ଓଡିଶାଶୈବପୀଠ ମହାବିନାୟକରେ ପାଣି ଢ଼ାଳି ଫେରୁଥିବା ବେଳେ ଅଘଟଣmahabharatanewsJuly 17, 2023July 17, 2023 by mahabharatanewsJuly 17, 2023July 17, 20230158 ବଡଚଣା/ବେଦପ୍ରକାଶ ନାୟକ : ଶୈବପୀଠ ମହାବିନାୟକରେ ପାଣି ଢ଼ାଳି ଫେରୁଥିବା ବେଳେ ଅଘଟଣ | ସଡକ ଦୁର୍ଘଟଣାରେ ଦୁଇ ଆହତ | ସୂଚନା ଅନୁସାରେ, ଯାଜପୁର ଜିଲ୍ଲାର ଶୈବ ପୀଠ ମହାବିନାୟକରେ ପାଣି ଢ଼ାଳି...
ଓଡିଶାମନ୍ଦିିରରୁ ଚୋରି, ଘଟଣାସ୍ତଳରେ ପୋଲିସର ତଦନ୍ତmahabharatanewsApril 24, 2023 by mahabharatanewsApril 24, 20230214 ଯାଜପୁର ସୁକିନ୍ଦା/ ଅଂଶୁମାନ ବେହୁରା: ସୁକିନ୍ଦାଗଡର ୬୫ ବର୍ଷର ପୁରାତନ ମା ବାଟ ମଙ୍ଗଳାଙ୍କ ମନ୍ଦିିରରୁ ଚୋରି ଅଭିଯୋଗ ହୋଇଛି ।ଗତକାଲି ରାତିରେ କିଛି ଅଜଣା ଦୃବୁତ ଆସି ଚୋରି କରି ଫେରାର ହୋଇ...
ଓଡିଶାବିଶିଷ୍ଟ ଶିକ୍ଷାବିତ ତଥା ଜିଶି କଲେଜ୍ ର ପ୍ରାକ୍ତନ ଅଧକ୍ଷ ଙ୍କ ପରଲୋକmahabharatanewsApril 12, 2023April 12, 2023 by mahabharatanewsApril 12, 2023April 12, 20230114 ବରୀ / ପ୍ରଶାନ୍ତ ଦ୍ବିବେଦୀ : ବିଶିଷ୍ଟ ଶିକ୍ଷାବିତ୍ ତଥା ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧକ୍ଷ କୃଷ୍ଣ ଚରଣ ଓଝା ଙ୍କ ଦେହାନ୍ତ ପରେ ସମଗ୍ର ବରୀ ଅଞ୍ଚଳରେ ସୋକର ଛାୟା...
ଓଡିଶାଜୀବନ ହାରିଲେ ଇଞ୍ଜିନିୟରିଂ ଛାତ୍ରୀmahabharatanewsMarch 28, 2023 by mahabharatanewsMarch 28, 20230231 ଯାଜପୁର: ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ । ଯାଜପୁର ରଗଡ଼ି ସ୍ଥିତ ସରକାରୀ ପଲିଟେକ୍ନିକର ମହିଳା ଛାତ୍ରାବାସରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସେ ବେକରେ ଓଢଣି...
ଓଡିଶାଯାଜପୁରର ଏକ କବାଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡmahabharatanewsNovember 23, 2022 by mahabharatanewsNovember 23, 20220128 ଯାଜପୁର : ଯାଜପୁରର ଏକ କବାଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । କୋରେଇ ଥାନା ଧନେଶ୍ୱର ଛକରେ ନିକଟରେ ଥିବା କବାଡି ଗୋଦାମରେ ଅଗ୍ନିକାଣ୍ଡ ହୋଇଛି । ଖବର ପାଇ ଅଗ୍ନିଶମ...
ଓଡିଶାପ୍ରଚଣ୍ଡ ଶବ୍ଦରେ କମ୍ପିଲା ୩ ଜିଲ୍ଲାmahabharatanewsNovember 23, 2022 by mahabharatanewsNovember 23, 20220182 ଯାଜପୁର : ପ୍ରଚଣ୍ଡ ଶବ୍ଦରେ କମ୍ପିଲା ୩ ଜିଲ୍ଲା । ଭଦ୍ରକ, ଯାଜପୁର ଓ କେନ୍ଦୁଝର ଅଞ୍ଚଳରେ ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଛି । ଦିନ ୧୧ଟାରେ ଏହି ଭୟଙ୍କର ଶବ୍ଦ ଶୁଭିଥିଲା ।...