ଓଡିଶାରବି ଋତୁ ଧାନ ସଂଗ୍ରହ ସଂପର୍କିତ ଜିଲ୍ଲାସ୍ତରୀୟ ବୈଠକmahabharatanewsApril 5, 2022April 5, 2022 by mahabharatanewsApril 5, 2022April 5, 20220250 ପୁରୀ: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ବ୍ରହ୍ମଗିରି ନିର୍ବାଚନ ମଣ୍ତଳୀ ଅନ୍ତର୍ଗତ ପ୍ରାଥମିକ ସେବା ସମବାୟ ସମିତି ଗୁଡିକରେ ରବି ଋତୁ ଧାନ ସଂଗ୍ରହ ବ୍ୟବସ୍ଥାର ସୁବ୍ୟବସ୍ଥିତ...
ଓଡିଶାପୁରୀ ସିଟି ଡିଏସପିଙ୍କୁ ଡିଜିପି ଡିସ୍କ ପୁରସ୍କାର ପ୍ରଦାନmahabharatanewsApril 4, 2022April 4, 2022 by mahabharatanewsApril 4, 2022April 4, 20220306 ପୁରୀ : ରାଜ୍ୟ ପୋଲିସ ପକ୍ଷରୁ ୨୦୨୧-୨୨ ବର୍ଷ ପାଇଁ ପୁରୀ ଡିଏସପି ଜନାରର୍ଦନ ପାଢୀଙ୍କୁ ସମ୍ମାନ ଜନକ ଡିଜିପି ଡିସ୍କ ପୁରସ୍କାର ପ୍ରଦାନ କରାଯାଇଛି । ସେବା ଓ କର୍ତ୍ତବ୍ୟ ନିଷ୍ଠା ଭାବେ କାର୍ଯ୍ୟ...
ଓଡିଶାଶ୍ରୀମନ୍ଦିର ରୋଷ ଘରେ ଚୁଲି ଭାଙ୍ଗିଲେ ଦୁର୍ବୁତ୍ତmahabharatanewsApril 3, 2022April 3, 2022 by mahabharatanewsApril 3, 2022April 3, 20220290 ପୁରୀ : ଶ୍ରୀମନ୍ଦିର ରୋଷଘରେ ଚୁଲି ଭାଙ୍ଗିଲେ ଦୁର୍ବୁତ୍ତ । ରୋଷ ଘରେ ଥିବା ୪୦ରୁ ଅଧିକ ଚୁଲିକୁ ଭାଙ୍ଗି ଚୁରମାରକରି ଦେଇଛନ୍ତି । କିଏ ଏପରି କରିଛି ଓ କେଉଁ ଉଦ୍ଦେଶ୍ୟରେ ଏପରି...
ଅପରାଧଓଡିଶାକୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ହତ୍ୟା ମାମଲାରେ ଫେରାର ୪ ଅଭିଯୁକ୍ତ ଗିରଫmahabharatanewsMarch 22, 2022 by mahabharatanewsMarch 22, 20220584 ଭୁବନେଶ୍ଵର: ବହୁଚର୍ଚ୍ଚିତ ଶ୍ରୀମନ୍ଦିର ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ହତ୍ୟା ମାମଲାରେ ଫେରାର ୪ ଅଭିଯୁକ୍ତ ଗିରଫ । ଟୁଟୁ ମହାପାତ୍ର, ହରି ପଣ୍ଡା, କୁନମୁନି ସୁଆର ଓ ଜଗନ ଖଟେଇକୁ ଗିରଫ କରିଛି...
ଓଡିଶାଆଜି ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତmahabharatanewsMarch 18, 2022March 18, 2022 by mahabharatanewsMarch 18, 2022March 18, 20220251 ପୁରୀ : ଆଜି ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୁଦନ ଓ ରଥରେ ବାମନ ରୂପରେ ମହାପ୍ରଭୁଙ୍କ ଦର୍ଶନ ଭକ୍ତଙ୍କ ଭାଗ୍ୟରେ ଥିଲେ ମିଳିଥାଏ...
ଓଡିଶାଶ୍ରୀମନ୍ଦିରରେ ୧ ଘଣ୍ଟାରୁ ଅଧିକ ସମୟ ଧରି ଦର୍ଶନ ବନ୍ଦmahabharatanewsMarch 7, 2022 by mahabharatanewsMarch 7, 20220182 (ପୁରୀ) : ଶ୍ରୀମନ୍ଦିରରେ ରକ୍ତଛିଟା । ଭିତରକାଠ ନିକଟରେ ରକ୍ତଛିଟା ଦେଖିବାକୁ ମିଳିଛି । ଫଳରେ ମହାପ୍ରଭୁଙ୍କ ହେଲା ମହାସ୍ନାନ ନୀତି । ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ଦର୍ଶନ ବନ୍ଦ...
ଓଡିଶାଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି, ସ୍ୱାଗତ କରିବେ ମୁଖ୍ୟମନ୍ତ୍ରୀmahabharatanewsFebruary 18, 2022 by mahabharatanewsFebruary 18, 20220181 ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆସନ୍ତାକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱତନ୍ତ୍ର ବିମାନ...
ଓଡିଶାଜଗା ଦର୍ଶନ କରିବେ ଭକ୍ତ, ଜାରି ହେଲା ନୂଆ ଏସଓପିmahabharatanewsFebruary 18, 2022 by mahabharatanewsFebruary 18, 20220271 ପୁରୀ: ଜଗା ଦର୍ଶନ ପାଇଁ ଜାରି ହେଲା ନୂଆ ଏସଓପି । ୨୧ଫେବୃଆରୀ ରୁ ଲାଗୁ ହେବ ଏହି ନୂଆ ନିୟମ । ଦର୍ଶନ ପାଇଂ ଦେଖେଇବାକୁ ପଡିବନି କୋଭିଡ ଟୀକା ପ୍ରମାଣ ପତ୍ର...
ଅପରାଧରାଜନୀତିବିଜେପି କର୍ଯ୍ୟାଳୟକୁ ପୋଡିବାକୁ ଉଦ୍ୟମmahabharatanewsSeptember 27, 2021 by mahabharatanewsSeptember 27, 20210156 ଗୋପ(ଜୟନ୍ତ କୁମାର ସେଠୀ): ବିଜେପି କାର୍ଯ୍ୟାଳୟକୁ ପୋଡ଼ିବାକୁ କିଛି ଦୁର୍ବୁତ୍ତ ଉଦ୍ୟମ କରିଛନ୍ତି । ବିୟର ବୋତଲରେ ପେଟ୍ରୋଲ ପୁରାଇ ନିଆଁ ଲଗାଇ ପିପିଲି ସାତଶଙ୍ଖ ବିଜେପି କାର୍ଯ୍ୟାଳୟ ଉପରକୁ ଫିଙ୍ଗି ଦୁର୍ବୁତ୍ତମାନେ ନିଆଁ...
ରାଜନୀତିନିର୍ବାଚନ ପାଇଁ ତିନି ଦଳ ମଧ୍ୟରେ ଜୋରଦାର ଲଢେଇmahabharatanewsSeptember 27, 2021 by mahabharatanewsSeptember 27, 20210184 ଗୋପ(ଜୟନ୍ତ କୁମାର ସେଠୀ): ନିର୍ବାଚନୀ ପ୍ରଚାରରେ କମ୍ପୁଛି ପିପିଲି । ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଦ୍ଵାର ଦ୍ଵାର ଭୋଟ ଭିକ୍ଷା କରୁଛନ୍ତି । ବିଜେଡି ପ୍ରାର୍ଥୀ ରୁଦ୍ରଙ୍କ ପାଇଁ ମନ୍ତ୍ରୀ ସମୀର ରଞ୍ଜନ...