ମନୋରଞ୍ଜନମା ବନିଲେ ସିଦ୍ଧୁଙ୍କ ମା ‘mahabharatanewsMarch 17, 2024 by mahabharatanewsMarch 17, 20240177 (ମୁମ୍ବାଇ) : ଗତ ଫେବ୍ରୁଆରି ମାସରେ ଖବର ଆସିଥିଲା ଯେ ସିଦ୍ଧୁ ମୁସେୱାଲା ନାମରେ ପରିଚିତ ସ୍ୱର୍ଗତ ପଞ୍ଜାବୀ ଗାୟକ ତଥା ରାପର୍ ଶୁଭଦୀପ ସିଂହ ସିଦ୍ଧୁଙ୍କ ପିତାମାତା ମାର୍ଚ୍ଚରେ ଏକ ସନ୍ତାନ ଲାଭ...
ମନୋରଞ୍ଜନସାଉଥରେ କାମ କରିବାକୁ ଯାଉଛନ୍ତି କରୀନା କପୁର mahabharatanewsMarch 17, 2024 by mahabharatanewsMarch 17, 20240100 (ମୁମ୍ବାଇ) : ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦି କ୍ରୁ’ ପାଇଁ ଚର୍ଚ୍ଚା ଅଛନ୍ତି। ଖବର ମିଳିଛି ଯେ, କରୀନା ଖୁବ ଶୀଘ୍ର ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ...
ମନୋରଞ୍ଜନଦ୍ଵିତୀୟ ବିବାହ କରିବେ ଅଖିଳ ମିଶ୍ରାଙ୍କ ସ୍ତ୍ରୀmahabharatanewsMarch 17, 2024 by mahabharatanewsMarch 17, 20240175 (ମୁମ୍ବାଇ) : ବଲିଉଡ ଅଭିନେତା ଆମୀର ଖାନଙ୍କ ଫିଲ୍ମ ‘ଥ୍ରୀ ଇଡିଏଟସ’ରେ ଲାଇବ୍ରେରିଆନ୍ ଦୁବେ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅଖିଳ ମିଶ୍ରାଙ୍କର ଗତବର୍ଷ ମୃତ୍ୟୁ ହୋଇଥିଲା । ମାତ୍ର ୬ମାସ ମଧ୍ୟରେ ତାଙ୍କ...
ମନୋରଞ୍ଜନଚର୍ଚ୍ଚାରେ ପ୍ରିୟଙ୍କାଙ୍କ ‘ନେକଲେସ୍’ mahabharatanewsMarch 16, 2024 by mahabharatanewsMarch 16, 20240153 (ମୁମ୍ବାଇ) : ବଲିଉଡ୍ ଟର୍ଣ୍ଣଡ ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜଣେ ଗ୍ଲୋବାଲ୍ ଆଇକନ୍। ନିଜର ଫେସନ ସେନ୍ସ ପାଇଁ ସେ ସର୍ବଦା ଲାଇମ୍ଲାଇଟ୍ ଚୋରେଇ ନେଇଥାନ୍ତି। କେବେ ନିଜର ପୋଷାକ ତ କେବେ...
ମନୋରଞ୍ଜନ“ଭାରତ ଆସିଲେ ରାକ୍ଷୀ ୨ ଘଣ୍ଟା ଭିତରେ ଗିରଫ ହେବେ” : ଆଦିଲ mahabharatanewsMarch 16, 2024 by mahabharatanewsMarch 16, 20240155 (ମୁମ୍ବାଇ) : ଗତ କିଛି ଦିନ ହେବ ବିବାଦୀୟ ରାଣୀ ରାଖି ସାୱନ୍ତଙ୍କ ପୂର୍ବତନ ସ୍ବାମୀ ଆଦିଲ ଖାନ୍ ଦୁରାନୀ ଚର୍ଚ୍ଚାରେ ରହିଛନ୍ତି । କିଛି ଦିନ ତଳେ ଖବର ମିଳିଥିଲା ଯେ, ଆଦିଲ୍...
