ଓଡିଶାହିଜିଂଳିକାଟୁ ବ୍ଲକ ଗସ୍ତରେ କୃଷି ନିର୍ଦ୍ଦେଶକ ପ୍ରେମ ଚାନ୍ଦ ଚୌଧୁରୀmahabharatanewsNovember 1, 2022 by mahabharatanewsNovember 1, 20220268 ଗଞ୍ଜାମ / ରଜନୀକାନ୍ତ ପାତ୍ର :ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ବ୍ଲକ ଅନ୍ତର୍ଗତ ରାଳବ ପଞ୍ଚାୟତ କୁ କୃଷି ବିଭାଗ ନିର୍ଦ୍ଦେଶକ ପ୍ରେମ ଚାନ୍ଦ ଚୌଧୁରୀ ଦିନିକିଆ ଗସ୍ତରେ ଆସିଛନ୍ତି। ସାମ୍ପ୍ରତିକ ପରିସ୍ଥିତିରେ ରାଜ୍ୟରେ ଖରିଫ...
ଓଡିଶାଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଲେ ନିସିକାନ୍ତ ମହାପାତ୍ରmahabharatanewsOctober 27, 2022 by mahabharatanewsOctober 27, 20220161 ଗଞ୍ଜାମ /ରଜନୀକାନ୍ତ ପାତ୍ର :ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ମା ଶ୍ୟାମଳାଇ ମନ୍ଦିର କଲ୍ୟାଣମଣ୍ଡପରେ ଆମ୍ ଆଦମୀ ପାର୍ଟିର ହିଞ୍ଜିଳିକାଟୁ ବିଧାନସଭା ସ୍ତରୀୟ କାର୍ଯ୍ୟକର୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳିକାଟୁ ବିଧାନସଭା ଇଂଚାର୍ଜ ମିଟୁ...
ଓଡିଶାକାହ୍ନଙ୍କ ଛାତିରେ ଧର୍ମେନ୍ଦ୍ରଙ୍କ ଟାଟୁmahabharatanewsOctober 22, 2022 by mahabharatanewsOctober 22, 20220203 ବ୍ୟୁରୋ:ଯୁବକ ଙ୍କ ଦେହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଙ୍କ ଟାଟୁ । ଗଞ୍ଜାମ ଜିଲ୍ଲା ଆସ୍କା ବ୍ଲକ ବାବନପୁର ଗ୍ରାମର ଯୁବକ କାହ୍ନା ନାୟକଙ୍କ ସମାଜସେବା ପ୍ରତି ଆଗ୍ରହ ଥିବା ଜାଣି ଯୁବକଙ୍କୁ ପ୍ରଶଂସା କରିବା...
ଓଡିଶାଗ୍ୟାସ ଟାଙ୍କିରେ ଲାଗିଲା ନିଆଁmahabharatanewsOctober 22, 2022 by mahabharatanewsOctober 22, 20220193 ଗଞ୍ଜାମ/ରଜନୀକାନ୍ତ ପାତ୍ର: ରୋଷେଇ କରୁଥିବା ବେଳେ ଗ୍ୟାସ ଟାଙ୍କି ରେ ଲାଗିଲା ନିଆଁ ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗୀ ଗ୍ରାମର କୈଳାସ ପ୍ରଧାନଙ୍କ ଘରେ ଲାଗିଲା ନିଆଁ । ରୋଷେଇ କରୁଥିବା ବେଳେ ଗ୍ୟାସ...
ଓଡିଶାଏମିତି ଚିଠି ଲେଖି କୁଆଡେ ଚାଲିଯାଇଛି ପୁଅmahabharatanewsOctober 21, 2022October 21, 2022 by mahabharatanewsOctober 21, 2022October 21, 20220161 ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ପୋୖରାଞ୍ଚଳସ୍ଥିତ ୧୮ ନଂ ୱାର୍ଡର କାଳୁଆ ସାହି ବାସିନ୍ଦା ରଞ୍ଜନ ପାଣିଗ୍ରାହୀଙ୍କ ପୁଅ ନାରାୟଣ ପାଣିଗ୍ରାହୀ (୧୫) ବୁଧବାର ପୂର୍ବାହ୍ନରୁ ନିଖୋଜ ଥିବା ଘଟଣାକୁ ୬୦ଘଣ୍ଟା ବିତିଛି ।...
