ଓଡିଶାବଦଳି ଯାଇଛି ପାଣିପାଗର ମିଜାଜ ;୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ରmahabharatanewsMay 1, 2023 by mahabharatanewsMay 1, 20230113 ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି କୋହଲା ପାଗ । ତାତିରୁ ମିଳିଛି ଟିକେ ଆଶ୍ୱସ୍ତି । ବଦଳି ଯାଇଛି ପାଣିପାଗର ମିଜାଜ । କିଛି ସ୍ଥାନରେ ମଧ୍ୟ ହାଲୁକା ଧରଣର ବର୍ଷା ହେଉଛି...
ଓଡିଶାଶସ୍ତା ହେଲା ଏଲପିଜି ଗ୍ୟାସ୍ ସିଲିଣ୍ଡର ଦରmahabharatanewsMay 1, 2023 by mahabharatanewsMay 1, 20230123 ନୂଆଦିଲ୍ଲୀ: କମିଲା ଏଲପିଜି ଗ୍ୟାସ୍ ସିଲିଣ୍ଡର ଦର । ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି । ଆଜିଠୁ ଏହି ହ୍ରାସ ଦର ଲାଗୁ କରାଯାଇଛି । ୧୯କେଜିଆ କମର୍ସିଆଲ ସିଲିଣ୍ଡର ଦର ୧୭୧.୫ଟଙ୍କାକୁ ହ୍ରାସ କରିଛନ୍ତି...
ଓଡିଶାଖେଳଓଡ଼ିଶା କ୍ରିକେଟ୍ ଦଳର ଦ୍ରୁତ ବୋଲର ଆଶୁତୋଷ ଛୁରିଆ ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍ସିଏ)ରେ ପ୍ରଶିକ୍ଷଣ ପାଇବାକୁ ମନୋନୀତmahabharatanewsApril 20, 2023April 20, 2023 by mahabharatanewsApril 20, 2023April 20, 20230179 ଓଡ଼ିଶା :ଓଡ଼ିଶା କ୍ରିକେଟ୍ ଦଳର ଦ୍ରୁତ ବୋଲର ଆଶୁତୋଷ ଛୁରିଆ ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍ସିଏ)ରେ ପ୍ରଶିକ୍ଷଣ ପାଇବାକୁ ମନୋନୀତ ହୋଇଛନ୍ତି। ସମ୍ବଲପୁରର ଏହି କ୍ରିକେଟର୍ ପୁଡୁଚେରୀରେ ମେ ୩୦ରୁ ଜୁନ୍ ୧୮ ତାରିଖ...
ଓଡିଶାମହାରାଜା ହଲ୍ ବନ୍ଦ କଲା ଫିଲ୍ମ ‘ଡେଲିଭରୀ ବୟ’ ର ପ୍ରଦର୍ଶନmahabharatanewsApril 17, 2023 by mahabharatanewsApril 17, 20230127 ଭୁବନେଶ୍ୱର:ଫିଲ୍ମ ପ୍ରଯୋଜକ ଓ ମହାରାଜା ହଲ୍ ମାଲିକ ମୁହାଁମୁହିଁ । ମହାରାଜା ହଲ୍ ବନ୍ଦ କଲା ଫିଲ୍ମ ‘ଡେଲିଭରୀ ବୟ’ ର ପ୍ରଦର୍ଶନ , ହଲ୍ ମାଲିକଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ପ୍ରଯୋଜକ।...
ଭାରତସ୍ୱାସ୍ଥ୍ୟଦେଶରେ କରୋନା ସଂକ୍ରମଣ ବଢିଚାଲିଛି;୨୪ ଘଣ୍ଟାରେ ୧୦,୧୫୮ ନୂଆ ସଂକ୍ରମିତ ଚିହ୍ନଟmahabharatanewsApril 13, 2023 by mahabharatanewsApril 13, 20230113 ଦିଲ୍ଲୀ:୧୦ ହଜାର ଟପିଲା ସଂକ୍ରମଣ । ଦେଶରେ ୧୦ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧୦,୧୫୮ ନୂଆ ସଂକ୍ରମିତ ଚିହ୍ନଟ । ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୪୪ ହଜାର...
