ଓଡିଶାଦୁର୍ଘଟଣାରେ ନାବାଳିକା ମୃତ, ରାସ୍ତା ଅବରୋଧmahabharatanewsDecember 5, 2019 by mahabharatanewsDecember 5, 20190509 (ସର୍ବେଶ୍ୱର ପାତ୍ର/ମହାଭାରତ)କାମାକ୍ଷାନଗର: ପିକଅପ ଗାଡି ଧକ୍କାରେ ୧୫ ବର୍ଷର ନାବାଳିକା ମୃତ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଗଡପଳାଶୁଣି ଛକ ନିକଟରେ ଆଜି ସକାଳୁ ଦୁର୍ଘଟଣା ଘଟିଛି।ମୃତକ ଗଡପଳାଶୁଣି ଗାଁର ଅଲେଖ ନାୟକଙ୍କ ୧୫...
ଓଡିଶାଢେଙ୍କାନାଳରେ ବିଶ୍ୱ ମୃତ୍ତିକା ଦିବସ ଅନୁଷ୍ଠିତmahabharatanewsDecember 5, 2019 by mahabharatanewsDecember 5, 20190394 (ମୋନାଲିସା ମିଶ୍ର)ଢେଙ୍କାନାଳ: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ସହଯୋଗରେ ଜିଲ୍ଲା ମୃତ୍ତିକାଗାର କେନ୍ଦ୍ର ପରିସରରେ ବିଶ୍ୱ ମୃତ୍ତିକା ଦିବସ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଦିବସରେ ମୁଖ୍ୟ...
ଓଡିଶାଜାମିନରେ ଆସି ଗଣଦୁଷ୍କର୍ମ ପୀଡିତାଙ୍କ ଦେହରେ ନିଆଁ ଲଗାଇଲେ ଅଭିଯୁକ୍ତmahabharatanewsDecember 5, 2019 by mahabharatanewsDecember 5, 20190323 (ଉନ୍ନାଓ/ମହାଭାରତ): ହାଇଦ୍ରାବାଦରେ ଜଣେ ପ୍ରାଣୀ ଚିକିତ୍ସକଙ୍କୁ ଗଣଦୁଷ୍କର୍ମ ପରେ ପୋଡି ହତ୍ୟା କରାଯିବା ଘଟଣା ମନରୁ ଲିଭି ନଥିବା ବେଳେ ଉତ୍ତରପ୍ରଦେଶର ଉନ୍ନାଓରେ ଗୁରୁବାର ଅନୁରୂପ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ...
ଓଡିଶାପଶ୍ଚିମ ବଙ୍ଗ ରାଜ୍ୟପାଳଙ୍କୁ ବିଧାନସଭା ମନାmahabharatanewsDecember 5, 2019 by mahabharatanewsDecember 5, 20190347 (କୋଲକାତା/ମହାଭାରତ): ରାଷ୍ଟ୍ର ଇତିହାସରେ ପ୍ରଥମ ଘଟଣା । ରାଜ୍ୟପାଳ ରାଜ୍ୟର ପ୍ରଥମ ନାଗରିକ ହୋଇଥିବା ବେଳେ ତାଙ୍କୁ ବିଧାନସଭାକୁ ପ୍ରବେଶ କରିବାକୁ ବାରଣ କରାଯାଇଛି । ଏପରି ଘଟଣା ଘଟିଛି ପଶ୍ଚିମବଙ୍ଗରେ । ପଶ୍ଚିମ...
ଓଡିଶାଟାୱାରରୁ ଖସି ଶ୍ରମିକ ଗୁରୁତରmahabharatanewsDecember 5, 2019 by mahabharatanewsDecember 5, 20190295 (ମଧୂସୁଦନ ବହିଦାର/ମହାଭାରତ) ବଲାଙ୍ଗୀର : ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାଧିଆପାଲି ଗ୍ରାମ ନିକଟସ୍ଥ, ବିରମୁଣ୍ଡା ଠାରେ ନିର୍ମାଣଧୀନ ଓପିଟିସିଏଲ ଟାୱାରରୁ ପଡି ଜଣେ ଶ୍ରମିକ ଗୁରତର ହୋଇଛନ୍ତି। ସୂଚନା ଅନୁସାରେ ୨୩/୧୧/୨୦୧୯ ଦିନ୪...
