ଦେଶ ବିଦେଶମଣିପୁରରେ ଉତ୍ତେଜନା, ୫ ଦିନ ପାଇଁ ଇଣ୍ଟରନେଟ୍ ବନ୍ଦmahabharatanewsFebruary 10, 2026 by mahabharatanewsFebruary 10, 202607 ମଣିପୁର ସରକାର ଉକ୍ରଳ ଜିଲ୍ଲାରେ ନୂତନ ହିଂସା ପରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ଦର୍ଶାଇ ସମଗ୍ର ଜିଲ୍ଲାରେ ଇଣ୍ଟରନେଟ୍ ଏବଂ ଡାଟା ସେବାକୁ ପାଞ୍ଚ ଦିନ ପାଇଁ ବନ୍ଦ କରିଦେଇଛନ୍ତି। ଏହି...
ଭାରତମଣିପୁରରେ ହିଂସା : ଗଲା ୨ ଜୀବନmahabharatanewsJanuary 31, 2024 by mahabharatanewsJanuary 31, 20240173 (ମଣିପୁର) : ମଣିପୁରରେ ପୁଣି ହିଂସା ଦେଖାଦେଇଛି। ମଙ୍ଗଳବାର ସେଠାରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଭାରତୀୟ ଜନତା ପାର୍ଟିର ପୂର୍ବତନ ଯୁବ ସଭାପତିଙ୍କ ସମେତ...
ଭାରତମଣିପୁର ହିଂସା: ପୁଣି କର୍ଫ୍ୟୁ ଲାଗୁmahabharatanewsJanuary 18, 2024January 18, 2024 by mahabharatanewsJanuary 18, 2024January 18, 20240166 (ମଣିପୁର) : ଦିନକୁ ଦିନ ମଣିପୁରରେ ଥମୁନି ହିଂସା । ମଣିପୁର ଥୌବଲ ଜିଲ୍ଲାରେ କିଛି ବନ୍ଧୁକଧାରୀ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ଼ କରିଛନ୍ତି । ଯେଉଁଥିରେ ୩ ଜଣ ବିଏସଏଫ୍ ଯବାନ ଆହତ ହୋଇଥିବା...
ଭାରତଥମୁନି ମଣିପୁର ହିଂସା; ସୁରକ୍ଷା ପୋଷ୍ଟରେ ଗୁଳି ଚାଳନାmahabharatanewsJanuary 17, 2024January 17, 2024 by mahabharatanewsJanuary 17, 2024January 17, 20240172 (ମଣିପୁର) : ଥମୁନି ମଣିପୁର ହିଂସା । ବୁଧବାର ସକାଳେ ମଣିପୁରର ମୋରେହ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ସନ୍ଦିଗ୍ଧ କୁକି ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା, ଏହା ପରେ ସିଡିଏ ଅଧିକାରୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି ।...
ଭାରତଆଖିରେ କପଡା ବନ୍ଧା ୨ ମୃତ ଦେହ ଉଦ୍ଧାର mahabharatanewsNovember 9, 2023 by mahabharatanewsNovember 9, 20230153 (ମଣିପୁର) : ଗୁଳି-ବିକ୍ଷତ ଜଣେ ମହିଳାଙ୍କ ଶବ ସମେତ ୨ଟି ଶବ ପୂର୍ବଇମ୍ଫାଲ୍ ଓ ମଣିପୁର ପଶ୍ଚିମ ଜିଲ୍ଲାରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ବୁଧବାର ଦିନ ଇମ୍ଫାଲ୍ ପଶ୍ଚିମ ଜିଲ୍ଲା ଅନ୍ତର୍ଗତ...