ଓଡିଶାକେମ୍ପସଡା ସରସ୍ଵତୀ ଶିଶୁ ମନ୍ଦିରରେ ବାର୍ଷିକ ଉତ୍ସବ ପାଳିତmahabharatanewsFebruary 18, 2023 by mahabharatanewsFebruary 18, 20230161 କେନ୍ଦୁଝର ତା ୧୭/୦୨(ମହାଭାରତ)କେନ୍ଦୁଝର ସଦର ବ୍ଲକ କେମ୍ପସଡା ସରସ୍ଵତୀ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ବିଦ୍ୟାଳୟ ର କୁନି କୁନି କଳାକାର ମାନେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ...
ଓଡିଶାଡ଼ଟ୍ ଫେଷ୍ଟ ପାଇଁ ପ୍ରଦର୍ଶନୀ ପଡ଼ିଆରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିସିପି ପ୍ରତୀକ ସିଂmahabharatanewsJanuary 14, 2023 by mahabharatanewsJanuary 14, 20230128 ଭୁବନେଶ୍ୱର:ଡ଼ଟ୍ ଫେଷ୍ଟ ପାଇଁ ପ୍ରଦର୍ଶନୀ ପଡ଼ିଆରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିସିପି ପ୍ରତୀକ ସିଂ। ।ପ୍ରଦର୍ଶନୀ ପଡ଼ିଆରେ ଡ଼ଟ୍ ଫାଷ୍ଟ ର ଦ୍ଵିତୀୟ ସଂସ୍କରଣ ହେବାକୁ ଯାଉଥିବାରୁ ଜାତୀୟ ଓ ଆନ୍ତର୍ଜାତୀୟ ଦର୍ଶକଙ୍କ...
ଓଡିଶାରାଜନୀତି୯୮୮୧ ଭୋଟରେ ଜିତିଲେ ସୂର୍ଯ୍ୟବଂଶୀmahabharatanewsNovember 6, 2022November 6, 2022 by mahabharatanewsNovember 6, 2022November 6, 20220187 ଭୁବନେଶ୍ୱର(ଚିନ୍ମୟୀ ସ୍ୱାଇଁ):-ତ୍ରୀସ୍ତରୀୟ ସୁରକ୍ଷାରେ ସରିଲା ଭୋଟ ଗଣତି । ବିଜେଡି, ସ୍ୱାଧୀନ, କଂଗ୍ରେସ କୁ ପଛରେ ପକାଇ ବିଜେପି ଧାମନଗର ଗଡକୁ ହାତାଇଛି । ଧାମନଗରରେ ଶଙ୍ଖ ବଦଳରେ ଫୁଟିଲା ପଦ୍ମ । ବିଜେପି...
ଓଡିଶାରାଜନୀତିଜିଲ୍ଳାପାଳ, ଏଡିଏମ, ବିଡିଓ, ତହସିଲଦାର ଆଉ ଆଇଆଇସି ବିଜେଡ଼ିକୁ ଜିତେଇବାକୁ ଳାଗି ପଡ଼ିଛନ୍ତି:କଂଗ୍ରେସmahabharatanewsOctober 26, 2022 by mahabharatanewsOctober 26, 20220151 ଭୁବନେଶ୍ୱର (ହରପ୍ରସାଦ ବିଷୋଇ):-ଧାମନଗର ଉପନିର୍ବାଚନରେ ଶାସକ ଦଳ ଟଙ୍କା ବାଣ୍ଟିବା ପ୍ରସଂଗ। ନିର୍ବାଚନ କମିଶନଙ୍କ ଦ୍ଵାରା ସ୍ଵତନ୍ତ୍ର ଟିମ୍ ଦ୍ଵାରା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବୀ କଲା କଂଗ୍ରେସ। ନହେଲେ ବିରୋଧ କରି ଟଙ୍କା...
ଓଡିଶାରାଜନୀତିବିଜେପିର ପ୍ରତିବାଦ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ପ୍ରତିକ୍ରିୟାmahabharatanewsOctober 23, 2022 by mahabharatanewsOctober 23, 20220158 ଭୁବନେଶ୍ୱର:(ହରପ୍ରସାଦ ବିଷୋଇ):- ବିଜେପିର ପ୍ରତିବାଦ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ପ୍ରତିକ୍ରିୟା। ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବିରୋଧୀ ଦଳ ଭାବେ ସେମାନେ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ଘଟଣା ଉପରେ...