ଓଡିଶାରାସ୍ତା ତଳକୁ ଓଲଟି ପଡିଲା ଆମ୍ବୁଲାନ୍ସmahabharatanewsDecember 3, 2019 by mahabharatanewsDecember 3, 20190326 (ମହାଭାରତ, ସୋନପୁର): ସୋନପୁର-ବଲାଙ୍ଗୀର ରାସ୍ତାର ଖାରୀ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆମ୍ବୁଲାନ୍ସଟି ରାସ୍ତା ତଳକୁ ଓଲଟି ପଡିଛି । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି । ସୂଚନା...
ଓଡିଶାପୋଲ ତଳକୁ ବାଇକ ଖସି ୨ ମୃତmahabharatanewsDecember 3, 2019 by mahabharatanewsDecember 3, 20190346 (ମହାଭାରତ, ରେଢାଖୋଲ): ରେଢାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡାମାଲ ପୋଲ ତଳକୁ ଏକ ବାଇକ ଖସି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ୱୟ ବୀରମହାରାଜପୁର ଥାନା ବାଘବର ପଞ୍ଚାୟତର ଫୁଲଚରା ଗାଁର ବାସିନ୍ଦା...
ଓଡିଶାଡିସେମ୍ବର ୨୬ରୁ ଜାନୁଆରୀ ୪ ଭିତରକନିକା ବନ୍ଦmahabharatanewsDecember 3, 2019 by mahabharatanewsDecember 3, 20190383 (ମହାଭାରତ, ରାଜନଗର): ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳ ଭାବେ ପରିଚିତ ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ କିଛି ଦିନ ପାଇଁ ବନ୍ଦ ରହିବ । ଆସନ୍ତା ଡିସେମ୍ବର ୨୬ରୁ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ କୁମ୍ଭୀର...
ଓଡିଶାସ୍ୱାଭିମାନ ଅଞ୍ଚଳରେ ଆଦିବାସୀ ମେଳିmahabharatanewsDecember 3, 2019 by mahabharatanewsDecember 3, 20190340 (ମହାଭାରତ, ଚିତ୍ରକୋଣ୍ଡା): ସରକାରଙ୍କ ବିରୋଧରେ ମେଳି କରି ପୁଣି ଗର୍ଜିଛନ୍ତି ସ୍ୱାଭିମାନ ଅଞ୍ଚଳର ଶତାଧିକ ଆଦିବାସୀ । ସେମାନଙ୍କର ଦାବି ଗୁଡିକୁ ପୂର୍ବରୁ ବାରମ୍ବାର ସରକାରଙ୍କୁ ଜଣାଇଥିଲେ ମଧ୍ୟ ସରକାର ସେଗୁଡିକୁ ପୂରଣ କରୁ...
ଓଡିଶାମମର୍ନ୍ତୁତ ସଡ଼କ ଦୁର୍ଘଟଣା ,୧୦ଆହତmahabharatanewsDecember 3, 2019 by mahabharatanewsDecember 3, 20190332 (ପ୍ରିୟଦର୍ଶନୀ ସ୍ୱାଈଁ/ମହାଭାରତ): ପାରାଦୀପ -ଚଣ୍ଡିଖୋଲ ଜାତୀୟ ରାଜପଥ ତାରିଣୀ ଛକରେ ଘଟିଛି ମର୍ମନ୍ତୁତ ସଡ଼କ ଦୁର୍ଘଟଣା । ଏକ ଟ୍ରକ ଓ ବସ ଧକ୍କା ହୋଇଛି । ବସରେ ୩୦ଜଣ ଯାତ୍ରୀ ରହିଥିଲେ ।...
ଓଡିଶାବାଲୁକା ମହୋତ୍ସବର ୨ୟ ଦିନରେ ପରିବେଶ ସୁରକ୍ଷାର ବାର୍ତ୍ତାmahabharatanewsDecember 3, 2019 by mahabharatanewsDecember 3, 20190345 (ଗୋପ): କୋଣାର୍କ ବାଲୁକା ମହୋତ୍ସବର ୨ୟ ଦିନରେ ବାଲୁକା ଶିଳ୍ପୀ ମାନେ ପରିବେଶ ସୁରକ୍ଷାର ବାର୍ତ୍ତା ବାଣ୍ଟିଛନ୍ତି । ସେମାନଙ୍କର କଳା ମାଧ୍ୟମରେ । ବିଶେଷକରି ପରିବେଶ ସୁରକ୍ଷିତ ରହିଲେ ଜୀବ ଜନ୍ତୁ ସୁରକ୍ଷିତ...
ଓଡିଶାସାରଥୀଙ୍କ ଦିବ୍ୟ ଶକ୍ତିର ପର୍ଦ୍ଦାଫାସ କଲେ ଅରୁଣ ବୋଥ୍ରାmahabharatanewsDecember 3, 2019 by mahabharatanewsDecember 3, 20190435 (ପ୍ର୍ରିୟଦର୍ଶନୀ ସ୍ୱାଇଁ/ମହାଭାରତ): ପୁଣି ଚର୍ଚ୍ଚାରେ ସନ୍ତୋଷ ଓରଫ ସାରଥୀ ବାବା । ସାରଥିଙ୍କୁ ଗିରଫ ସମୟରେ ତାଙ୍କ ପାଖରେ ଦିବ୍ୟଶକ୍ତି ଥିବା ନେଇ ବହୁ ମାତ୍ରାରେ ପ୍ରଚାର ମଧ୍ୟ ହୋଇଥିଲା। ସତରେ କଣ ସାରଥୀଙ୍କର...