ବିଦ୍ୟାଶିକ୍ଷାସ୍ୱାସ୍ଥ୍ୟମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଯିବ ମାଣ୍ଡିଆmahabharatanewsApril 29, 2023 by mahabharatanewsApril 29, 20230122 ମଧ୍ୟାହ୍ନ ଭୋଜନରେ ଦିଆଯିବ ମାଣ୍ଡିଆ । ସ୍କୁଲରେ ପିଲାମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇଦେବା ପାଇଁ ଏଭଳି କିଛି ଯୋଜନା ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କୁ ସ୍ୱାସ୍ଥ୍ୟକର ଓ...
ଓଡିଶାଓଡ଼ିଶା ବାହାରେ ଖେଲିବ ଓଡ଼ିଆଙ୍କ ପାଇଁ ସହାୟତା କକ୍ଷmahabharatanewsApril 20, 2023 by mahabharatanewsApril 20, 20230106 ଭୁବନେଶ୍ୱର: ରୋଜଗାର କରିବା ପାଇଁ ଓଡ଼ିଆ ମାନେ ରାଜ୍ୟବାହାରେ ରହି କାମ କରୁଛନ୍ତି । ବାହାରେ ରହି କାମ କରୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକ ମାନେ ନିର୍ଯାତିତ ଶୀକାର ହେବା ସହ ମୌଳିକ ଅଧିକାରରୁ...
ଓଡିଶାଉଚ୍ଛେଦ ହେଲା ଚୁକ୍ତିଭିତ୍ତିକ ନିଯୁକ୍ତିmahabharatanewsOctober 15, 2022 by mahabharatanewsOctober 15, 20220148 ବ୍ୟୁରୋ:ଉଚ୍ଛେଦ ହେଲା ସରକାରୀ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା । ରାଜ୍ୟ କ୍ୟାବିନେଟ ବୈଠକରେ ଏ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କୁ ସମ୍ବୋଧନ ଦେବା ସମୟରେ ଏହା...
ଓଡିଶାଆଜି ୧୦ ପ୍ରସ୍ତାବ ଉପରେ କ୍ୟାବିନେଟ ମାରିପାରେ ମୋହରmahabharatanewsOctober 15, 2022 by mahabharatanewsOctober 15, 20220138 ଭୁବନେଶ୍ୱର : ଆଜି ଅପରାହ୍ନରେ ବସିବ କ୍ୟାବିନେଟ ବୈଠକ । ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ରାୟ ଉପରେ ହୋଇପାରେ ଆଲୋଚନା । ଏହି ବୈଠକକୁ ଅଧକ୍ଷ୍ୟତା କରିବେ ମୁଖ୍ୟମନ୍ତ୍ରୀ । ୧୦ ରୁ ଅଧିକ...
ଓଡିଶାଛାତ୍ରୀଙ୍କ ସ୍ୱପ୍ନକୁ ଉଡାଣ ଦେବାକୁ ଫାଇବ-ଟି ସଚିବଙ୍କ ପ୍ରଶଂସନୀୟ ଉଦ୍ୟମmahabharatanewsSeptember 28, 2022 by mahabharatanewsSeptember 28, 20220129 ସୁନ୍ଦରଗଡ଼: ଛାତ୍ରୀଙ୍କ ସ୍ୱପ୍ନକୁ ଉଡାଣ ଦେବାକୁ ଫାଇବ-ଟି ସଚିବଙ୍କ ପ୍ରଶଂସନୀୟ ଉଦ୍ୟମ। ପାଇଲଟ୍ ହେବାର ସ୍ୱପ୍ନ ଦେଖୁଥିବା ସୁନ୍ଦରଗଡ଼ର ଛାତ୍ରୀ ଭୂମିକାଙ୍କୁ ପ୍ରେରଣା ଦେବାକୁ ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ପଠାଇଲେ ‘୫ଟି’ ସଚିବ। ସୁନ୍ଦରଗଡ଼...
ଓଡିଶାରାଜନୀତିଏ ପୁରସ୍କାର ଦେଲା କିଏ ରାଜ୍ୟ ସରକାର ନା କେନ୍ଦ୍ର ସରକାର ନା ଜାତିସଂଘ : କଂଗ୍ରେସ ନେତା ନରସିଂହ ମିଶ୍ରmahabharatanewsSeptember 6, 2022 by mahabharatanewsSeptember 6, 20220160 ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଦିନିଆ ଦିଲ୍ଲୀ ଗସ୍ତ ସାରି ଭୁବନେଶ୍ୱର ଫେରିଛନ୍ତି। ଗତ ୪ ତାରିଖରେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ଜୀବନ ବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଛି। ଏହି...
ଓଡିଶାରାଜନୀତିଭିନ୍ନ ଓ ଉଲ୍ଲେଖନୀୟ ନେତୃତ୍ୱ ଲାଗି ସମ୍ମାନିତ ହେବେ ମୁଖ୍ୟମନ୍ତ୍ରୀmahabharatanewsAugust 30, 2022 by mahabharatanewsAugust 30, 20220147 କ୍ୟାପିଟାଲ ଫାଉଣ୍ଡେସନ ପକ୍ଷରୁ ପ୍ରଦାନ କରାଯିବ ଜୀବନ ବ୍ୟାପୀ ସାଧନା ସମ୍ମାନ ଭୁବନେଶ୍ୱର: ଭିନ୍ନ ଓ ଉଲ୍ଲେଖନୀୟ ନେତୃତ୍ୱ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ନୂଆଦିଲ୍ଲୀ ପକ୍ଷରୁ ଜୀବନ ବ୍ୟାପୀ...