ମନୋରଞ୍ଜନ ତୃତୀୟ ବିବାହ କଲେ ଅଙ୍କିତା ଲୋଖଣ୍ଡେ mahabharatanewsMarch 20, 2024 by mahabharatanewsMarch 20, 20240150 (ମୁମ୍ବାଇ) : ଲୋକପ୍ରିୟ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ପ୍ରଶଂସକଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସୁଛି। ଅଭିନେତ୍ରୀ ପୁଣି ଥରେ କନ୍ୟା ସାଜି ତୃତୀୟ ଥର ବିବାହ କରିଛନ୍ତି। କିନ୍ତୁ ଏହା ସତ୍ୟ...
ମନୋରଞ୍ଜନବଧୂ ବେଶରେ ରାନୁ ମଣ୍ଡଳmahabharatanewsMarch 20, 2024 by mahabharatanewsMarch 20, 20240141 (ମୁମ୍ବାଇ) : ରାନୁ ମଣ୍ଡଳଙ୍କୁ କିଏ ବା ନ ଜାଣନ୍ତି । ଭାଇରାଲ ହେବା ପରେ ବଲିଉଡରୁ ଗୀତ ଗାଇବା ପାଇଁ ତାଙ୍କ ପାଖକୁ ଅଫର ଆସିଥିଲା। ନିକଟରେ ତାଙ୍କର ଏକ ଲୁକ ନରି କିଛି ଲୋକ ସମାଲୋଚନା କରୁଥବା...
ମନୋରଞ୍ଜନ“ମେନକା ଗାନ୍ଧି ଆମ ପରିବାରକୁ ଶାନ୍ତି ବଞ୍ଚିବାକୁ ଦିଅନ୍ତୁ” : ଏଲଭିଶଙ୍କ ବାପାmahabharatanewsMarch 19, 2024 by mahabharatanewsMarch 19, 20240125 (ମୁମ୍ବାଇ) : ବିଗ୍ ବସ୍ ଓଟିଟି ବିଜେତା ତଥା ଫେମସ ୟୁଟ୍ୟୁବର ଏଲଭିଶ ଯାଦବ ସାପ ବିଷ ଚାଲାଣ କରୁଥିବା ନେଇ ପ୍ରମାଣ ମିଳିବା ପରେ ପୁଲିସ ତାଙ୍କୁ ଗିରଫ କରିଛି । ଏବେ...
ମନୋରଞ୍ଜନଧମାଲ ମଚାଉଛି ଫିଲ୍ମ ‘Yodha’mahabharatanewsMarch 19, 2024 by mahabharatanewsMarch 19, 20240179 (ମୁମ୍ବାଇ) : ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ‘Yodha’ର ଜବରଦସ୍ତ ପ୍ରମୋସନ ପରେ ଦର୍ଶକ ଉତ୍ସାହର ସହ ଏହି ଫିଲ୍ମକୁ କରିଥିଲେ ଅପେକ୍ଷା । ଦୀର୍ଘ ସମୟ ପରେ ବଡ ପରଦାରେ ସିଦ୍ଧାର୍ଥଙ୍କ...
ମନୋରଞ୍ଜନଭେଣ୍ଟିଲେଟରରେ ଭର୍ତ୍ତି ହେଲେ ଅରୁନ୍ଧତୀ ନାୟରmahabharatanewsMarch 19, 2024 by mahabharatanewsMarch 19, 20240196 (ମୁମ୍ବାଇ) : ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ତାମିଲ-ମଲୟାଲମ ଅଭିନେତ୍ରୀ ଅରୁନ୍ଧତୀ ନାୟର। ଦୁର୍ଘଟଣା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଏବେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଏବେ...
