ଓଡିଶାତ୍ରୟୋଦଶ ତମ ସାଧାରଣ ବୈଠକ ଅନୁଷ୍ଠିତmahabharatanewsNovember 26, 2025 by mahabharatanewsNovember 26, 2025056 ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର ପଞ୍ଚାୟତ ସମିତି ସଭା ଗୃହ ଠାରେ ତ୍ରୟୋଦଶ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗୋଶାଣୀ ବ୍ଳକ ଅଧ୍ୟକ୍ଷ ବୀର ରାଜୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ...
ଓଡିଶାବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା 2025 ଅନୁଷ୍ଠିତmahabharatanewsNovember 19, 2025 by mahabharatanewsNovember 19, 2025049 ଗଜପତି ଜିଲ୍ଲା ଗୋଶାଣୀ ବ୍ଲକର ମିଶନ ଶକ୍ତି କାଫେ ସମ୍ମୁଖ ପଡ଼ିଆରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା 2025 ଅନୁଷ୍ଠିତ...
ଓଡିଶାସିଦ୍ଧାନ୍ତ ସାହିତ୍ୟ ପତ୍ରିକା ପକ୍ଷରୁ ସାରସ୍ଵତ ସମାବେଶ ଓ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତmahabharatanewsNovember 16, 2025 by mahabharatanewsNovember 16, 2025077 ପାରଳାଖେମୁଣ୍ଡି, ବିଶ୍ଵନାଥ କଲ୍ୟାଣ ମଣ୍ଡପ ଠାରେ ସିଦ୍ଧାନ୍ତ ସାହିତ୍ୟ ପତ୍ରିକା ପକ୍ଷରୁ ଏକ ସାରସ୍ଵତ ସମାବେଶ ଓ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଉପାନ୍ତ ପ୍ରହରୀ...
ଓଡିଶାଆକାଂକ୍ଷା ମହିଳା ସଙ୍ଗଠନ ପକ୍ଷରୁ ଶିଶୁ ଦିବସ ପାଳିତmahabharatanewsNovember 14, 2025 by mahabharatanewsNovember 14, 20250306 ଗଜପତି ଜିଲ୍ଲାର ଅଗ୍ରଣୀ ଆକାଂକ୍ଷା ମହିଳା ସଙ୍ଗଠନ ପକ୍ଷରୁ ପାରଳାଖେମୁଣ୍ଡି ନିକଟସ୍ଥ ରାଣୀ ପେଣ୍ଠ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଶିଶୁ ଦିବସ ୨୦୨୫ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସଭାର ଆୟୋଜନ...
ଓଡିଶାପର୍ବ ପର୍ବାଣିକାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀରେ ବଳୀ ବାମନ ଓ ପର୍ଶୁରାମ ବେଶରେ ଦର୍ଶନ ଦେଲେ ଜଗନ୍ନାଥ ଓ ବଳଭଦ୍ରmahabharatanewsNovember 4, 2025 by mahabharatanewsNovember 4, 2025089 ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ଜଗନ୍ନାଥ ମନ୍ଦିରରେ କାର୍ତ୍ତିକ ମାସର ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଠାକୁରଙ୍କ ଦର୍ଶନ ଓ ସକାଳ ଆଳତୀ ଦର୍ଶନ ସକାଶେ ଶତାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।...
Uncategorizedଭାରତଗାଜା ରିଲିଫ୍ କେନ୍ଦ୍ରରେ ପାଟିତୁଣ୍ଡ,୨୦ ମୃତmahabharatanewsMarch 16, 2024March 16, 2024 by mahabharatanewsMarch 16, 2024March 16, 20240190 (ଗାଜା) : ଗାଜାରେ ଥିବା ଏକ ରିଲିଫ୍ ବିତରଣ କେନ୍ଦ୍ର ଉପରେ ଗତକାଲି ହୋଇଥିବା ଇସ୍ରାଏଲ୍ ଆକ୍ରମଣରେ ଖାଦ୍ୟ ବଣ୍ଟନ କରୁଥିବା କେତେକ କର୍ମଚାରୀଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୫୫...
ଓଡିଶା ରାସ୍ତା ତଳକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍mahabharatanewsSeptember 30, 2023September 30, 2023 by mahabharatanewsSeptember 30, 2023September 30, 20230150 (ଗଜପତି) : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍ । ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ଶୁକ୍ରବାର ବିଳମ୍ବିତ ରାତି ରେ ମୋହନା ଥାନା ହିକିରିକୁପା ଗ୍ରାମ ନିକଟରେ RB...
ଓଡିଶାପାଳନ ହୋଇଛି ଗୋଷ୍ଠୀ ସହଭାଗୀତାର ଉତ୍ସବmahabharatanewsMarch 3, 2023 by mahabharatanewsMarch 3, 20230212 ଗଜପତି/ ବିବେକାନନ୍ଦ ବେହେରା : ସଦର ମହକୁମା ପାରଳାଖେମୁଣ୍ଡିର ଟାଉନ ହଲ ଠାରେ ଗୋଷ୍ଠୀ ସହଭାଗୀତାର ଉତ୍ସବ ପାଳନ ହୋଇ ଯାଇଛି । ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀଙ୍କ ତତ୍ୱାବଧାନରେ ହୋଇ...
ଓଡିଶାଖାଉଟି ଅଧିକାର ସୁରକ୍ଷା କମିଟି ପକ୍ଷରୁ ପାରଳା ସହରରେ ସଚେତନତା କାର୍ଯ୍ୟକ୍ରମmahabharatanewsFebruary 27, 2023 by mahabharatanewsFebruary 27, 20230177 ଗଜପତି : ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଖାଉଟି ଅଧିକାର ସୁରକ୍ଷା କମିଟି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା କାର୍ୟ୍ୟକାରୀଣୀ ସଭାପତି ତନୁଜା ଶତପଥୀଙ୍କ ସହଯୋଗରେ ନୂଆ ବସଷ୍ଟେଣ୍ଡ ଠାରୁ ଶୋଭାଯାତ୍ରା ବାହାରି...
ଅପରାଧଓଡିଶାଶ୍ରେଣୀ କକ୍ଷରୁ ମିଳିଲା ନର୍ସିଂ ଛାତ୍ରୀଙ୍କ ମୃତଦେହmahabharatanewsJuly 28, 2022 by mahabharatanewsJuly 28, 20220176 ପାରଳାଖେମୁଣ୍ଡି: ରାଜ୍ୟରେ ଦିନକୁ ଦିନ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବାରେ ଲାଗିଛି। ସଂପ୍ରତି ପ୍ରତିଯୋଗିତାମୂଳକ ସମୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରୀକ୍ଷା ଫଳକୁ ନେଇ ହେଉ କିମ୍ବା ସିନିୟରମାନଙ୍କ ର୍ୟାଗିଂ ନେଇ...