ଓଡିଶାଦୁର୍ଘଟଣାକାଠ ହଣୁଥିବା ବେଳେ ଗଛରୁ ପଡି ଲିଙ୍ଗରାଜ ବିଶୋଇଙ୍କ ମୃତ୍ୟୁmahabharatanewsMay 22, 2023 by mahabharatanewsMay 22, 20230149 କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ: କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଧୀନରେ ଥିବା କଇଁଝର ଗ୍ରାମପଞ୍ଚାୟତରେ ଏକ ଅଭାବନୀୟ ଓ ଦୁଖଦଃ ଘଟଣା ଘଟିଯାଇଛି । ସ୍ଥାନୀୟ କଇଁଝର ଗ୍ରାମର ଶ୍ରୀ ଯକ୍ଷ୍ୟ ବିଶୋଇଙ୍କ...
ଦୁର୍ଘଟଣାଗାଁ ଦାଣ୍ଡରେ ଖେଳୁଥିବା ବେଳେ ଗାଡି ମାଡିଗଲା କାର ୨ଶିଶୁ ସମେତ ମହିଲା ମୃତ୍ୟୁmahabharatanewsApril 29, 2023April 29, 2023 by mahabharatanewsApril 29, 2023April 29, 20230133 ଅନୁଗୋଳ / ସୁଧାକର ସାହୁ: ଅନୁଗୁଳ ଜିଲ୍ଲା ତାଳଚେର ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଦାଣ୍ଡରେ ଖେଳୁଥିବା ବେଳେ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳାଙ୍କ ଚାଲିଯାଇଛି...
ଓଡିଶାଦୁର୍ଘଟଣାକେନାକୁ ଗାଧୋଇବାକୁ ଯାଇ ବୃଦ୍ଧଙ୍କ ମୃତ୍ୟୁmahabharatanewsApril 27, 2023April 27, 2023 by mahabharatanewsApril 27, 2023April 27, 20230126 ତାଳଚେର /ସୁଧାକର ସାହୁ : କେନାଲରେ ବୁଡି ବୃଦ୍ଧଙ୍କ ମୁତ୍ୟୁ ö ତାଳଚେର ବ୍ଲକ୍ ଧରମପୁର ଗ୍ରାମର ଟଙ୍କଧର ନାଏକଙ୍କ କେନାଲରେ ବୁଡି ମୁତ୍ୟୁ ହୋଇଛି। ସୂଚନା ଅନୁସାରେ ସେ ଘରୁ ସ୍ନାନ କରିବା...
ଓଡିଶାଦୁର୍ଘଟଣାବଜ୍ରପାତରେ ଚାଲଇଗଲା ଦୁଇ ଭାଇଙ୍କ ଜୀବନmahabharatanewsApril 25, 2023 by mahabharatanewsApril 25, 20230132 କଳାହାଣ୍ଡି /ଗୋଲାପ ସାହୁ : ତରଭୁଜ ବାଡି ହେଲା ଯମର ଦୁଆର । କିଏ ବା ଯାଣିଥିଲା ଏମିତି ବି ହୋଇଯିବ ଅକାଳ ବିୟୋଗ । ବଜ୍ରପାତ ନେଇଯାଉଛି ଦୁଇ ଭାଇଙ୍କ ଜୀବନ ।...
ଓଡିଶାଦନ୍ତା ଆକ୍ରମଣରେ ଚାଲିଗଲା ୨ଜୀବନmahabharatanewsApril 24, 2023 by mahabharatanewsApril 24, 20230141 ଅନୁଗୋଳ/ ସୁଧାକର ସାହୁ : ଦିନକୁ ଦିନ ହାତୀ ଆକ୍ରମଣରେ ଗଡୁଛି ମୁଣ୍ଡ । ଏଠି ନିରବ ପାଲଟିଛି ପଅଶାସନ । ଆଜି ପୁଣି ଅନୁଗୁଳ ବ୍ଳକ ବନ୍ତଳା ବନାଞ୍ଚଳରେ ଦନ୍ତା ଆକ୍ରମଣରେ ୨...