ଓଡିଶାଗୁଣ୍ଠପଡା ଗ୍ରାମପଞ୍ଚାୟତରେ ମାଗଣା ଚକ୍ଷୁ ପରୀକ୍ଷା ଶିବିରmahabharatanewsOctober 12, 2022October 12, 2022 by mahabharatanewsOctober 12, 2022October 12, 20220148 ଆସିକା : ଆସିକା ବ୍ଲକ ଗୁଣ୍ଠପଡା ପଞ୍ଚାୟତ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା କଳା ମୋତିଆ ବିନ୍ଦୁ ଚକ୍ଷୁ ପରୀକ୍ଷା ଶିବିର ଗୁଣ୍ଠପଡା ପଞ୍ଚାୟତ ରାଇପଲ୍ଲୀ କଲ୍ୟାଣମଣ୍ଡପ...
ଓଡିଶାସ୍ୱାସ୍ଥ୍ୟଆସିକା ପାଇଁ ଗର୍ବ ଆଣିଲେ ବିକ୍ରମmahabharatanewsOctober 12, 2022October 12, 2022 by mahabharatanewsOctober 12, 2022October 12, 20220170 ଆସିକା : ମେଧାବୀ ଛାତ୍ରଙ୍କ ସଫଳତା ଗାଁ ଓ ରାଜ୍ୟ ପାଇଁ ଗୌରବ । ତେବେ ଏମିତି ଏକ ସଫଳତା ଆଣିଦେଇଛନ୍ତି ଗଞ୍ଜାମ ଜିଲ୍ଲା ସ୍ଥିତ ବାବନରପୁର ପଂଚାୟତର ବିକ୍ରମ କେଶରୀ ନାୟକ ।...
Uncategorizedଆସିକା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପକ୍ରିୟା ଆରମ୍ଭmahabharatanewsOctober 10, 2022October 10, 2022 by mahabharatanewsOctober 10, 2022October 10, 20220151 ଆସ୍କା/ କମଳିନୀ ହୋତା :ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କର ପରିଚାଳନା ପରିଷଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି।ଏଥିପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ନାମାଙ୍କନ ଦାଖଲର ଶେଷ...
ଓଡିଶାପାଣି ଘେରରେ ଶହଶହ ତଳିଆ ଅଚଂଳmahabharatanewsOctober 6, 2022 by mahabharatanewsOctober 6, 20220217 ଗଂଜାମ /ରଜନୀକାନ୍ତ ପାତ୍ର : ବର୍ଷାରେ ବେହାଲ ଗଞ୍ଜାମ ଜିଲ୍ଲା ର ବ୍ରହ୍ମପୁର ସହର। ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ। ଏକାଧିକ ସ୍ଥାନରେ ଘର ଭିତରେ ପାଣି ପଶିଥିବା ଦେଖିବାକୁ ମିଳିଛି । ଗାନ୍ଧୀ...
ଅପରାଧଓଡିଶାRBSK ମ୍ୟାନେଜର ଅଫିସରେ ବସି ମଦ ପିଉଥିବାର ଫଟୋ ଭାଇରାଲmahabharatanewsSeptember 27, 2022 by mahabharatanewsSeptember 27, 20220156 ଗଞ୍ଜାମ ଜିଲ୍ଲା/ରଜନୀକାନ୍ତ ପାତ୍ର: ସରକାରୀ ବାବୁଙ୍କ ମଦ ପିଇବା ନିଶା, ଅଫିସ ଭିତରେ ମଦ ରଖି ଖୁଲମ ଖୁଲା ପିଉଛନ୍ତି ସରକାରୀ କର୍ମଚାରୀ, ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ କାର୍ଯ୍ୟାଳୟରେ ଜଣେ ସରକାରୀ କର୍ମଚାରୀ ମଦ...