ଅପରାଧଭାରତଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ମୃତ-ଦୁଇ ଆହତmahabharatanewsJuly 20, 2022 by mahabharatanewsJuly 20, 20220166 ପଞ୍ଜାବ:ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟା ଅଭିଯୁକ୍ତଙ୍କୁ ଏନକାଉଣ୍ଟର ।ଏହି ଅପରେସନରେ ସ୍ୱତନ୍ତ୍ର ଏନକାଉଂଟର ଟିମ ଓ ପଞ୍ଜାବ ପୋଲିସର ମିଳିତ ସହେଯାଗ ଥିବା କୁହାଯାଉଛି ।ଏହି ଏନକାଉଂଟରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...
bharatଭାରତରାଜନୀତିଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେmahabharatanewsJuly 20, 2022 by mahabharatanewsJuly 20, 20220183 କଲମ୍ବୋ: ସରିଲା ଶ୍ରୀଲଙ୍କା ନିର୍ବାଚନ । ରାନିଲ ବିକ୍ରମାସିଂଘେ ହେଲେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି । ଗୋଟାବାୟା ରାଜପକ୍ଷଙ୍କ ଇସ୍ତଫାରେ ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ଥିଲେ ରାନିଲ । ରାନିଲ ହେଲେ ଫୁଲଟାଇମ ରାଷ୍ଟ୍ରପତି...
ଓଡିଶାରାଜ୍ୟରେ ପୁଣି ଥରେ ଘରୋଇ ବସ ଭଡା ବୃଦ୍ଧିmahabharatanewsApril 18, 2022April 18, 2022 by mahabharatanewsApril 18, 2022April 18, 20220159 ଭୁବନେଶ୍ବର : ରାଜ୍ୟରେ ପେଟ୍ରୋଲ-ଡିଜେଲ ଦର ହୁ ହୁ ହୋଇ ବଢିବାରେ ଲାଗିଛି । ଯାହାର ପ୍ରଭାବ ଅନେକ କ୍ଷେତ୍ରରେ ଦେଖିବାକୁ ମିଳିଛି । ଏମିତିକି ରାଜ୍ୟରେ ପୁଣି ଥରେ ଘରୋଇ ବସ ଭଡା...
ଅପରାଧଓଡିଶାରାଜଧାନୀରେ ହତ୍ୟା ; ସ୍ୱାମୀ ମୃତ , ସ୍ତ୍ରୀ ଗୁରୁତରmahabharatanewsApril 11, 2022 by mahabharatanewsApril 11, 20220264 ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଛୁରାମାଡ କରିଛନ୍ତି । ଯାହାଫଳରେ ଗୋଟିଏ ପରିବାରରେ ସ୍ୱାମୀର ମୃତ୍ୟୁ ଘଟିଥିବାବେଳେ ସ୍ତ୍ରୀ ଗୁରୁତାର ଅବସ୍ଥାରେ ଆହାତ ହୋଇ କ୍ୟାପିଟାଲ...
ବିଶ୍ୱଭାରତଯୁଦ୍ଧରେ ମାନବିକ ସ୍ଥିତିର ଅବନତି ହେତୁ ଉଦ୍ବେଗ ପ୍ରକାଶ କରିଛି ଭାରତ : ଜାତିସଂଘ ଦୂତmahabharatanewsMarch 18, 2022March 18, 2022 by mahabharatanewsMarch 18, 2022March 18, 20220233 ନୂଆଦିଲ୍ଲୀ: ତିରୁମୁର୍ତ୍ତୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁରନ୍ତ ଅସ୍ତ୍ରବିରତି ଉଲ୍ଲଂଘନ କରିବାକୁ କହିଛନ୍ତି ଏବଂ କଥାବାର୍ତ୍ତା ଏବଂ କୂଟନୈତିକ ପଥ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ସେ କହିଛନ୍ତି।...
ରାଜନୀତିମୋଦୀଙ୍କ ମନ୍ତ୍ରୀ ପରିଷଦ ବୈଠକmahabharatanewsSeptember 14, 2021 by mahabharatanewsSeptember 14, 20210221 (ନୂଆଦିଲ୍ଲୀ): ରାଷ୍ଟ୍ରପତି ଭବନର ଅଡିଟୋରିୟମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ହୋଇଥିଲା । ତେବେ ହଠାତ୍ ଏହି ବୈଠକର କାରଣ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ ।...
ଵାଣିଜ୍ୟଚଳିବନି ଏକଚାଟିଆ ମନୋଭାବ । ଗୁଗଲ କମ୍ପାନୀକୁ ଝଟକାmahabharatanewsSeptember 14, 2021 by mahabharatanewsSeptember 14, 20210244 (ନୂଆଦିଲ୍ଲୀ): ଦୁନିଆର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଗୁଗଲକୁ ବଡ଼ ଝଟକା ମିଳିଛି । ୧୭୭ ମିଲିୟନ୍ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୧୩୦୫ କୋଟି ଟଙ୍କାର ଜୋରିମାନା ଲାଗିଛି ଗୁଗଲ ଉପରେ ।...
ଵାଣିଜ୍ୟପେଟ୍ରୋଲ ଓ ଡିଜେଲ ଦରରୁ ଜନତାଙ୍କୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତିmahabharatanewsSeptember 14, 2021 by mahabharatanewsSeptember 14, 20210220 (ନୁଆଦିଲ୍ଲୀ): ପେଟ୍ରୋଲ, ଡିଜେଲ ଦରକୁ ନେଇ ମିଳିପାରେ ସାମାନ୍ୟ ଆଶ୍ୱସ୍ତି । କାରଣ ସରକାର ଏହାକୁ ଜିଏସଟି ପରିସରଭୁକ୍ତ କରିବା ଉପରେ ବିଚାର ଚଳାଇଛନ୍ତି । ଯଦି ଏମିତି ହୁଏ ତେବେ ପେଟ୍ରୋଲ ଓ...
ଓଡିଶାଲମ୍ବା ଛୁଟିରେ ଏସିଏସ ପ୍ରଦୀପ୍ତ ମହାପାତ୍ରmahabharatanewsSeptember 14, 2021 by mahabharatanewsSeptember 14, 20210258 (ରିପୋଟର୍ସ ଟୁଡେ): ଲମ୍ବା ଛୁଟି ନେଲେ ଏସିଏସ ପ୍ରଦୀପ୍ତ ମହାପାତ୍ର । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ୨୮ ଦିନ ପାଇଁ ଛୁଟି ନେଲେ । ଏନେଇ ଆରକେ ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ...
ଓଡିଶାଖୋଲାଯିବ ୬ଟି ଗେଟ୍mahabharatanewsSeptember 14, 2021 by mahabharatanewsSeptember 14, 20210208 (ସମ୍ବଲପୁର): ଲଘୁଚାପ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବଢ଼ିଥିବା ବେଳେ ମହାନଦୀ ଓ ହୀରାକୁଦ ଜଳ ଭଣ୍ଡାରରେ ମଧ୍ୟ ଜଳସ୍ତର ବଢ଼ିଛି । ହୀରାକୁଦ ଡ୍ୟାମ୍ର ଜଳଧାରଣା କ୍ଷମତା ୬୩୦ ଫୁଟ୍...