ଓଡିଶାଖେଳଭାରତବାରବାଟୀ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭmahabharatanewsJune 1, 2022 by mahabharatanewsJune 1, 20220293 କଟକ: ଆଜିଠୁ ଆରମ୍ଭ ହେଲା ବାରବାଟୀ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି । ଏହି ଟିକେଟ୍ ବିକ୍ରି ଉଭୟ ଅଫଲାଇନ ଓ ଅନଲାଇନରେ ହେବ । ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଛି ଟିକେଟ୍ ବିକ୍ରି ।...
ଓଡିଶାଜଷ୍ଟିସ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ବିଚାରପତିmahabharatanewsMay 27, 2022 by mahabharatanewsMay 27, 20220211 କଟକ : ସୁପ୍ରିମକୋର୍ଟ କଲେଜିୟମ ଦେଶର ୬ଟି ହାଇକୋର୍ଟର ବିଚାରପତିଙ୍କ ଅଦଳବଦଳ କରିବାକୁ ସୁପାରିଶ କରିଛନ୍ତି । ଏହି କ୍ରମରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଚିତ୍ତ ରଞ୍ଜନ ଦାଶଙ୍କୁ କଲିକତା ହାଇକୋର୍ଟକୁ ବଦଳି...
Uncategorizedହାଇକୋର୍ଟଙ୍କ ତାଗିଦ; ବର୍ଷା-ଅନୁଭବଙ୍କୁ ସୋସିଆଲ ମିଡିଆ ମନାmahabharatanewsMay 27, 2022 by mahabharatanewsMay 27, 20220195 କଟକ : ବର୍ଷା-ଅନୁଭବଙ୍କୁ ସୋସିଆଲ ମିଡିଆ ମନା । ତାଗିଦ କଲେ ହାଇକୋର୍ଟ । ସୋସିଆଲ ମିଡିଆରେ କୌଣସି ମନ୍ତବ୍ୟ ନଦେବାକୁ ଉଭୟଙ୍କୁ ତାଗିଦ କଲେ ହାଇକୋର୍ଟ ।ସୋସିଆଲ ମିଡ଼ିଆରେ ଉଭୟ ପରସ୍ପରକୁ ନେଇ...
ଓଡିଶାନଦୀରେ ଭାସୁଛି ଅଜଣା ମହିଳାଙ୍କ ମୃତ ଦେହmahabharatanewsMay 25, 2022 by mahabharatanewsMay 25, 20220151 କଟକ : ବିଡାନାସୀ ସ୍ଥିତ ଏନସିସି ଘାଟରେ ଜଣେ ଅଜଣା ମହିଳାଙ୍କ ମୃତ ଦେହ ଠାବ ହୋଇଛି। ଭାସୁଥିବା ଅଜଣା ମହିଳାଙ୍କ ମୃତଦେହକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଘଟଣା ସ୍ଥଳରେ ବିଡାନାସୀ ପୋଲିସ...
ଓଡିଶାରାଜନୀତିକଟକ ମେୟର ସୁବାସ ସିଂଙ୍କ କୁଶ ପୁତ୍ତଳିକା ଦାହ କଲା ଜିଲ୍ଲା କଂଗ୍ରେସmahabharatanewsMay 23, 2022 by mahabharatanewsMay 23, 20220246 କଟକ : କଟକ ମେୟର ସୁବାସ ସିଂଙ୍କ କୁଶପୁତ୍ତଳିକା ଦାହ କରିଲେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ। କାମ କର ନଚେତ ମାଲକାନଗିରି ବଦଳି ହୁଅ । ମହାନଗର ନିଗମ କର୍ମଚାରୀଙ୍କୁ କଟକ ନୂତନ ମେୟର...
ଓଡିଶାଖେଳଭାରତଆଥଲେଟଙ୍କୁ ସମ୍ମାନିତ କଲେ ୫ଟି ସଚିବmahabharatanewsMay 22, 2022May 22, 2022 by mahabharatanewsMay 22, 2022May 22, 20220207 ଭୁବନେଶ୍ୱର: ଗତକାଲି ଶେଷ ହୋଇଛି କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଇଣ୍ଡିଆନ ଗ୍ରାଁ ପ୍ରି-୩ । ତେବେ 5T ସଚିବ ଭି.କେ ପାଣ୍ଡିଆନ୍ ଏହି ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ । ଏଥିରେ ଶ୍ରେଷ୍ଠ ପୁରୁଷ...
ଓଡିଶାପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଜାତୀୟ ଆଦିବାସୀ ମେଳାmahabharatanewsMay 21, 2022May 21, 2022 by mahabharatanewsMay 21, 2022May 21, 20220241 କଟକ: ରୌପ୍ୟ ନଗରୀ କଟକରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଜାତୀୟ ଆଦିବାସୀ ମେଳା । ସା ପରିଚୟ ଫାଉଣ୍ଡେସନ ଓ କଟକ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଏହା ଆରମ୍ଭ ହୋଇଛି...
ଅପରାଧଓଡିଶାଗୋଚାଲାଣକାରୀଙ୍କ ଗୁଳି ମାଡ଼ରେ ଦୁଇଜଣ ଗୋସେବକଗୁରୁତର ଆହତmahabharatanewsMay 21, 2022 by mahabharatanewsMay 21, 20220158 ଯଶିପୁର: ଗୋସେବକଙ୍କ ଉପରକୁ ଗୁଳିମାଡ଼ । ଆଜି ଭୋର୍ ୩ଟାରୁ ୪ଟା ମଧ୍ୟରେ ଯଶିପୁର ଟୋଲଗେଟ୍ ନିକଟରେ ଘଟିଛି ଏଭଳି କାଣ୍ଡ । ଗୋଚାଲାଣକାରୀଙ୍କ ଗୁଳି ମାଡ଼ରେ ଦୁଇଜଣ ଗୋସେବକଗୁରୁତର ଆହତ ହୋଇଥିବାର ସୂଚନା ମିଳିଛି।...
ଓଡିଶାଦୁର୍ବଳ ହେଉଛି ଅସାନି ; ୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂmahabharatanewsMay 11, 2022 by mahabharatanewsMay 11, 20220206 ଭୁବନେଶ୍ୱର: ଆସନ୍ତାକାଲି ଅବପାତର ରୂପ ନେବ ବାତ୍ୟା ଅସାନି । ଏବେ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି ଅସାନି । ବର୍ତ୍ତମାନ ଏହା ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୫୪୦ କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ...
ଓଡିଶାସମୂଦ୍ରରେ ପ୍ରଳୟ ରଚୁଛି ବାତ୍ୟା : ଉପକୂଳରେ ବର୍ଷିବmahabharatanewsMay 10, 2022 by mahabharatanewsMay 10, 20220293 ଭୁବନେଶ୍ୱର : ସମୂଦ୍ରରେ ପ୍ରଳୟ ରଚୁଛି ବାତ୍ୟା । ପୁରୀଠାରୁ ଏହି ସାମୁଦ୍ରିକ ଝଡ ୫୫୦ରୁ ୫୮୮ କିଲୋମିଟର ଦୂରରେ ରହିଛି । ଏଣୁ ଗୋପାଳପୁର ବନ୍ଦର ପାଇଁ ୩ ନଂ ବିପଦ ସଂକେତ ଜାରି...