ଓଡିଶାଶିକ୍ଷାସେପ୍ଟେମ୍ବର୧୦ରୁ ଦ୍ୱିତୀୟ ପର୍ଯ୍ୟାୟ ଇ-ଆଡମିଶନ ସୁଯୋଗmahabharatanewsSeptember 9, 2022September 9, 2022 by mahabharatanewsSeptember 9, 2022September 9, 20220197 ଭୁବନେଶ୍ବର:ଦଶମପାସ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର | ସେପ୍ଟେମ୍ବର ୧୦ ତାରିଖରୁ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ଇ-ଆଡମିଶନ ପ୍ରକ୍ରିୟା ।ପ୍ରଥମ ପର୍ଯ୍ୟାୟରେ କିଛି ଛାତ୍ରଛାତ୍ରୀ ଇ-ଆଡମିଶନ କରିପାରି ନଥିଲେ । ଯାହା...
ଓଡିଶାଭାରତଓଡିଶା ଉପରେ ବିଜେପିର ନଜରmahabharatanewsSeptember 9, 2022 by mahabharatanewsSeptember 9, 20220156 ଭୁବନେଶ୍ୱର:୨୦୨୪ ପାଇଁ ଓଡିଶା ଉପରେ ନଜର ରଖିଛି ବିଜେପି । ଏନେଇ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଖାଦ୍ୟ ଓ...
Accidentଅପରାଧଓଡିଶାଭାରତଦଉଡି ଦେଇ ଯୁବତୀଙ୍କ ଆତ୍ମହତ୍ୟାmahabharatanewsSeptember 9, 2022 by mahabharatanewsSeptember 9, 20220154 କେନ୍ଦ୍ରାପଡ଼ା(ଅଶ୍ୱିନୀ କୁମାର ସାହୁ):ରାଜକନିକା ଥାନା ଅନ୍ତର୍ଗତ ବଳରାମପୁର ପଞ୍ଚାୟତ ସାତଘରିଆ ଗାଁରେ ଜଣେ ଯୁବତୀ ଆଜି ନିଜ ଶୋଇବା ଘରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି।ତେବେ ଆତ୍ମହତ୍ୟା ର କାରଣ ସ୍ପଷ୍ଟ...
ଅପରାଧଓଡିଶାମୋ ବସ ଡ୍ରାଇଭରକୁ ମାଡମାରିଲେ ଯୁବକmahabharatanewsSeptember 9, 2022 by mahabharatanewsSeptember 9, 20220237 ଭୁବନେଶ୍ୱର : ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧ ଓ ଅପରାଧୀଙ୍କ ସଂଖ୍ୟା | ଜଣେ ଯୁବକଙ୍କ ଉନ୍ମତ କାଣ୍ଡ ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠରେ | ମାଷ୍ଟରକ୍ୟାଣ୍ଟିନରୁ ସୁନ୍ଦରପଦା ରୁଟ ଦେଇ ଜଟଣୀ...
ଓଡିଶାଭାରତଭାରତୀୟ ବୈଶ୍ଯ ମହାସଭା ତରଫରୁ ଅନୁପମା ଏକଘେରାଙ୍କୁ ଓଡିଶା ମହିଳା ଅଧ୍ୟକ୍ଷା ଭାବେ ମନୋନୀତmahabharatanewsSeptember 7, 2022 by mahabharatanewsSeptember 7, 20220141 ରାଇରଙ୍ଗପୁର(ସତ୍ୟ ନାରାୟଣ ପାଲ ):ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳର ଶ୍ରୀମତୀ ଅନୁପମା ଏକଘେରା ଜଣେ ସମାଜସେବୀ, ପରୋପକାରୀ ଓ କର୍ମଠ ମହିଳା ।ତାଙ୍କରି ସମାଜସେବା ପ୍ରତି ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ଭାରତୀୟ ଵୈଶ୍ଯ ମହାସଭା...