ଓଡିଶାରାଜ୍ୟପାଳଙ୍କୁ ବିଧାନସଭା ମନାmahabharatanewsDecember 5, 2019 by mahabharatanewsDecember 5, 20190304 (ମମତା ସାମଲ)ମହାଭାରତ: ରାଜ୍ୟପାଳଙ୍କୁ ବିଧାନସଭା ମନା । ଆଜି ଏପରି ଏକ ଅଭୂତ ପୂର୍ବ ଘଟଣା ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନକାରଙ୍କ ମଧ୍ୟରେ ଚାଲିଥିବା ବିବାଦ...
ଓଡିଶା୧୫୦ରେ ପହଁଚିଲା ପିଆଜmahabharatanewsDecember 5, 2019 by mahabharatanewsDecember 5, 20190334 (ଶିଳାସ୍ମିତା ରାୟ) ଭୁବନେଶ୍ୱର: ଚଳିତ ବର୍ଷ ପିଆଜ ଦର ଇତିହାସ ରଚନା କରିଛି । ଦେଶର ସର୍ବକାଳୀନ ପିଆଜ ରେକର୍ଡ କରିଛି । ଆଜି କଟକ ଛତ୍ରବଜାରରେ ପିଆଜ ଦର ୧୪୦ ଟଙ୍କା ଥିବା...
ଓଡିଶାପାଣି ପଞ୍ଚାୟତ ସଚେତନତା ଶିବିର ଅନୁଷ୍ଠିତmahabharatanewsDecember 5, 2019 by mahabharatanewsDecember 5, 20190422 (ଓମ୍ ପ୍ରକାଶ ମିଶ୍ର/ସୋନପୁର): ବିନିକା ବ୍ଲକ ଠାରେ ଉଠା ଜଳସେଚନ ବିଭାଗ ତରଫରୁ ପାଣି ପଞ୍ଚାୟତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଉଠା ଜଳସେଚନ ପ୍ରକଳ୍ପର କୄଷକ ମାନଙ୍କୁ ନେଇ ଏକ ପାଣି...
ଓଡିଶାଗୀତା ଆବୄତ୍ତି ପ୍ରତିଯୋଗିତା ଅନୁଷ୍ଠିତmahabharatanewsDecember 5, 2019 by mahabharatanewsDecember 5, 20190509 (ଓମ୍ ପ୍ରକାଶ ମିଶ୍ର/ମହାଭାରତ)ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ପ୍ରଗ୍ୟାନ ମିଶନ ପକ୍ଷରୁ ସୋନପୁର ଶିଶୁ ବିଦ୍ୟା ମନ୍ଦିରରେ ଜିଲ୍ଲା ସ୍ତରୀୟ ଗୀତା ଆବୄତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ ନୀଳମଣି ଓତା ଓ...
ଓଡିଶାଅଧ୍ୟାପିକା ରୁକ୍ମଣୀଙ୍କ ମୃତ୍ୟୁକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀmahabharatanewsDecember 5, 2019 by mahabharatanewsDecember 5, 20190290 ( ସତ୍ୟ ନାରାୟଣ ପାଲ/ମହାଭାରତ)ରାଇରଙ୍ଗପୁର: ରାଇରଙ୍ଗପୁର କଲେଜର ଆଧ୍ୟାପିକା ରୁକ୍ମିଣୀ ମଣ୍ଡଳଙ୍କ ଆତ୍ମହତ୍ୟା ଘଟଣାରେ ଆରମ୍ଭ ହେଇଛି ରାଜନୀତି। ଗତକାଲି ରାଜ୍ୟମହିଳା କମିଶନ ଅଧ୍ୟକ୍ଷା ମୃତା ଅଧ୍ୟାପିକାଙ୍କ ପରିବାରକୁ ଭେଟି ଆଲୋଚନା କରିବା ପରେ...