ବିଗ ବିmahabharatanewsOctober 11, 2022 by mahabharatanewsOctober 11, 20220230 ବ୍ୟୁରୋ / ରିପୋଟର୍ସ ଟୁଡେ : ଆଜି ହେଉଛି ବିଗ ବି ଓରଫ ଅମିତାଭ ବଚନଙ୍କ ଜନ୍ମ ଦିନ। ଏହି ଦିନରେ ଜଣେ ବଲିଉଡ ମହାନାୟକ ଜନ୍ମ ନେଇଥିଲେ। ଅକ୍ଟୋବର ୧୧ ମାନେ ଆଜି ୮୦...
ଭାରତମନୋରଞ୍ଜନବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସରେ ଦୀପିକା ପାଦୁକୋଣଙ୍କ ମତmahabharatanewsOctober 10, 2022 by mahabharatanewsOctober 10, 20220193 ମୁମ୍ବାଇ : ଆଜି ହେଉଛି ବିଶ୍ୱ ମାନସିକ ଦିବସ । ଏହିଦିନକୁ ନେଇ ଅନେକ କଳାକାର ମାନେ ନିଜ ନିଜ ମତ ଦେଇଥିବା ବେଳେ ଦୀପିକା ପାଦୁକୋଣ ନିଜ ଜୀବନର ଅନୁଭୂତି ସେୟାର କରିଛନ୍ତି...
ଓଡିଶାସମ୍ବଲପୁର ହସ୍ତଶିଳ୍ପକୁ ପ୍ରସାର କରୁଛନ୍ତି ସମିତ୍mahabharatanewsOctober 10, 2022 by mahabharatanewsOctober 10, 20220204 ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହସ୍ତଶିଳ୍ପ ହେଉଛି ଏକ ଘରୋଇ ରୋଜଗାର ପନ୍ଥା । ଅଧିକାଂଶ ଲୋକେ ହସ୍ତତନ୍ତରୁ ହିଁ ପରିବାର ଚଳାଇଥାନ୍ତି । ହେଲେ ଏହାର ପ୍ରଚାର ପ୍ରସାର କ୍ଷେତ୍ରରେ ଉନ୍ନତି ନଥିବାରୁ ପଶ୍ଚିମ...