ଭାରତଥମୁନି ମଣିପୁର ହିଂସା ; ଜାଳିଦେଲେ ବିଜେପି ଅଫିସ mahabharatanewsSeptember 29, 2023 by mahabharatanewsSeptember 29, 20230158 (ମଣିପୁର) : ଥମିବାର ନାଁ ଧରୁନି ମଣିପୁର ହିଂସା । ଦୁଇ ଛାତ୍ରଙ୍କ ହତ୍ୟା ପରେ ପୁଣି ବିଗିଡିବାରେ ଲାଗିଛି ରାଜ୍ୟର ସ୍ଥିତି । ବୁଧବାର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏଥିରେ...
ଭାରତଥମୁନି ମଣିପୁର ହିଂସା; ସମଗ୍ର ରାଜ୍ୟକୁ ‘ ଅଶାନ୍ତ ଅଞ୍ଚଳ’ ଘୋଷଣା mahabharatanewsSeptember 28, 2023 by mahabharatanewsSeptember 28, 20230157 (ମଣିପୁର) : ଥମିବାର ନାଁ ଧରୁନି ମଣିପୁର ହିଂସା । ପୁଣି ଥରେ ହିଂସା ଓ ଆନ୍ଦୋଳନ ସରକାରଙ୍କ ଚିନ୍ତା ବଢ଼ାଇଛି। ରାଜ୍ୟରେ ଜାରି ରହିଥିବା ଆଇନ ଶୃଙ୍ଖଳା ସ୍ଥିତି ପାଇଁ ମଣିପୁର ସରକାର ସମଗ୍ର...
ଭାରତଥମୁନି ମଣିପୁର ହିଂସା, ପୁଣି ଇଣ୍ଟରନେଟ ସେବା ବନ୍ଦ mahabharatanewsSeptember 27, 2023 by mahabharatanewsSeptember 27, 20230114 (ମଣିପୁର) : ଥମୁନି ମଣିପୁର ହିଂସା । ଦୁଇ ଶିକ୍ଷାର୍ଥୀଙ୍କ ମୃତଦେହର ଫଟୋ ଭାଇରାଲ ହେବା ପରେ ଅଶାନ୍ତ ହୋଇପଡିଛି ମଣିପୁର । ଏଥିପାଇଁ ମଣିପୁରରେ ମୋବାଇଲ ଇଣ୍ଟରନେଟ ସେବା ବ୍ୟାନ କରି ଦିଆଯାଇଛି...
ଭାରତମଣିପୁର ହିଂସା; ଆତଙ୍କବାଦୀଙ୍କ ଗୁଳିରେ ୩ନିହତmahabharatanewsSeptember 12, 2023 by mahabharatanewsSeptember 12, 20230151 (ମଣିପୁର) : ଥମୁନି ମଣିପୁର ହିଂସାକାଣ୍ଡ । କାଙ୍ଗ୍ପୋପ୍କି ଜିଲ୍ଲାରେ ଆଜି ସକାଳେ ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ସଦସ୍ୟଙ୍କ ଗୁଳିଚୋଟରେ କୁକି-ଜୋ ସମ୍ପ୍ରଦାୟର ୩ଜଣ ଆଦିବାସୀ ନିହତ ହୋଇଥିବା ସୂଚନା ମିଳିଛି । ସୂଚନାନୁଯାୟୀ...
ଭାରତମଣିପୁରରେ ସ୍ଥିତି ଜଟିଳ; ସଟ୍ଡାଉନ୍ ଘୋଷଣା mahabharatanewsSeptember 2, 2023 by mahabharatanewsSeptember 2, 20230162 (ମଣିପୁର) : ଥମିବାର ନା ନେଉନି ମଣିପୁର ହିଂସା । ପୁଣି ଜଟିଳ ସ୍ଥିତି ସୃଷ୍ଟି ହୋଇଛି। ଅଗଷ୍ଟ ୨୯ ତାରିଖରୁ ମଣିପୁରର ବିଷ୍ଣୁପୁର ଏବଂ ଚୁରାଚାନ୍ଦପୁରରେ କୁକି ଏବଂ ମୈତେୟୀ ଗୋଷ୍ଠୀ ମଧ୍ୟରେ...