ଓଡିଶା“ଆପଣଙ୍କ ପ୍ରତିଟି ଭୋଟ୍ ଅତ୍ୟନ୍ତ ମୂଲ୍ୟବାନ”: ମୁଖ୍ୟମନ୍ତ୍ରୀmahabharatanewsJune 1, 2024 by mahabharatanewsJune 1, 20240120 (ଭୁବନେଶ୍ୱର) : ରାଜ୍ୟର ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଶନିବାର ମତଦାନ ଜାରି ରହିଛି। ଏପରିସ୍ଥଳେ ରାଜ୍ୟର ଭୋଟରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ୍ କରିଛନ୍ତି। ସେ ନିଜ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି...
ଓଡିଶାଇଭିଏମ୍ ଖରାପ ଯୋଗୁଁ ମତଦାନ କେନ୍ଦ୍ରରେ ପ୍ରବଳ ଭିଡ଼mahabharatanewsJune 1, 2024 by mahabharatanewsJune 1, 2024098 (ଭୁବନେଶ୍ୱର) : ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି । ହେଲେ ଭୋଟ ଗ୍ରହଣ ବେଳେ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ କାମ କରୁ ନାହିଁ EVM । ଯେଉଁଥି ପାଇଁ ଭୋଟରଙ୍କ...
ଓଡିଶାଆଜି ଓଡ଼ିଶାରେ ଶେଷ ପର୍ଯ୍ୟାୟ ଭୋଟ୍mahabharatanewsJune 1, 2024 by mahabharatanewsJune 1, 2024091 (ଭୁବନେଶ୍ୱର) : ଆଜି ଓଡ଼ିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଭୋଟ୍ । ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ଭୋଟିଂ ଆରମ୍ଭ । ଯାହାର ଫଳାଫଳ ଜୁନ୍ ୪ ତାରିଖରେ...
ଓଡିଶାଅସହ୍ୟ ଗୁଳୁଗୁଳି ସହ ଗରମ ଜାରିmahabharatanewsJune 1, 2024 by mahabharatanewsJune 1, 20240111 (ଭୁବନେଶ୍ୱର) : ରାଜ୍ୟରେ ଅସହ୍ୟ ଗୁଳୁଗୁଳି ଓ ଗରମ ଜାରି ରହିଛି । ଏହାରି ଭିତରେ ଅଂଶୁଘାତ ଭୟ ବି ବଢିଚାଲିଛି । ବିଭିନ୍ନ ସ୍ଥାନରେ ଅଂଶୁଘାତରେ ମୃତ୍ୟୁର ଖବର ଆସୁଛି । ରାଉରକେଲାରୁ...
ଭାରତତମାଖୁ ବିକ୍ରିକୁ ନେଇ ଜୁନ ୧ରୁ ନୂଆ ନିୟମ ଜାରିmahabharatanewsMay 31, 2024 by mahabharatanewsMay 31, 2024081 (ଦିଲ୍ଲୀ) : ଉତ୍ତରପ୍ରଦେଶରେ ପାନ ମସଲା ଏବଂ ତମାଖୁ ବିକ୍ରିକୁ ନେଇ ଜୁନ ୧ରୁ ନୂଆ ନିୟମ ଜାରି ହେବ। ଏଥିପାଇଁ ଖାଦ୍ୟ ସୁରକ୍ଷା କମିଶନର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ବିଜ୍ଞପ୍ତିରେ...
ଭାରତଏୟାରହଷ୍ଟେସଙ୍କ ପାଖରୁ ଏକକିଲୋ ସୁନା ଜବତmahabharatanewsMay 31, 2024May 31, 2024 by mahabharatanewsMay 31, 2024May 31, 2024085 (କେରଳ) : କେରଳର କନ୍ନୁର ବିମାନବନ୍ଦରରେ ଏୟାର ଏକ୍ସପ୍ରେସର ଜଣେ ଏୟାରହଷ୍ଟେସଙ୍କ ପାଖରୁ ଏକକିଲୋ ସୁନା ଜବତ କରାଯିବାର ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ପରେ ଉକ୍ତ ଏୟାରହଷ୍ଟେସଙ୍କୁ ପୁଲିସ ଗିରଫ...
ଓଡିଶାପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ ଖାରଜmahabharatanewsMay 31, 2024 by mahabharatanewsMay 31, 2024076 (ଭୁବନେଶ୍ୱର) : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ ଖାରଜ । ଜାମିନ୍ ଖାରଜ କଲେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ-୨ । ବୁଥ୍ ଗଣ୍ଡଗୋଳ ଘଟଣାରେ ଗିରଫ ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ...
ଭାରତଦିଲ୍ଲୀରେ ଧୂଳିଝଡ଼ ସମ୍ଭାବନାmahabharatanewsMay 31, 2024May 31, 2024 by mahabharatanewsMay 31, 2024May 31, 20240111 (ଦିଲ୍ଲୀ) : କେନ୍ଦ୍ରୀୟ, ପୂର୍ବ ଏବଂ ଉତ୍ତର ଭାରତରେ ପ୍ରବଳ ଉତ୍ତାପ ପରିସ୍ଥିତି ଅବ୍ୟାହତ ରହିଥିବାରୁ ଏବେ ଦିଲ୍ଲୀ ସମେତ ଭାରତର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରି ସେଲସିୟସରୁ ଅଧିକ ରହିଛି। ତେବେ...
ମନୋରଞ୍ଜନରକ୍ତାକ୍ତ ଅବସ୍ଥାରେ ରଣବୀରmahabharatanewsMay 31, 2024 by mahabharatanewsMay 31, 20240121 (ମୁମ୍ବାଇ) : ଗତବର୍ଷ ରଣବୀର କପୁର ‘ଏନିମଲ’ ସିନେମା ଜରିଆରେ ଥିଏଟର୍ସରେ ଜଲୱା ଦେଖାଇଥିଲେ। ଏହି କ୍ରମରେ କିଛିଦିନ ହେବ ‘ଏନିମଲ ପାର୍ଟ ୨’ ଆସିବା ପୂର୍ବରୁ ସୋସିଆଲ ମିଡିଆରେ ସିନେମାର ଏକ ଅନସିନ...
ଓଡିଶାବାଣ ବିସ୍ଫୋଣ ଘଟଣା; ଚାଲିଗଲା ଆଉ ଏକ ଜୀବନmahabharatanewsMay 31, 2024 by mahabharatanewsMay 31, 20240141 (ପୁରୀ) : ପୁରୀ ବାଣ ବିସ୍ଫୋଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ହୋଇଥିବା ଏସଆରସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ସେମାନଙ୍କ...