ଭାରତଦରଦାମ ବୃଦ୍ଧି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୬ ବର୍ଷର ବାଳିକାmahabharatanewsAugust 1, 2022 by mahabharatanewsAugust 1, 20220168 ଚିଠିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଚିଠିର ଚିତ୍ର ଭାଇରାଲ ହେଉଛି। ଦାବି କରାଯାଇଛି ଯେ ଏହି ଚିଠିକୁ ପ୍ରଥମ ଶ୍ରେଣୀ ଛାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ...
ଭାରତ୯ଟି ଭିନ୍ନ ଭିନ୍ନ ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ର ଲିକ ଘଟଣାmahabharatanewsAugust 1, 2022 by mahabharatanewsAugust 1, 20220191 କେତେ ଦିନ ପର୍ୟ୍ୟନ୍ତ ଯୁବକଙ୍କ ଭବିଷ୍ୟତ ସହିତ ଖେଳିବେ: ବରୁଣ ନୂଆଦିଲ୍ଲୀ: ଅଧିନସ୍ଥ ସେବା ଚୟନ ଆୟୋଗ ଦ୍ୱାରା ରବିବାର ଅନୁଷ୍ଠିତ ରେଭିନ୍ୟୁ ଆକାଉଣ୍ଟାଣ୍ଟ ନିଯୁକ୍ତି ୨୦୨୨ ର ମୁଖ୍ୟ ପରୀକ୍ଷାରେ କପି ପାଇଁ...
ଭାରତରାଜନୀତିସଞ୍ଜୟ ରାଉତଙ୍କ ଗିରଫଦାରୀ ନେଇ ସଂସଦରେ ହଙ୍ଗାମାmahabharatanewsAugust 1, 2022 by mahabharatanewsAugust 1, 20220207 ଦିନ ୨ଟା ଯାଏ ଗୃହକୁ ମୁଲତବୀ କଲେ ବାଚସ୍ପତି ନୂଆଦିଲ୍ଲୀ: ଇଡି ପକ୍ଷରୁ ସଞ୍ଜୟ ରାଉତଙ୍କ ଗିରଫଦାରୀ ଓ ଜିଏସଟିକୁ ନେଇ ବିରୋଧୀ ଦଳ ପକ୍ଷରୁ ଲୋକସଭାରେ ହଙ୍ଗାମା ସୃଷ୍ଟି ହୋଇଥିଲା। ଫଳରେ ବାଚସ୍ପତି...
ଓଡିଶାଭାରତଵାଣିଜ୍ୟ୩୬ ଟଙ୍କା କମିଲା ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦାମmahabharatanewsAugust 1, 2022 by mahabharatanewsAugust 1, 20220270 ନୂଆଦିଲ୍ଲୀ: ମହଙ୍ଗା ମଧ୍ୟରେ ଖୁସି ଖବର । ସଂପ୍ରତି ବ୍ୟବସାୟିକ ସିଲିଣ୍ଡରର ଦାମ ୩୬ ଟଙ୍କା କମିଯାଇଛି। ତେବେ ଘରୋଇ ସିଲିଣ୍ଡରର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ। ୧୯ କିଲୋ ବିଶିଷ୍ଟ ବ୍ୟବସାୟିକ ଏଲପିଜି...
ଭାରତଵାଣିଜ୍ୟଅକ୍ଟୋବରରୁ ଦେଶରେ ଆରମ୍ଭ ହେବ ୫ଜି ସେବାmahabharatanewsJuly 31, 2022 by mahabharatanewsJuly 31, 20220238 ସୂଚନା ଦେଲେ ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀ: ଟେଲିକମ୍ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା ଅନୁଯାୟୀ ଆସନ୍ତା ଅକ୍ଟୋବରରେ ଦେଶରେ ୫ଜି ଟେଲିକମ୍ ସେବା ଆରମ୍ଭ ହୋଇପାରିବ। ଶନିବାର...
