ଓଡିଶାଖୋଲିଲା ଆଉ ୪ଟି ଗେଟ mahabharatanewsOctober 4, 2023 by mahabharatanewsOctober 4, 20230132 (ହୀରାକୁଦ) : ଉପର ମୁଣ୍ଡରେ ଲଗାଣ ବର୍ଷା ହେତୁ ପୂର୍ବରୁ ୨ଟି ସ୍ଲୁଇସ୍ ଗେଟ୍ ଖୋଲା ଥିବା ବେଳେ ଗତକାଲି ପୁଣି ହୀରାକୁଦ ଜଳଭଣ୍ଡାରର ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ମୋଟ ୬ଟି ଗେଟ...
ଓଡିଶାଖୋଲିଲା ଆଉ ୩ଟି ଗେଟ mahabharatanewsSeptember 30, 2023 by mahabharatanewsSeptember 30, 20230127 (ହୀରାକୁଦ) : ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ବଢୁଛି ଜଳସ୍ତର । ଏହି ସମୟରେ ଆଜି ଆଉ ୩ଟି ଗେଟ୍ ଖୋଲାଯାଇଛି । ଏହା ପରେ ମୋଟ୍ ୧୦ଟି ଗେଟ୍ ଦେଇ ବନ୍ୟାଜଳ...
ଓଡିଶାଶୀର୍ଷ ସ୍ତରରେ ହୀରାକୁଦ ଜଳଭଣ୍ଡାରmahabharatanewsSeptember 30, 2023 by mahabharatanewsSeptember 30, 20230121 (ହୀରାକୁଦ) : ଗୋଟିଏ ଦିନ ପୂର୍ବରୁ ହୀରାକୁଦ ଜଳଭଣ୍ଡାର ସମ୍ପୂର୍ଣ୍ଣ ଭରିଛି। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ହୋଇଥିବା ବେଳେ ଗତକାଲି (ଶୁକ୍ରବାର) ସନ୍ଧ୍ୟା ୬ଟାରେ ଜଳସ୍ତର ୬୩୦ ଫୁଟରେ...
ଓଡିଶାଅକ୍ଟୋବର ୧ ପୂର୍ବରୁ ହୀରାକୁଦ ଜଳସ୍ତର ଶୀର୍ଷରେ mahabharatanewsSeptember 28, 2023 by mahabharatanewsSeptember 28, 20230139 (ହୀରାକୁଦ) : ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଶୀର୍ଷ ସ୍ତରକୁ ଛୁଇଁଛି। ସେପ୍ଟେମ୍ବର ୩୦ କିମ୍ବା ଅକ୍ଟୋବର ୧ ତାରିଖରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଏହାର ଶୀର୍ଷ ସ୍ତରରେ ରଖାଯାଇଥାଏ। ଚଳିତ ବର୍ଷ ଏହା ଆଗରୁ ଏହି...
ଓଡିଶାଖୋଲିଲା ହୀରାକୁଦର ୬ଟି ଗେଟ୍ mahabharatanewsSeptember 22, 2023 by mahabharatanewsSeptember 22, 2023096 (ହୀରାକୁଦ) : ପୁଣି ଖୋଲିଲା ହୀରାକୁଦ ଗେଟ। ହୀରାକୁଦର ୬ଟି ଗେଟ୍ ଖୋଲାଯାଇଛି । ବାମ ପାର୍ଶ୍ୱର ୪ , ଡାହଣ ପାର୍ଶ୍ୱର ୨ଟି ଗେଟ୍ ଖୋଲଯାଇଛି । ପୂର୍ବରୁ ଉପର ମୁଣ୍ଡରେ ବର୍ଷା କମି...
ଓଡିଶାବନ୍ଦ ହେଲା ଆଉ ୪ଟି ଗେଟ, ୧୦ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ mahabharatanewsSeptember 19, 2023 by mahabharatanewsSeptember 19, 20230128 (ହୀରାକୁଦ) : ଉପରମୁଣ୍ଡରେ ଲଗାତାର ବର୍ଷା କମ ହେତୁ ପାଣି ପ୍ରବାହ କମ ରହିଛି । ତେଣୁ ହୀରାକୁଦ ଡ୍ୟାମରେ ଗୋଟିଏ ପରେ ଗୋଟିଏ ଗେଟ୍ ବନ୍ଦ ହେବାରେ ଲାଗିଛି । ଏହି କ୍ରମରେ...
ଓଡିଶା୨୬ଟି ଗେଟ ଦେଇ ନିଷ୍କାସିତ ହେଉଛି ହୀରାକୁଦ ଜଳ mahabharatanewsSeptember 16, 2023 by mahabharatanewsSeptember 16, 2023095 (ହୀରାକୁଦ) : ଉପର ମୁଣ୍ଡରେ ପ୍ରବଳ ବର୍ଷା ଏବେ ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମ୍ର ୨୨ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କାର୍ଯ୍ୟ ରହିଛି । ଜଳସ୍ଥର ନିୟନ୍ତ୍ରଣ ବାହାରକୁ ଯିବାରୁ ଆହୁରି ୪ଟି ଗେଟ୍...
ଓଡିଶାହୀରାକୁଦର ୧୪ଟି ଗେଟ ଖୋଲା, ସ୍ଥିତି ଦେଖି ପୁଣି ଗେଟ୍ ଖୋଲାଯିବା mahabharatanewsSeptember 15, 2023 by mahabharatanewsSeptember 15, 20230126 (ହୀରାକୁଦ) : ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି । ବୁଧବାର ୨ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଥିବା ବେଳେ ଗୁରୁବାର ଦୁଇଟି ପର୍ଯ୍ୟାୟରେ ଆହୁରି ୧୨ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ...
ଓଡିଶାଖୋଲିଲା ହୀରାକୁଦର ଆଉ ୮ଟି ଗେଟ mahabharatanewsSeptember 14, 2023 by mahabharatanewsSeptember 14, 20230122 (ହୀରାକୁଦ) : ଖୋଲିଲା ହୀରାକୁଦର ଆଉ ୮ଟି ଗେଟ । ଏବେ ମୋଟ ୧୦ ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ବାମ ପାର୍ଶ୍ଵରେ ୬ଟି ଓ ଡାହାଣ ପାର୍ଶ୍ୱରେ ୪ଟି...
ଓଡିଶା୪ଟାରେ ଖୋଲିବ ହୀରାକୁଦର ଦୁଇଟି ଗେଟ୍mahabharatanewsSeptember 13, 2023 by mahabharatanewsSeptember 13, 20230117 (ହୀରାକୁଦ) : ଖୋଲିବ ହୀରାକୁଦର ଦୁଇଟି ଗେଟ୍ । ଆଜି ଅପରାହ୍ନ ୪ଟାରେ ଖୋଲିବ ହୀରାକୁଦ ଡ୍ୟାମ୍ର ୨ଟି ଗେଟ୍ । ଉପରମୁଣ୍ଡରେ ଲଘୁଚାପ ଜନିତ ବର୍ଷା ସମ୍ଭାବନା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି...