ମେକ୍ ଇନ୍ ଓଡିଶା କନକ୍ଲେଭ,ଭୁବନେଶ୍ୱର ଅକାଶରେ ଏକା ସାଙ୍ଗରେ ଉଡିଲା ୬ ଡ୍ରୋନ
ଭୁବନେଶ୍ୱର: ମେକ ଇନ୍ ଓଡ଼ିଶା କନକ୍ଲେଭରେ ଓଡ଼ିଶା ରୂପାନ୍ତରଣର ଚିତ୍ର ସମସ୍ତଙ୍କୁ ଦେଖାଇଲେ ରାଜ୍ୟ ସରକାର।ଏହି କାର୍ଯ୍ୟକ୍ରମରେ ୫୦୦ ରୁ ଅଧିକ କଳାକାର ଏଥିରେ ସାମିଲ ହୋଇଥିଲେ। ଆମ ଇତିହାସ, ସଂସ୍କୃତି, ଓଡ଼ିଶୀ, ପ୍ରମୁଖ...