ଅପରାଧଓଡିଶାନୟାଗଡ଼ ସଦର ଥାନା ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ।mahabharatanewsFebruary 20, 2026 by mahabharatanewsFebruary 20, 2026013 ନୟାଗଡ଼ ସଦର ଥାନା ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ। ଚଢ଼ାଉ ବେଳେ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ସଦର ଥାନା ପୁଲିସ। ସେମାନେ ହେଲେ ଶରଣକୁଳ ଥାନା ଅନ୍ତର୍ଗତ...
ଓଡିଶାପର୍ବ ପର୍ବାଣିଭାରତଯୋଗାଯୋଗଇଂରାଜୀ ନବବର୍ଷ ପାଇଁ ପୁରୀ ସହର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛିmahabharatanewsDecember 26, 2025 by mahabharatanewsDecember 26, 2025024 ଇଂରାଜୀ ନବବର୍ଷ ପାଇଁ ଆଉ ଦିନ କେଇଟା ବାକି ରହିଥିବା ବେଳେ ସବୁଠି ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ନୂଆ ବର୍ଷରେ ଜଗା ଦୁଆରୁ ବର୍ଷର ଆରମ୍ଭ କରିବା ପାଇଁ ପ୍ରତିବର୍ଷ ପୁରୀରେ...
ଅପରାଧଓଡିଶାବ୍ରହ୍ମପୁରରେ ଗୁଳି କରି ହୀରା ଲୁଟ୍ ଘଟଣାରେ ପୋଲିସ ଆଉ ୪ ଅଭିଯୁକ୍ତକୁ ଗିରଫ କରିଛିmahabharatanewsAugust 24, 2025 by mahabharatanewsAugust 24, 2025094 ବ୍ରହ୍ମପୁର:- ଅଗଷ୍ଟ ୫ ତାରିଖରେ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ୫ ନମ୍ବର ଲାଇନରେ ବାସକରୁଥିବା ବ୍ୟବସାୟୀ ବାଳକୃଷ୍ଣ ଆଚାରୀ ଓରଫ ରୁନା ଓ ତାଙ୍କ ଶଳା ସୁନିଲ ସାହୁଙ୍କୁ ଗୁଳି...
ଅପରାଧଓଡିଶାସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକର ଜଣେ ନବମ ଶ୍ରେଣୀର ଛାତ୍ରୀ ସହ ପାଶବିକ ଅତ୍ୟାଚାରmahabharatanewsAugust 19, 2025 by mahabharatanewsAugust 19, 20250111 ସମ୍ବଲପୁର:- ପୁଣି ସମ୍ବଲପୁରରେ ଲଜ୍ୟା । ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍ର ଜଣେ ନବମ ଶ୍ରେଣୀର ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ...
ଅପରାଧଓଡିଶାହୋମଗାର୍ଡଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ସବ-ଇନ୍ସପେକ୍ଟର ଗିରଫmahabharatanewsAugust 15, 2025 by mahabharatanewsAugust 15, 2025092 କନ୍ଧମାଳ:- ପୁଣି ଖାକୀରେ ଲାଗିଲା ଦାଗ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲାରୁ । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନାରେ କାର୍ଯ୍ୟରତ ଏସଆଇ ସ୍ମୃତି ସାଗର ସାମଲ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା...
ଅପରାଧଓଡିଶାସ୍ପେଶାଲ୍ ଡ୍ରାଇଭରେ ଗଞ୍ଜାମ ପୋଲିସକୁ ବଡ଼ ସଫଳତାmahabharatanewsMay 4, 2025May 4, 2025 by mahabharatanewsMay 4, 2025May 4, 20250163 ଗଞ୍ଜାମ-: ଗଞ୍ଜାମ ପୋଲିସ ଜିଲ୍ଲାକୁ ମିଳିଲା ବଡ଼ ସଫଳତା l ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅପରାଧୀମାନେ ସକ୍ରିୟ ହୋଇ ବିଭିନ୍ନ ଅପରାଧିକ କାଣ୍ଡ ଘଟାଉଥିବା ବେଳେ ଗଞ୍ଜାମ ପୋଲିସ ଏକ ସ୍ୱତନ୍ତ୍ର ଡ୍ରାଇଭ...
ଓଡିଶାଦେଶୀ ମଦ ଜବତ କଲା ପୋଲିସ ,୩ ଗିରଫmahabharatanewsApril 11, 2023 by mahabharatanewsApril 11, 20230121 ପୁରୀ/ ଜୟନ୍ତ କୁମାର ସେଠି: ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା । ଏକାଧିକ ଲିଟର ଦେଶୀ ମଦ ଜବତ କରିଛି ପୋଲିସ । କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାରାୟଣ...
ଓଡିଶାହ୍ୟୁମାନ ଚେନ୍ ମାଧ୍ୟମରେ ଭକ୍ତମାନଙ୍କୁ ସୃଙ୍ଖଳିତ ଭାବେ ଦର୍ଶନ କରାଇବାକୁ ନୂଆ ପ୍ରୟାସmahabharatanewsApril 10, 2023April 10, 2023 by mahabharatanewsApril 10, 2023April 10, 20230196 ପୁରୀ/ ଅଜୟ କୁମାର ସେଠି: ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାକୁ ସୃଙ୍ଖଳିତ ଓ ସୁସଂଗଠିତ କରିବା ଲାଗି ପୁଲିସ ନେଇଛି ବିରଳ ପଦକ୍ଷେପ। ହ୍ୟୁମାନ ଚେନ୍ ମାଧ୍ୟମରେ ଭକ୍ତମାନଙ୍କୁ ସୃଙ୍ଖଳିତ ଭାବେ ଦର୍ଶନ କରାଇବାକୁ ଆରମ୍ଭ...
ଓଡିଶାଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି କଙ୍ଗାରୁ କୋର୍ଟ ଘଟଣା, ଭାଇରାଲ ଭିଡିଓ ଆଧାରରେ ତଦନ୍ତ କରୁଛି ପୋଲିସmahabharatanewsFebruary 8, 2023February 8, 2023 by mahabharatanewsFebruary 8, 2023February 8, 20230140 ଭୁବନେଶ୍ୱର : ରାଜଧାନୀରେ ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି କଙ୍ଗାରୁ କୋର୍ଟ ଘଟଣା, ଭାଇରାଲ ଭିଡିଓ ଆଧାରରେ ତଦନ୍ତ କରୁଛି ପୋଲିସ | 4 ରୁ 5ଜଣଙ୍କ ନାଁ ରେ ମାମଲା ରୁଜୁ କରି ତଦନ୍ତ...
ଭାରତସାରା ଦେଶର ପୁଲିସଙ୍କୁ ‘ୱାନ ନେସନ,ୱାନ ୟୁନିଫର୍ମର’ ପ୍ରସ୍ତାବ ଦେଲେ ମୋଦିmahabharatanewsOctober 29, 2022 by mahabharatanewsOctober 29, 20220207 ନୂଆଦିଲ୍ଲୀ: ସାରା ଦେଶର ପୁଲିସଙ୍କ ପାଇଁ ପ୍ରସ୍ତାବ ଦେଲେ ପ୍ରଧାନମନ୍ତ୍ରୀ । ଦୁଇଦିନିଆ ‘ଚିନ୍ତନ ଶିବିର’ରେ ଭିଡିଓ କନଫରେନ୍ସସିଙ୍ଗ ଜରିଆରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅପରାଧ ଓ ଅପରାଧୀଙ୍କ ବିରୋଧରେ ଦୃଢ...