bharatଖେଳବିଶ୍ୱଭାରତବାବାର କାଟିଲେ କୋହଲିଙ୍କ ସର୍ବକାଳୀନ ଟି-୨୦ ରେକର୍ଡ ।mahabharatanewsFebruary 3, 2026 by mahabharatanewsFebruary 3, 2026016 ବିରାଟଙ୍କ ରେକର୍ଡ କାଟିଲେ ବାବର । ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଇତିହାସ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ସେ ଭାରତୀୟ କିମ୍ବଦନ୍ତୀ ଖେଳାଳି...
ଖେଳଦେଶ ବିଦେଶବିଶ୍ୱଭାରତନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କରିଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।mahabharatanewsJanuary 27, 2026 by mahabharatanewsJanuary 27, 2026023 ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କରିଛନ୍ତି । ଏହି ଅବସରରେ ସେ ଏକ ଭାବପ୍ରବଣ ପ୍ରତିକ୍ରିୟା ଦେଇଛନ୍ତି। ହାର୍ଦ୍ଦିକ ଏହାକୁ ତାଙ୍କ କ୍ୟାରିୟରର ଏକ ନୂତନ ଆରମ୍ଭ...
ଖେଳଦେଶ ବିଦେଶବିଶ୍ୱଘନେଇବାରେ ଲାଗିଛି ଆଇସିସି ଓ ବିସିବି ବିବାଦ ।mahabharatanewsJanuary 15, 2026 by mahabharatanewsJanuary 15, 2026025 ନିକଟରେ ଆଇପିଏଲରୁ ବାଂଲାଦେଶୀ କ୍ରିକେଟ ଖେଳାଳି ମୁସ୍ତାଫିଜୁର ରେହେମାନଙ୍କୁ ବାଦ ଦିଆଯିବା ପରେ ଭାରତ ଓ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମଧ୍ୟରେ ଯେଉଁ ବିବାଦ ଆରମ୍ଭ ହୋଇଥିଲା, ତାହା ପରେ ଆଇସିସି ଓ...
bharatଖେଳଦେଶ ବିଦେଶବିଶ୍ୱଭାରତବାଂଲାଦେଶ କ୍ରିକେଟ୍ ବୋର୍ଡ ପକ୍ଷରୁ କରାଯାଇଥିବା ଅନୁରୋଧକୁ ଶୁଣିଲାନି ଆଇସିସି ।mahabharatanewsJanuary 12, 2026 by mahabharatanewsJanuary 12, 2026029 ଆଗାମୀ ଟି-୨୦ ବିଶ୍ୱକପ୍ରେ ବାଂଲାଦେଶ ସ୍ଥାନ ଚିହ୍ନଟକୁ ନେଇ ଲାଗି ରହିଥିବା ଅଚଳାବସ୍ଥା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ମଧ୍ୟରେ ପ୍ରତିବନ୍ଧକ ଲଢ଼େଇରେ ଫସି ରହିଥିବା ପରି...
bharatଓଡିଶାଖେଳଭାରତମ୍ୟାଚ୍ ଚାଲିଥିବା ସମୟରେ ଅଧାରୁ ଟଳିଗଲେ କ୍ରିକେଟରmahabharatanewsJanuary 9, 2026 by mahabharatanewsJanuary 9, 2026012 ମ୍ୟାଚ୍ ଚାଲିଥିବା ସମୟରେ ଖେଳ ପଡିଆରେ ହିଁ ଟଳିପଡିଲେ କ୍ରିକେଟର । ଭାରତୀୟ କ୍ରିକେଟ ଜଗତରୁ ପୁଣି ଆସିଛି ଅତ୍ୟନ୍ତ ଦୁଃଖଦ ଖବର ଆଉ ତାହାହେଲା ପୂର୍ବତନ ମିଜୋରାମ ରଣଜୀ କ୍ରିକେଟର କେ. ଲାଲରେମ୍ରୁଆତାଙ୍କର...
bharatଖେଳଦେଶ ବିଦେଶବିଶ୍ୱବାଂଲାଦେଶ ଖେଳାଳିଙ୍କୁ ଆଇପିଏଲ୍ରୁ ବାଦ କରିବା ପରେ ଜଳୁଛି ବାଂଲାଦେଶ କ୍ରିକେଟ୍ ବୋର୍ଡmahabharatanewsJanuary 4, 2026 by mahabharatanewsJanuary 4, 2026035 ଦିନକୁ ଦିନ ବଢି ବଢି ଚାଲିଛି ବାଂଲାଦେଶ ଓ ଭାରତ ମଧ୍ୟରେ ତିକ୍ତତାର ସୀମା । ଯାହା ବର୍ତ୍ତମାନ କ୍ରିକେଟ୍ ମଇଦାନକୁ ଆସିଲାଣି । ଆଇପିଏଲରୁ ବାଂଲାଦେଶ ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ବିଦା କରାଯିବା...