ବିଶ୍ୱଆମେରିକାରେ ଭାରତୀୟ ଛାତ୍ରକୁ ଗୁଳି ମାଡmahabharatanewsApril 21, 2023April 21, 2023 by mahabharatanewsApril 21, 2023April 21, 20230136 ଉଚ୍ଚଶିକ୍ଷା ପାଇଁ ଆମେରିକା ଯାଇଥିବା ଜଣେ ୨୪ ବର୍ଷୀୟ ଭାରତୀୟ ଯୁବକକୁ ଗୁଳିମାରି ହତ୍ୟା କରାଯାଇଛି । ସେ ଆମେରିକାର ଓହାଇଓରେ ଥିବା ଏକ ପେଟ୍ରୋଲ ପମ୍ପରେ କାମ କରି ନିଜର ପଢା ଖର୍ଚ୍ଚ...
ଓଡିଶାଦୁର୍ଘଟଣାଆଜି ବଜ୍ରପାତରେ ଚାଲିଗଲା ଜୀବନmahabharatanewsApril 21, 2023 by mahabharatanewsApril 21, 20230122 ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ବରପଡା ତିନିମୁହାଣୀ, ଲୁଣା ନଦୀ ପୋଲ ଉପରେ ହୋଇଥିଲା ବଜ୍ରପାତ। ସ୍ଥାନୀୟ କଣ୍ଟାପାରି ଗାଁ ର ୫୪ ବର୍ଷୀୟ ଶୁଭେନ୍ଦୁ ସାହୁ ହାଟକୁ...
ଓଡିଶାଦୁର୍ଘଟଣା୧୬ ନମ୍ୱର୍ ଜାତୀୟ ରାଜପଥରେ ଦୁର୍ଘଟଣା , ୧ ମୃତmahabharatanewsApril 21, 2023 by mahabharatanewsApril 21, 20230234 ବଡଚଣା / ବେଦପ୍ରକାଶ ନାୟକ : ଦିନକୁ ଦିନ ରାଜ୍ୟରେ ବଢିବାରେ ଲାଗିଛି ସଡକ ଦୁର୍ଘଟଣା । ଏଭଳି ଘଟଣା ଦେଖିବା କୁ ମିଳିଛି ୧୬ ନମ୍ୱର୍ ଜାତୀୟ ରାଜପଥ ଛତିଆ ନିକଟସ୍ଥ ନେଳିଆ...
ବିଶ୍ୱସହାୟତା ନେଲା ବେଳେ ଦଳାଚକଟାହୋଇ ଚାଲିଗଲା ୮୫ଜୀବନmahabharatanewsApril 20, 2023 by mahabharatanewsApril 20, 20230118 ୟେମେନ: ୟେମେନରେ ଆର୍ଥିକ ସହାୟତା ବଣ୍ଟନ ସମୟରେ ଦଳାଚ୍ଟା ହୋଇ ପ୍ରାୟ ୮୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଉର୍ଦ୍ଧ ଆହତ ହୋଇଛନ୍ତି । ୟେମେନର ରାଜଧାନୀ ସାନାଠାରେ ଏଭଳି ଦୁଖଦାୟକ...
ଅପରାଧଭାରତଜୀବନ ପ୍ରତି ବିପଦ ଗୁଇନ୍ଦା ରିପୋର୍ଟ ମିଳିବା ପରେ ପଦକ୍ଷେପ ନେଲା ଜେଲ୍ ପ୍ରଶାସନmahabharatanewsApril 17, 2023April 19, 2023 by mahabharatanewsApril 17, 2023April 19, 20230129 ଗ୍ୟାଙ୍ଗଷ୍ଟରରୁ ରାଜନେତା ହୋଇଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରିଥିବା ୩ ଯୁବକଙ୍କ ସୁରକ୍ଷାକୁ ନେଇ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ସେମାନଙ୍କ ସୁରକ୍ଷାପ୍ରତି ବିପଦ ଥିବାରୁ...