ଓଡିଶାକୁମ୍ଭାର ଉନ୍ନୟନ ପରିଷଦରର ନୂତନ ଜିଲ୍ଲା ସଂପାଦକ ହେଲେ ଭୁବନେଶ୍ୱର ବେହେରାmahabharatanewsJuly 9, 2023 by mahabharatanewsJuly 9, 20230142 ରାଇରଙ୍ଗପୁର / ସତ୍ୟାନାରୟଣ ପାଲ: ରାଇରଙ୍ଗପୁରରେ ମୟୂରଭଞ୍ଜ କୁମ୍ଭାର ଉନ୍ନୟନ ପରିଷଦର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୁମ୍ଭାର ଉନ୍ନୟନ ପରିଷଦର ଜିଲ୍ଲା ସଭାପତି ଭୀମ ଚରଣ ରାମ ସଭାପତିତ୍ୱ...
ଭାରତବନ୍ୟାରେ ଭାସିଯାଇ ୨ଯବାନ ସହିଦmahabharatanewsJuly 9, 2023July 9, 2023 by mahabharatanewsJuly 9, 2023July 9, 20230111 ଜାମ୍ମୁ କାଶ୍ମୀର: ପୁଞ୍ଚ ଅଞ୍ଚଳରେ ପାଟ୍ରୋଲିଂ ବେଳେ ଦୁଇଜଣ ସୈନିକ ନଦୀ ପାର ହେବାକୁ ଚେଷ୍ଟା କରୁଥିବାବେଳେ ଉଭୟେ ପ୍ରବଳ ସ୍ରୋତର ଶିକାର ହୋଇଥିଲେ। କାଶ୍ମୀର ପୁଞ୍ଚ ଜିଲ୍ଲାର ଏକ ନଦୀରେ ଭାରତୀୟ ସେନାର...
ଓଡିଶାଦୁର୍ଘଟଣାଦୁଇ ଟ୍ରକ ମଝିରେ ଚାଲିଗଲା ସ୍ୱାମୀ-ସ୍ତ୍ରୀ ଙ୍କ ଜୀବନmahabharatanewsJuly 2, 2023 by mahabharatanewsJuly 2, 20230153 ଅନୁଗୋଳ/ ସୁଧାକର ସାହୁ: ସଡକ ଦୁର୍ଘଟଣା ନେଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ । ଅନୁଗୋଳ ଜାତୀୟ ରାଜପଥ ୫୫ରେ ପୁଣି ଘଟିଛି ଏକ ଦୁର୍ଘଟଣା । ଯେଉଁଥିରେ ଚାଲିଯାଛି ଦମ୍ପତିଙ୍କ ଜୀବନ । ଦୁଇ ଟ୍ରକ...
Uncategorizedନୀଳାଦ୍ରି ଅବଢା ପାଇଁ ସକାଳୁ ଭକ୍ତଙ୍କର ଲମ୍ବା ଲାଇନmahabharatanewsJuly 2, 2023 by mahabharatanewsJuly 2, 20230119 ପୁରୀ: ସରିଛି ମହାବାହୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ୧୨ଦିନର ଲୀଳାଖେରା ସାରି ଶ୍ରୀମନ୍ଦିରକୁ ଫେରିଛନ୍ତି ଶ୍ରୀଜିଉ । ଏବେ ରତ୍ନସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂରତି । ଏହା ସହ ଆଜି ଭକ୍ତ...
Uncategorizedଥମିବାର ନା ନେଉନି ମଣିପୁର ହିଂସା , ପୁଣି ଗଲା ୩ଜୀବନmahabharatanewsJuly 2, 2023 by mahabharatanewsJuly 2, 20230130 ମଣିପୁର: ଥମୁନି ମଣିପୁର ହିଂସା । ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଗତକାଲି ମଧ୍ୟ ରାତିରେ ବିଷ୍ଣୁପୁରରେ ଫୁଟିଲା ଗୁଳି । ଘଟଣାସ୍ଥଳରେ ୩ଜଣଙ୍କ ଜୀବନ ଜାଇଛି । ସୂଚନା ମୁତାବତ,...
ବିଶ୍ୱଭାରତର ଶ୍ରେଷ୍ଠ ୧୩ତମ ସ୍ଥାନରେ କିଟ୍ ବିଶ୍ୱବିଦ୍ୟାଳୟmahabharatanewsJune 25, 2023June 26, 2023 by mahabharatanewsJune 25, 2023June 26, 20230143 ଦି ଟାଇମ୍ସ ହାଇଅର ଏଜୁକେସନ ଏସିଆ ୟୁନିଭରସିଟି ରାଙ୍କି ୨୦୨୩ରେ କିଟ୍ ବିଶ୍ୱବିଦ୍ୟାଳୟ ବେଶ ଆଗରେ ରହିଚି । ‘ଦି ଟାଇମ୍ସ ହାଇଅର ଏଜୁକେସନ୍’ ପକ୍ଷରୁ ଗୁରୁବାର ପ୍ରକାଶିତ ବିଶ୍ବସ୍ତରୀୟ ଏସିଆ ୟୁନିଭର୍ସିଟି ରାଙ୍କିରେ...