ଓଡିଶାଓଡ଼ିଶା ରତ୍ନ ଭାବେ ସୁପ୍ରିତ୍ ସନ୍ତୋଷ ବଛାଙ୍କୁ ସମ୍ମାନିତmahabharatanewsFebruary 2, 2023 by mahabharatanewsFebruary 2, 20230138 ରାୟଗଡ଼ା: ଓଡ଼ିଶା ରତ୍ନ ଭାବେ ସୁପ୍ରିତ୍ ସନ୍ତୋଷ ବଛାଙ୍କୁ ସମ୍ମାନିତ କରାଯାଇଛି। ଭୁବନେଶ୍ୱରର ଭଞ୍ଜ କଳାମଣ୍ଡପଠାରେ ସଙ୍ଗୀତ ମୂର୍ଛନା ଓ ଓଡ଼ିଶା ସଂସ୍କୃତି କଳା ଏକାଡେମୀ ପକ୍ଷରୁ ଆୟୋଜିତ କାର୍ୟ୍ୟକ୍ରମରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ...
ଓଡିଶାରାଜନୀତିକଂଗ୍ରେସ ତରଫରୁ ସମ୍ବାଦିକ ସମ୍ମୀଳନୀmahabharatanewsJanuary 14, 2023January 14, 2023 by mahabharatanewsJanuary 14, 2023January 14, 20230204 ରାୟଗଡା : କଂଗ୍ରେସ କମିଟି ତରଫରୁ ସ୍ଥାନୀୟ ତେଜସ୍ୱି ହୋଟେଲ ପରିସରରେ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି । ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...
Uncategorizedରାୟଗଡ ଜିଲ୍ଲା ତରଫରୁ ନୂଆବର୍ଷ ପାଳନ ସହ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ବଣ୍ଟନmahabharatanewsJanuary 1, 2023 by mahabharatanewsJanuary 1, 20230145 ରାୟଗଡ : ସ୍ଥାନୀୟ ସାଇପ୍ରିୟା ନଗର ଠାରେ ଥିବା ସାଇପ୍ରିୟା ୱେଲ ଫର ଟ୍ରଷ୍ଟର ସମ୍ମିଳନୀ କକ୍ଷରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡ ଜିଲ୍ଲାର ସଭାପତି ଶ୍ରୀ ଦୟାନନ୍ଦ ଖାଡାଙ୍ଗାଙ୍କ ନେତୃତ୍ୱରେ ନବବର୍ଷ...
ଓଡିଶାଦୁର୍ଘଟଣାରୁଷ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର ଦ୍ୱିତୀୟ ଦିନରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚmahabharatanewsDecember 31, 2022 by mahabharatanewsDecember 31, 20220130 ରାୟଗଡ଼ା : ବହୁ ଚର୍ଚ୍ଚିତ ରୁଷ ପର୍ୟ୍ୟଟକ ବ୍ଲାଦିମିର ବିଦାନୋଭ ଓ ଆଣ୍ଟୋଭ ପାଭେଲ ମୃତ୍ୟୁ ଘଟଣା ତଦନ୍ତ ପାଇଁ ରାୟଗଡ଼ା ଠାରେ ଦ୍ବିତୀୟ ଦିନରେ ତଦନ୍ତ କରୁଛନ୍ତି କ୍ରାଇମବ୍ରାଞ୍ଚ ଟିମ୍। କ୍ରାଇମବ୍ରାଞ୍ଚ ଡିଏସପି...
ଓଡିଶାଉତ୍କଳ ଆଲୁମିନା କମ୍ପାନୀ ବିରୁଦ୍ଧରେ ଧାରଣାmahabharatanewsNovember 14, 2022 by mahabharatanewsNovember 14, 20220160 ରାୟଗଡ଼ା : (ସନ୍ତୋଷ କୁମାର ଲମତା ) କାଶିପୁର ବ୍ଲକ ମାଈକଞ୍ଚ ପଞ୍ଚାୟତର ପାଇକ କୁପାଖାଲ ଓ କରଞ୍ଜ କୁପାଖାଲ ମୌଜାରେ ଥିବା ବାପୁଲିମାଳି ବକସାଇଟ୍ ଖଣି ଖନନକୁ ଦୁଇଟି ଗ୍ରାମର ଲୋକେ ପୁନର୍ବାର...
ଓଡିଶାହଷ୍ଟେଲ ଛାତରୁ ପଡି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟmahabharatanewsMay 6, 2022 by mahabharatanewsMay 6, 20220225 ରାୟଗଡା : ମାଟ୍ରିକ ପରୀକ୍ଷା ଦେବାକୁ ଆସି ଛାତରୁ ପଡି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ କପାପଦର ହାଇସ୍କୁଲରେ ଅଘଟଣ । ହଷ୍ଟେଲ ଛାତରୁ ପଡି...
ଅପରାଧଶୋଇଥିବା ଅବସ୍ଥାରେ ବେକ କାଟିଦେଲା ଦୁର୍ବୃତ୍ତmahabharatanewsSeptember 21, 2021 by mahabharatanewsSeptember 21, 20210165 ରାୟଗଡା: ରାୟଗଡା ଜିଲ୍ଳା ଅମ୍ବାଦୋଲା ରଘୁବାରି ଗ୍ରାମରେ ଘଟିଯାଇଛି ଏକ ଅମାନବୀୟ ଘଟଣା । ଜଣେ ଯୁବକଙ୍କୁ ଶୋଇଥିବା ଅବସ୍ଥାରେ ଗଳାକାଟି ହତ୍ୟା କରାଯାଇଥିବା ଜଣାଯାଇଛି । ଗ୍ରାମର ଶିବ ଡଙ୍ଗୀରି ଏହି ହତ୍ୟାକାଣ୍ଡର...