ମନୋରଞ୍ଜନସରିଲା ପୁଲକିତ୍-କ୍ରିତିଙ୍କ ବିବାହ mahabharatanewsMarch 16, 2024 by mahabharatanewsMarch 16, 20240145 (ମୁମ୍ବାଇ) : ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ଲୋକପ୍ରିୟ ଯୋଡି ପୁଲକିତ୍ ସମ୍ରାଟ ଓ କ୍ରିତି ଖରବନ୍ଦା । ଗତ କିଛି ବର୍ଷ ହେବ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ବେଳେ ଏବେ...
ମନୋରଞ୍ଜନହସ୍ପିଟାଲରୁ ଫେରିଲେ ବିଗ ବି mahabharatanewsMarch 16, 2024 by mahabharatanewsMarch 16, 20240158 (ମୁମ୍ବାଇ) : ଆଜି ଅର୍ଥାତ୍ ୧୫ ମାର୍ଚ୍ଚରେ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଅଭିନେତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ବୋଲି ସୂଚନା ରହିଛି । ଅଭିନେତା ଅମିତାଭ ବଚ୍ଚନଙ୍କର ଏଞ୍ଜିଓପ୍ଲାଷ୍ଟି...
ମନୋରଞ୍ଜନବଲିଉଡରେ ଡେବ୍ୟୁ କରିବେ ଉର୍ଫିmahabharatanewsMarch 14, 2024 by mahabharatanewsMarch 14, 20240202 (ମୁମ୍ବାଇ) : ସୋସିଆଲ ମିଡିଆ ଷ୍ଟାର ଉର୍ଫି ଜାଭେଦ୍ ଅନେକ ସମୟରେ ତାଙ୍କର ଭିନ୍ନ ପୋଷାକ ପରିଧାନ ହେତୁ ହେଡଲାଇନରେ ରହିଥା’ନ୍ତି।ତେବେ ଏହି ଚର୍ଚା ଭିତରେ ଖବର ମିଳିଛି ଯେ ଉର୍ଫି ଖୁବ୍ ଶୀଘ୍ର...
ମନୋରଞ୍ଜନବିବାହ କରିବେ ପୁଲକିତ ସମ୍ରାଟ – କ୍ରିତି ଖରବନ୍ଦାmahabharatanewsMarch 13, 2024 by mahabharatanewsMarch 13, 20240187 (ମୁମ୍ବାଇ) : ବଲିଉଡ ଅଭିନେତା ପୁଲକିତ ସମ୍ରାଟ ତାଙ୍କ ଗର୍ଲଫ୍ରେଣ୍ଡ କ୍ରିତି ଖରବନ୍ଦାଙ୍କୁ ମାର୍ଚ୍ଚ ୧୩ ମାର୍ଚ୍ଚରେ ବିବାହ କରିବେ ବୋଲି ସୂଚନା ମିଳିଛି । ଏହା ହେଉଛି ପୁଲକିତ ସମ୍ରାଟଙ୍କ ଦ୍ୱିତୀୟ ବିବାହ।...
ମନୋରଞ୍ଜନଧମାଲ କରୁଛି ଫିଲ୍ମ ‘ଶୈତାନ’mahabharatanewsMarch 13, 2024 by mahabharatanewsMarch 13, 20240140 (ମୁମ୍ବାଇ) : ଅଜୟ ଦେବଗନ୍ ଏବଂ ଆର ମାଧବନଙ୍କ ଫିଲ୍ମ ‘ଶୈତାନ’ କ୍ରେଜ୍ । ଲୋକେ ଏହି ଫିଲ୍ମ ଦେଖିବା ପାଇଁ ପସନ୍ଦ କରୁଛନ୍ତି । ଏହି ଚଳଚ୍ଚିତ୍ର ପ୍ରତିଦିନ ପ୍ରେକ୍ଷାଳୟରେ ଜବରଦସ୍ତ ବ୍ୟବସାୟ...