ଭାରତରାଜନୀତିଜେଡିୟୁ ଲାଗିଲା ଶକ୍ତ ଝଟକାmahabharatanewsSeptember 3, 2022 by mahabharatanewsSeptember 3, 20220148 ମଣିପୁରର ୫ ଜେଡିୟୁ ବିଧାୟକ ବିଜେପିରେ ସାମିଲ ପାଟନା: ବିହାରର ଶାସକ ଜେଡିୟୁକୁ ଶକ୍ତ ଝଟକା ଲାଗିଛି। ମଣିପୁରର ୫ ଜେଡିୟୁ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି। ଯେଉଁଠି ଗୋଟିଏ ପଟେ ଜେଡିୟୁ ଅନ୍ୟ...
ଭାରତରାଜନୀତିମିଶନ ୨୦୨୪ ଲାଗି ପୋଷ୍ଟର ଜାରି କଲା ଜେଡିୟୁmahabharatanewsSeptember 1, 2022September 1, 2022 by mahabharatanewsSeptember 1, 2022September 1, 20220128 ସ୍ଲୋଗାନରେ ମୋଦିଙ୍କୁ ସିଧାସଳଖ ଟାର୍ଗେଟ ପାଟନା: ଗତକାଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିବା ପରେ ରାଜ୍ୟ ରାଜନୀତି ସମେତ ଜାତୀୟ ରାଜନୀତିରେ ମଧ୍ୟ ଚର୍ଚ୍ଚା ଆରମ୍ଭ...
ଭାରତରାଜନୀତିଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶmahabharatanewsAugust 10, 2022August 10, 2022 by mahabharatanewsAugust 10, 2022August 10, 20220125 ତେଜସ୍ୱୀ ହେଲେ ଉପମୁଖ୍ୟମନ୍ତ୍ରୀ ପାଟନା: ବିହାରର ମୁଖମନ୍ତ୍ରୀ ଭାବେ ନୀତିଶ କୁମାର ଅଷ୍ଟମ ଥର ଲାଗି ଶପଥ ନେଇଛନ୍ତି। ଏଥିସହ ଆରଜେଡି ନେତା ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଅପରାହ୍ନ...
ଭାରତରାଜନୀତିରେକର୍ଡ କରିବେ ନୀତିଶ କୁମାରmahabharatanewsAugust 9, 2022 by mahabharatanewsAugust 9, 20220136 ମୁଖ୍ୟମନ୍ତ୍ରୀ ଭାବେ ଅଷ୍ଟମ ଥର ଲାଗି ନେବେ ଶପଥ ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜର ୪୫ ବର୍ଷର ରାଜନୈତିକ କ୍ୟାରିୟର ମଧ୍ୟରେ ୧୬ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି।...
ଭାରତରାଜନୀତିମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାରmahabharatanewsAugust 9, 2022 by mahabharatanewsAugust 9, 20220150 ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ଫଗୁ ଚୌହାନଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇଛନ୍ତି। ଫଳରେ ବିହାରର ୨୦ ମାସର ଏନଡିଏ ସରକାରର ପତନ ଘଟିଛି...
ଭାରତରାଜନୀତିବିହାରରେ ଭାଙ୍ଗିବ କି ବିଜେପି ଜେଡିୟୁ ମେଣ୍ଟmahabharatanewsAugust 8, 2022 by mahabharatanewsAugust 8, 20220114 କାହାକୁ ନେଇ ସରକାର ଗଢିବେ ନୀତିଶ ପାଟନା: ବିହାରରେ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ଏବଂ ବିଜେପିର ମିଳିତ ମଞ୍ଚ ଭାଙ୍ଗିବାକୁ ଯାଉଛି। ସୂଚନାନୁସାରେ, ଜେଡିୟୁ ଖୁବ ଶୀଘ୍ର ବିଜେପିରୁ ଅଲଗା ହେବାର ଘୋଷଣା...
Uncategorizedକାଜୁ ଜଙ୍ଗଲରୁ ଉଦ୍ଧାର ଜଣେ ଯୁବକଙ୍କ ମୃତଦେହmahabharatanewsMay 25, 2022May 25, 2022 by mahabharatanewsMay 25, 2022May 25, 20220133 ପାଟଣା : କାଜୁ ଜଙ୍ଗଲରେ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ମୂଷାଖୋରୀରେ ।ମୃତକ ଧନୁର୍ଯ୍ୟୟପୁର ଗ୍ରାମର ସଞ୍ଜନ ମହାରଣା ବୋଲି ଜଣା...
ଭାରତପାଟନାରେ କରୋନାର ୟୁଏସ୍ ଭାରିଏଣ୍ଟ BA.12 ଚିହ୍ନଟmahabharatanewsApril 29, 2022 by mahabharatanewsApril 29, 20220148 (ଦିଲ୍ଲୀ) : ଦେଶରେ ପୁଣି ଥରେ ମୁଣ୍ଡ ଟେକିବା ଆରମ୍ଭ କଲାଣି ମହାମାରୀ କରୋନା। ବେଶ୍ କିଛି ଦିନର ବିରତି ପରେ ପୁଣି ଉପରମୁହାଁ ହୋଇ ଚାଲିଛି କରୋନା ଗ୍ରାଫ। ଏହାରି ଭିତରେ ଦେଶରେ...