Accidentଅପରାଧଓଡିଶାଭାରତପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁmahabharatanewsSeptember 7, 2022 by mahabharatanewsSeptember 7, 20220198 କେନ୍ଦୁଝର(ବିଜୟ କୁମାର କରୁଆ):ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି | ଏନେଇ ସ୍ଥାନୀୟ ଅଂଚଳରେ ସକାରାଛୟା ଖେଳିଯାଇଛି | ଘମୃତ ବୃଦ୍ଧ ଜଣକ ହେଲେ ପାଟଣା ଥାନା ମୂଷାଖୋରୀ ପଂଚାୟତ ଅନ୍ତର୍ଗତ ରଥପଡା...
ଓଡିଶାସାପ ଓଗାଳିଲା କୁକୁଡ଼ା ଅଣ୍ଡାmahabharatanewsSeptember 3, 2022 by mahabharatanewsSeptember 3, 20220141 ଉଦଳା(ଦୀପକ ମିଶ୍ର):ସାପ ଓଗାଳିଲା ଅଣ୍ଡା । ଏଭଳି ଚିତ୍ର ଦେଖିବାକୁ ମିଳିଛି କପ୍ତିପଦା ବ୍ଲକ ସାନବିଶୋଳ ଗ୍ରାମରେ । ସାନବିଶୋଳ ଗ୍ରାମର ଟୁନୁ ଦଣ୍ଡପାଟଙ୍କ କୁକୁଡା ଭାଡି ନିକଟରେ ଏକ ନାଗ ସାପ ପଶିଥିବା...
Uncategorizedପ୍ରଶାସିକାରୁ ସାଂସଦ ହୋଇ ପାଲଟିଛନ୍ତି ଉଦାହରଣmahabharatanewsJuly 22, 2022 by mahabharatanewsJuly 22, 20220132 ଭୁବନେଶ୍ୱର, (ମହାଭାରତ ଲାଇଭ ବ୍ୟୁରୋ): ଯାଜପୁରର ଗର୍ବ ଶର୍ମିଷ୍ଠା । ପ୍ରଶାସିକାରୁ ସାଂସଦ ହୋଇ ପାଲଟିଛନ୍ତି ଉଦାହରଣ । ଦଳ ପକ୍ଷରୁ ଦିଲ୍ଲୀରେ କରୁଛନ୍ତି ଓଡ଼ିଶାର ସ୍ୱରକୁ ଶାଣିତ । ପ୍ରଥମେ ଯେତେବେଳେ ସେ...
ଓଡିଶା୫୩ ବର୍ଷରେ ପାଦ ଦେଲେ ଆଇଏଏସ୍ ସନ୍ତୋଷ ଷଡ଼ଙ୍ଗୀmahabharatanewsJuly 22, 2022 by mahabharatanewsJuly 22, 20220171 ଭୁବନେଶ୍ୱର, (ମହାଭାରତ ଲାଇଭ ବ୍ୟୁରୋ): ଓଡ଼ିଆ ଆଇପିଏସ୍ ସନ୍ତୋଷ ଷଡ଼ଙ୍ଗୀ ଆଜି ୫୩ ବର୍ଷ ବୟସରେ ପର୍ଦାପଣ କରିଛନ୍ତି । ଏହି ଅବସରରେ ତାଙ୍କୁ ତାଙ୍କ ପରିବାର, ସମ୍ପର୍କୀୟ ଓ ସାଙ୍ଗସାଥୀମାନେ ଜନ୍ମଦିନର ଅନେକ...
ଓଡିଶାଭାରତରାଜନୀତିଓଡ଼ିଶାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ନଜଣାଇଲେ ଅଭିନନ୍ଦନmahabharatanewsJuly 22, 2022 by mahabharatanewsJuly 22, 20220188 ଭୁବନେଶ୍ୱର: ସାରା ଦେଶ ଓ ରାଜ୍ୟ ପାଇଁ ଗର୍ବର ଦିନ ରାଷ୍ଟ୍ରପତି ନିର୍ବାଚନା ଆମ ରାଜ୍ୟର ଜଣେ ଆଦିବାସୀ ମହିଳା ବା ଓଡିଆ ଝିଅ ପ୍ରଥମଥର ପାଇଁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ...