ଭାରତ୨୦୨୫ ସୁଦ୍ଧା ବାୟୁସେନାରୁ ହଟିବ ମିଗ-୨୧ ବିମାନmahabharatanewsJuly 30, 2022July 30, 2022 by mahabharatanewsJuly 30, 2022July 30, 20220185 ବାରମ୍ବାର ଦୁର୍ଘଟଣା ଯୋଗୁ ଏପରି ନିଷ୍ପତ୍ତି ନୂଆଦିଲ୍ଲୀ: ବାୟୁସେନା ୨୦୨୫ ସୁଦ୍ଧା ସମସ୍ତ ମିଗ୍ -୨୧କୁ ହଟାଇବ ବୋଲି ନିଷ୍ପତ୍ତି ନେଇଛି । କାରଣ ଅନେକ ବଡ଼ ବଡ ଦୁର୍ଘଟଣା ଘଟିବାରୁ ବାୟୁସେନା ଏପରି...
ଓଡିଶାଭାରତରାଜନୀତିରାଷ୍ଟ୍ରପତିଙ୍କୁ ଚିଠି ମାଧ୍ୟମରେ କ୍ଷମା ମାଗିଲେ ଅଧୀରmahabharatanewsJuly 29, 2022 by mahabharatanewsJuly 29, 20220205 ବିବାଦୀୟ ମନ୍ତବ୍ୟ ନେଇ ଗୃହକୁ ଅଚଳ କରିଥିଲା ବିଜେପି ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ କହି ବିବାଦରେ ଫସିଥିବା କଂଗ୍ରେସ ସଂସଦୀୟ ଦଳର ନେତା ଅଧିରଞ୍ଜନ ଚୌଧୁରୀ ଶେଷରେ କ୍ଷମା ମାଗିଛନ୍ତି। ରାଷ୍ଟ୍ରପତି...
ଓଡିଶାଵାଣିଜ୍ୟ୫ଜି ସ୍ପେକ୍ଟ୍ରମ୍ ନିଲାମ: ଚତୁର୍ଥ ଦିନରେ ୧.୪୯ ଲକ୍ଷ କୋଟି ପର୍ୟ୍ୟନ୍ତ ଟେଣ୍ଡରmahabharatanewsJuly 29, 2022July 29, 2022 by mahabharatanewsJuly 29, 2022July 29, 20220185 ନୂଆଦିଲ୍ଲୀ: ହାଇ ସ୍ପିଡ୍ ଇଣ୍ଟରନେଟ୍ ସେବା ପାଇବାକୁ ହେଲେ ପଞ୍ଚମ ପୀଢିର ସ୍ପେକ୍ଟ୍ରମକୁ ନିଲାମ କରାଯାଉଛି। ଏହାର ନିଲାମରେ ଭଲ ପ୍ରତିକ୍ରିୟା ମିଳୁଛି। ସେଥିପାଇଁ ଏପର୍ୟ୍ୟନ୍ତ ଆୟୋଜିତ ହୋଇଥିବା ୧୬ ରାଉଣ୍ଡରେ ମୋଟ ୧,୪୯,୬୨୩...
ଭାରତରାଜନୀତିସଂସଦର ଉଭୟ ସଦନରେ ଆଜି ବି ଜାରି ରହିଥିଲା ହଙ୍ଗାମାmahabharatanewsJuly 29, 2022July 29, 2022 by mahabharatanewsJuly 29, 2022July 29, 20220167 ସୋମବାର ପର୍ଯ୍ୟନ୍ତ ଉଭୟ ଗୃହ ମୁଲତବୀ ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭରୁ ବିରୋଧୀ ଓ ଶାସକ ଦଳର ସଭ୍ୟମାନଙ୍କ ଦ୍ୱାରା ବିଭିନ୍ନ ପ୍ରସଙ୍ଗ ନେଇ ସଦନର ଉଭୟ ଗୃହରେ ହଙ୍ଗାମା ଜାରି ରହିଥିଲା।...