ଖେଳଡୋପ ଟେଷ୍ଟରେ ବିଫଳ ହେବା ପରେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରବାଡାଙ୍କୁ କ୍ରିକେଟର ସମସ୍ତ ପ୍ରକାର ଫର୍ମାଟରୁ ସାମୟିକ ନିଲମ୍ବିତ କରାଯାଇଛିmahabharatanewsMay 4, 2025 by mahabharatanewsMay 4, 20250130 ନୂଆଦିଲ୍ଲୀ-: ଡୋପ ଟେଷ୍ଟରେ ବିଫଳ ହେବା କାରଣରୁ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରବାଡା ଏବେ ସାମୟିକ ଭାବେ କ୍ରିକେଟର ସମସ୍ତ ପ୍ରକାର ଫର୍ମାଟରୁ ସାମୟିକ ନିଲମ୍ବିତ ହୋଇଛନ୍ତି । ରବାଡା ନିଜେ...
ଭାରତବିରାଟ କୋହଲିଙ୍କ ନାଁରେ ନୂଆ କୀର୍ତ୍ତିମାନ ,୧୪୬ ବର୍ଷ କ୍ରିକେଟରେ ଇତିହାସରେ ପ୍ରଥମmahabharatanewsDecember 30, 2023 by mahabharatanewsDecember 30, 20230123 ମୁମ୍ବାଇ : ବିରାଟ କୋହଲିଙ୍କ ବିରାଟ ରେକର୍ଡ । ଜଣେ କ୍ରିକେଟ୍ର ଭାବେ ଏପରି ଉପଲବ୍ଧି ହାସଲ କରିବାରେ ବିରାଟ ସାଜିଛନ୍ତି ପ୍ରଥମ ଖେଳାଳି । ଟି-୨୦-ଟେଷ୍ଟ-ଦିନିକିଆ କ୍ରିକେଟ୍କୁ ମିଶାଇ ୭ଟି କ୍ୟାଲେଣ୍ଡର ବର୍ଷରେ...
ଖେଳଭାରତମନୋରଞ୍ଜନବିରାଟ କହିଲେ ମତେ ଏବେ ମ୍ୟାମ୍ ଡାକmahabharatanewsMay 11, 2023 by mahabharatanewsMay 11, 20230158 ମୁମ୍ବାଇ: କ୍ରିକେଟର ସେଲିବ୍ରିଟି ଯୋଡି କଥା ଆସିଲେ ପ୍ରଥମେ ମନକୁ ଆସେ ବିରାଟ ଅନୁଷ୍କା(ବିରୁଷ୍କା)ଙ୍କ ଯୋଡି । ପତ୍ନୀ ଅନୁଷ୍କା ଶର୍ମାଙ୍କ ମଧୁର ସଂପର୍କ ବିଷୟରେ କାହାକୁ ବି ଅଛପା ନାହିଁ। ସେମାନଙ୍କ ସଂପର୍କର...
ଖେଳଭାରତମନୋରଞ୍ଜନବିରୁଷ୍କାଙ୍କ ଡାନ୍ସ ଭିଡିଓ ଭାଇରାଲmahabharatanewsApril 24, 2023 by mahabharatanewsApril 24, 20230161 ଭାରତୀୟ କ୍ରିକେଟର ଓ ବଲିଉଡ ଯୋଡି କଥା ଆସିଲେ ପ୍ରଥମେ ମନରେ ଆସେ ଅନୁଷ୍କା ଶର୍ମା ଓ ବିରାଟ କୋହଲି । ଅନୁଷ୍କା ବଲିଉଡର ଜଣେ ଆଗ ଧାଡିର ହିରେଇନ । ସେହିପରି ବିରାଟ...