ମନୋରଞ୍ଜନପାର୍ଟିରେ ସାପ ବିଷ ଯୋଗାଉଥିଲେ ଏଲବିଶ୍ ଯାଦବmahabharatanewsMarch 19, 2024 by mahabharatanewsMarch 19, 20240155 (ମୁମ୍ବାଇ) : ଚର୍ଚ୍ଚିତ ୟୁଟ୍ୟୁବର୍ ଏଲବିଶ୍ ଯାଦବ ଗଲେ ଜେଲ୍ । ତେବେ ଏଲଭିଶ୍ ଯାଦବଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି । ବର୍ତ୍ତମାନ ଓଟିଟି ବିଗ୍ ବସ ୱିନର୍ ସମସ୍ତ ଆରୋପକୁ...
ମନୋରଞ୍ଜନ‘ରଣବୀର କେତେ ବଡ଼ ଷ୍ଟାର ହେଲେ ମଧ୍ୟ ଶକ୍ତିମାନ ହୋଇପାରିବେ ନାହିଁ’ : ମୁକେଶmahabharatanewsMarch 18, 2024 by mahabharatanewsMarch 18, 20240146 (ମୁମ୍ବାଇ) : ୯୦ ଦଶକରେ‘ଶକ୍ତିମାନ’ଧାରାବାହିକକୁ ଦେଖିବାକୁ ବସିଥାଆନ୍ତି। ଏହି ସମୟରେ ସେମାନେ କାହାରି କଥା ଶୁଣନ୍ତି ନାହିଁ। ଶକ୍ତିମାନ ଧାରାବାହିକ ଏବେ ପ୍ରସାରଣ ହେଉନଥିଲେ ବି ୯୦ଦଶକର ପିଲାମାନଙ୍କ ହୃଦୟରେ ଏହି ଧାରାବାହିକ ପୂର୍ବ...
ମନୋରଞ୍ଜନଚୁମ୍ବନକୁ ନେଇ ଚର୍ଚାରେ ସେଫାଲୀ ଓ ପରାଗmahabharatanewsMarch 18, 2024 by mahabharatanewsMarch 18, 20240202 (ମୁମ୍ବାଇ): କାଣ୍ଟାଲଗା ଫେମ୍ ଶେଫାଲୀ ଜରିୱାଲା ନିଜର ବୋଲ୍ଡ୍ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଶେଫାଲୀ ଓ ତାଙ୍କ ସ୍ବାମୀ ସର୍ବସାଧାରଣ ସ୍ଥାନରେ ପରସ୍ପରଙ୍କ ଓଠରେ ଚୁମ୍ବନ ଦେଇ ଚର୍ଚ୍ଚାକୁ ଆସିଛନ୍ତି...
ଭାରତସରିଲା ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାmahabharatanewsMarch 18, 2024March 18, 2024 by mahabharatanewsMarch 18, 2024March 18, 20240144 (ମୁମ୍ବାଇ) : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାର ଆଜି ସମାପନ ହୋଇଛି। ମଣିପୁରରୁ ଆରମ୍ଭ ହୋଇଥିବା ଏହି ଯାତ୍ରାର ପରିସମାପ୍ତି ମୁମ୍ବାଇରେ ହୋଇଛି। ଯାତ୍ରାର ଉଦ୍ଯାପନୀ ସମାରୋହରେ ଆଜି...
ମନୋରଞ୍ଜନ‘ଭୁଲ୍ ଭୁଲେୟାଁ ୩’ରେ ନଜର ଆସିବେ ତୃପ୍ତିmahabharatanewsMarch 17, 2024 by mahabharatanewsMarch 17, 20240111 (ମୁମ୍ବାଇ) : ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ୍’ରେ ମୁଖ୍ୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଥିଲେ ବି ଲାଇମ୍ଲାଇଟ୍ ଚୋରାଇବାରେ ସଫଳ ହୋଇଥିଲେ ତୃପ୍ତି ଡିମ୍ରି। ନିଜର ସୌନ୍ଦର୍ଯ୍ୟ ଓ ଅଭିନୟର ଯାଦୁରେ ଖୁବ୍ କମ୍...