ଭାରତରାଜନୀତିସଂସଦରେ ଦରବୃଦ୍ଧି ପ୍ରତିବାଦ: ୧୯ ରାଜ୍ୟସଭା ସାଂସଦ ନିଲମ୍ବିତmahabharatanewsJuly 27, 2022 by mahabharatanewsJuly 27, 20220193 ଆସନ୍ତା ସପ୍ତାହରେ ଆଲୋଚନା ଲାଗି କହିଲେ ରାଜ୍ୟସଭା ଅଧ୍ୟକ୍ଷ ନୂଆଦିଲ୍ଲୀ: ଆସନ୍ତା ସପ୍ତାହ ଆରମ୍ଭରେ ରାଜ୍ୟସଭାରେ ଦରବୃଦ୍ଧି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇପାରେ। ସୂଚନାନୁସାରେ, ବିରୋଧୀ ଦଳର ନେତାମାନେ ୧୯ ଜଣ ସଦସ୍ୟଙ୍କ ନିଲମ୍ବନ...
ଓଡିଶାଭାରତରାଜନୀତିମନି ଲଣ୍ଡରିଂ ମାମଲାରେ ଇଡିର ଗିରଫଦାରୀ ମନମାନୀ ନୁହେଁ: ସୁପ୍ରିମକୋର୍ଟmahabharatanewsJuly 27, 2022 by mahabharatanewsJuly 27, 20220140 ନୂଆଦିଲ୍ଲୀ: ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅଧୀନରେ ଇଡି ଦ୍ୱାରା ଗିରଫ, ଜବତ ଏବଂ ତଦନ୍ତ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଏହାର ରାୟ ଦେଇଛନ୍ତି। ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ)...
ଓଡିଶାଭାରତରାଜନୀତିପାର୍ଥ ମୋ ଘରକୁ ମିନି ବ୍ୟାଙ୍କ ଭାବେ ବ୍ୟବହାର କରୁଥିଲେ: ଅର୍ପିତାmahabharatanewsJuly 27, 2022 by mahabharatanewsJuly 27, 20220137 ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଗିରଫ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ବନ୍ଧୁ ଅର୍ପିତା ମୁଖାର୍ଜୀଙ୍କ ଫ୍ଲାଟରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ ହୋଇଥିବା ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ...
ଭାରତରାଜନୀତିରେଳ ନିଯୁକ୍ତି ଦୁର୍ନୀତି ମାମଲା, ଲାଲୁ ଯାଦବଙ୍କ ପୂର୍ବତନ ଓଏସଡି ଗିରଫmahabharatanewsJuly 27, 2022 by mahabharatanewsJuly 27, 20220176 ନୂଆଦିଲ୍ଲୀ: ବୁଧବାର ସକାଳେ ଦିଲ୍ଲୀରୁ ଚାକିରି ଠକେଇ ଅଭିଯୋଗରେ ସିବିଆଇ ଲାଲୁ ପ୍ରସାଦ ଯାଦବଙ୍କ ତତ୍କାଳୀନ ଓଏସଡି ଭୋଲା ଯାଦବଙ୍କୁ ସିବିଆଇ ଗିରଫ କରିଛି। ପାଟନା ଏବଂ ଦରଭଙ୍ଗାସ୍ଥିତ ତାଙ୍କ ସ୍ଥାନରେ ସିବିଆଇର ଚଢାଉ...
ଭାରତରାଜନୀତିସୋନିଆ ଗାନ୍ଧୀଙ୍କୁ ୭୦ରୁ ଊର୍ଦ୍ଧ ପ୍ରଶ୍ନ କଲା ଇଡିmahabharatanewsJuly 27, 2022 by mahabharatanewsJuly 27, 20220200 କଂଗ୍ରେସର ପ୍ରତିବାଦ ଜାରି ନୂଆଦିଲ୍ଲୀ: ନେସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡି ପକ୍ଷରୁ ଦୁଇ ଦିନ ଧରି ଘନ ଘନ ଜେରା କରାଯାଇଥିଲା । ସେନିଆଙ୍କୁ ଇଡି...
Uncategorizedଦେଶରେ ଗରିବଙ୍କ ସ୍ୱପ୍ନ ମଧ୍ୟ ପୂରଣ ହୋଇପାରିବ: ରାଷ୍ଟ୍ରପତିmahabharatanewsJuly 25, 2022July 25, 2022 by mahabharatanewsJuly 25, 2022July 25, 20220164 ଶପଥ ଗ୍ରହଣ ପରେ ରାଷ୍ଟ୍ର ଉଦ୍ଦେଶ୍ୟରେ ବାର୍ତ୍ତା ନୂଆଦିଲ୍ଲୀ: ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ପ୍ରଧାନବିଚାରପତି ଏନ୍ଭି ରାମାନା ଶପଥ...