ଖେଳଭାରତରାଜ୍ୟ ଗୋଷ୍ଠୀ କ୍ରୀଡାରେ ଆଉ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକmahabharatanewsJuly 31, 2022 by mahabharatanewsJuly 31, 20220233 ଭାରୋତ୍ତୋଳନରେ ପଦକ ଜିତିଲେ ଲାଲ୍ରିନନୁଙ୍ଗା ନୂଆଦିଲ୍ଲୀ: ୧୯ ବର୍ଷ ବୟସ୍କ ଭାରୋତ୍ତୋଳକ ଜେରେମି ଲାଲ୍ରିନ୍ନୁଙ୍ଗା ଇତିହାସ ସୃଷ୍ଟି କରି ଭାରତକୁ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଆଣିବାରେ ସଫଳ ହୋଇଛନ୍ତି। ରାଜ୍ୟ ଗୋଷ୍ଠୀ କ୍ରୀଡାରେ ପୁରୁଷ...
ଭାରତରାଜନୀତିସୋସିଆଲ ମିଡିଆ ପ୍ରୋଫାଇଲରେ ରଖନ୍ତୁ ତ୍ରିରଙ୍ଗାର ଚିତ୍ର: ପ୍ରଧାନମନ୍ତ୍ରୀmahabharatanewsJuly 31, 2022 by mahabharatanewsJuly 31, 20220243 ମନ କୀ ବାତ ଜରିଆରେ ଦେଶବାସୀଙ୍କୁ ଅପିଲ ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନିଜର ମନ କୀ ବାତ ସମୟରେ ଦେଶର ଲୋକଙ୍କୁ ଅଗଷ୍ଟ ୨ ରୁ ୧୫ ମଧ୍ୟରେ ସୋସିଆଲ...
ଓଡିଶାଭାରତରାଜନୀତିରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପଖାଳ କଂସାକୁ ନେଇ ଚର୍ଚ୍ଚାmahabharatanewsJuly 31, 2022 by mahabharatanewsJuly 31, 20220152 ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପଖାଳ କଂସାକୁ ନେଇ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ସାରାଦେଶରେ ଚର୍ଚ୍ଚାର ଖୋରାକ ଯୋଗାଇଛି। କାରଣ ପ୍ରଥମ ଥର ଜଣେ ଓଡି଼ଆ ତଥା ପ୍ରଥମ ଆଦିବାସୀ ମହିଳା...
ଓଡିଶାଭାରତଵାଣିଜ୍ୟଅଗଷ୍ଟ ମାସରେ ୧୮ ଦିନ ବନ୍ଦ ରହିବ ବ୍ୟାଙ୍କmahabharatanewsJuly 30, 2022 by mahabharatanewsJuly 30, 20220269 ଜରୁରୀ କାମ ଥିଲେ ତୁରନ୍ତ କାମ କରାଇ ନିଅନ୍ତୁ ନୂଆଦିଲ୍ଲୀ: ଅଗଷ୍ଟ ମାସରେ ସାପ୍ତାହିକ ଛୁଟି ସମେତ ଅନ୍ୟାନ୍ୟ ଛୁଟିକୁ ମିଶାଇ ଦୀର୍ଘ ୧୮ ଦିନ ଧରି ବ୍ୟାଙ୍କ ବନ୍ଦ ରହିବ। ତେଣୁ ବ୍ୟାଙ୍କ...
ଖେଳଭାରତରାଜ୍ୟଗୋଷ୍ଠୀ କ୍ରୀଡାରେ ଖାତା ଖୋଲିଲା ଭାରତmahabharatanewsJuly 30, 2022 by mahabharatanewsJuly 30, 20220177 ଭାରୋତ୍ତଳନରେ ରୌପ୍ୟ ପଦକ ଜିତିଲେ ସାଙ୍କେଟ ମହାଦେବ ନୂଆଦିଲ୍ଲୀ: ରାଜ୍ୟକୋଷ୍ଠୀ କ୍ରୀଡାରେ ପୁରୁଷ ବର୍ଗର ୫୫ କିଲୋଗ୍ରାମ ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତି ଭାରତର ସାଙ୍କେଟ ମହାଦେବ ସରଗର ଭାରତର ଖାତା ଖୋଲିଥିଲେ। ମହାରାଷ୍ଟ୍ରର...