ଭାରତବସ୍ରେ ଅଗ୍ନିକାଣ୍ଡ: ୫ ଯାତ୍ରୀ ଜୀବନ୍ତ ଦଗ୍ଧmahabharatanewsMay 15, 2025 by mahabharatanewsMay 15, 20250133 ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ମର୍ମନ୍ତୁଦ ଦୁର୍ଘଟଣା । ମୋହନଲାଲଗଞ୍ଜ ଅଞ୍ଚଳରେ, ଦିଲ୍ଲୀରୁ ବିହାର ଯାଉଥିବା ଏକ ସ୍ଲିପର ବସ୍ରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୫ ଯାତ୍ରୀ ଜୀବନ୍ତ ଦଗ୍ଧ...
ଭାରତନାମ ପରିବର୍ତ୍ତନ ପାଇଁ ପଶ୍ଚିମବଙ୍ଗ ସରକାର ନିଷ୍ପତ୍ତି ନେଇପାରିବେ କହିଲା ଇସ୍କନmahabharatanewsMay 13, 2025May 13, 2025 by mahabharatanewsMay 13, 2025May 13, 20250134 ଭୁବନେଶ୍ୱର : ଇସ୍କନ ଧରାଇଲା ଦିଦଙ୍କ ମିଛ । ଦିଘା ଜଗନ୍ନାଥ ଧାମ ବିବାଦକୁ ନେଇ ଇସ୍କନ ପକ୍ଷରୁ ବଡ଼ ବୟାନ । ସତ ଖୋଲିଲେ ଇସ୍କନ କମ୍ୟୁନକେସନ ନିର୍ଦ୍ଦେଶକ। ଇସ୍କନ ମିଶିବା ପୂର୍ବରୁ...
ଓଡିଶାଯାଜପୁର ନଗଡ଼ା ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବmahabharatanewsMay 13, 2025 by mahabharatanewsMay 13, 20250122 ବଡଚଣା /ବେଦପ୍ରକାଶ ନାୟକ : ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଆଜି ଯାଜପୁର ଜିଲ୍ଲା ଗସ୍ତରେ ଆସି ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ା ଗସ୍ତକରି ବାସ୍ତବ ସ୍ଥିତି ଅନୁଧ୍ୟାନ ଓ ଉନ୍ନୟନମୂଳକ...
ଓଡିଶାପୋଲ ତଳକୁ ଖସିପଡିଲା ଯାତ୍ରୀବାହୀ ବସ୍ : ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତmahabharatanewsMay 6, 2025 by mahabharatanewsMay 6, 20250123 ବାଲେଶ୍ୱର : ପୋଲ ତଳକୁ ଖସିପଡିଲା ଯାତ୍ରୀବାହୀ ବସ୍ । ଭୋଗରାଇରୁ ବାଲେଶ୍ୱର ଆସୁଥିବା ବେଳେ ନୁଣିଆଯୋଡି ପୋଲରେ ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିଲା । ଫଳରେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ...
ଓଡିଶାପାଣିପାଗଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନାmahabharatanewsMay 6, 2025 by mahabharatanewsMay 6, 20250164 ରିପୋର୍ଟର୍ସ ଟୁଡେ ବ୍ୟୁରୋ; ରାଜ୍ୟରେ ପୁଣି ବର୍ଷା ସମ୍ଭାବନା । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ନେଇ ଅନୁମାନ କରାଯାଉଛି । ତେବେ ୨୪ ଘଣ୍ଟା ମଧ୍ୟରେ ୩ରୁ ୫ ଡିଗ୍ରି...
ଓଡିଶାଆସନ୍ତାକାଲି ଓଡିଶାର ୧୨ଟି ସ୍ତାନରେ ହେବ ମକଡ୍ରିଲmahabharatanewsMay 6, 2025 by mahabharatanewsMay 6, 20250108 ଭୁବନେଶ୍ୱର: ଓଡିଶାରେ ହେବ ମକଡ୍ରିଲ । ଦେଶର ଗୃହ ମନ୍ତ୍ରଣାଳୟ ବୁଧବାର ଦେଶର ୨୪୪ଟି ଜିଲ୍ଲାରେ ଏକକାଳୀନ ମକଡ୍ରିଲ କରିବାକୁ ନିର୍ଦ୍ଦେଶ ଦେଇଛି । ତେଣୁ ଓଡିଶାର ୧୨ଟି ସ୍ତାନରେ ମକଡ୍ରିଲ ହେବ ବୋଲି...
ଓଡିଶାପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନୌସେନା ମୁଖ୍ୟ ଆଡମିରାଲ୍ ଦିନେଶ ତ୍ରିପାଠୀ ଭେଟି ଆଲୋଚନା କରିଛନ୍ତିmahabharatanewsMay 4, 2025 by mahabharatanewsMay 4, 20250148 ମୋଦୀଙ୍କୁ ଭେଟିଲେ ନୌସେନା ମୁଖ୍ୟ । ପ୍ରଧାନମନ୍ତ୍ରୀ ଲୋକ କଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ବୈଠକ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନୌସେନା ମୁଖ୍ୟ ଆଡମିରାଲ୍ ଦିନେଶ ତ୍ରିପାଠୀ ଭେଟି ଆଲୋଚନା କରିଛନ୍ତି ।...
ଓଡିଶାରାଜନୀତିବାଙ୍ଗିରିପୋଶିରେ ୩ଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତିmahabharatanewsDecember 7, 2024 by mahabharatanewsDecember 7, 20240217 ମୟୁରଭଞ୍ଜ: ମୟୁରଭଞ୍ଜ ବାଙ୍ଗିରିପୋଶିରେ ୩ଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ରେଳ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାଙ୍ଗିରିପୋଶୀ – ଗୋରୁମହିଷାଣୀ ବଡାମରା- ନ୍ୟୁ ଜାମଶୋଳା...
ଓଡିଶାରାଜନୀତିମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ବିରୋଧ କରି ଗୃହରେ ହୋହାଲ୍ଲାmahabharatanewsDecember 7, 2024 by mahabharatanewsDecember 7, 20240233 ଭୁବନେଶ୍ୱର: ଗୃହ ମଧ୍ୟ ଭାଗକୁ ଯାଇ ବିଜେଡିର ପ୍ରତିବାଦ ଓ ହୋ ହାଲ୍ଲା | ଗତକାଲି ନିଯୁକ୍ତିରେ ଚଞ୍ଚକତା ଓ ଏଏସଓ ଚାକିରୀ ବିକ୍ରି ହେଉଥିବା ନେଇ ଗୃହରେ କହିଥିଲେ ମୁଖ୍ୟମନ୍ତ୍ରୀ | ଏହାକୁ...
ଓଡିଶାରାଜନୀତିଓଡିଶା ସାର୍ବଜନୀନ ପରୀକ୍ଷା ବିଲ୍ -୨୦୨୪ ବିଧାନସଭାରେ ଆଗତmahabharatanewsDecember 6, 2024December 6, 2024 by mahabharatanewsDecember 6, 2024December 6, 20240223 ଭୁବନେଶ୍ୱର: ଓଡିଶା ସାର୍ବଜନୀନ ପରୀକ୍ଷା ବିଲ୍ -୨୦୨୪ ବିଧାନସଭାରେ ଆଗତ । ଆଗତ କରି ପୂର୍ବ ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟର ଭବିଷ୍ୟତଙ୍କ ସହ ପୂର୍ବ ସରକାର ଛଳନା...