ଭାରତ୧୨ ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ମିଳିବ କୋଭୋଭାକ୍ସ ଟିକାmahabharatanewsMay 5, 2022 by mahabharatanewsMay 5, 20220239 ନୂଆଦିଲ୍ଲୀ: ରାଜ୍ୟ ହେଉ କିମ୍ବା ଦେଶ ଏବେ କରୋନା ସଂକ୍ରମଣ ଆୟତରେ ଅଛି । କିନ୍ତୁ ଏପର୍ଯ୍ୟନ୍ତ ବିପଦ ସମ୍ପୂର୍ଣ୍ଣ ଭାବେ ଟଳିନି । ତେଣୁ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ଏହାରି...
ଭାରତଦେଶରେ ୧୨୪୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟmahabharatanewsApril 19, 2022 by mahabharatanewsApril 19, 20220138 ନୂଆଦିଲ୍ଲୀ: ଦେଶରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨୪୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି...
ଓଡିଶାମାହାଙ୍ଗାରେ ହୃଦୟବିଦାରକ ଗଣହତ୍ୟା: ବଡ ଭାଇ ପରିବାରକୁ ନିପାତ କଲା ସାନ ଭାଇmahabharatanewsApril 12, 2022 by mahabharatanewsApril 12, 20220285 କଟକ: ମାହାଙ୍ଗା ଅଞ୍ଚଳରେ ହୃଦୟବିଦାରକ ଗଣ ହତ୍ୟା । ବଡ ଭାଇର ପୁରା ପରିବାରକୁ ମୂଳରୁ ନିପାତ କରିଦେଇଛି ସାନ ଭାଇ । ଜମିବାଡି ବିବାଦକୁ ନେଇ ରାତିରେ ବଡ ଭାଇ ଅଲେଖ ସାହୁ,...
ଭାରତଦେଶରେ ଦିନକରେ ୧,୩୩୫ କରୋନା ସଂକ୍ରମଣ ଚିହ୍ନଟmahabharatanewsApril 1, 2022 by mahabharatanewsApril 1, 20220279 ନୂଆଦିଲ୍ଲୀ: କିଛି ଦିନ ଧରି ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଦେଢ଼ ହଜାରରୁ ଯଥେଷ୍ଟ କମ୍ ରହିଛି ସଂକ୍ରମଣ ସଂଖ୍ୟା ।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ...
ଓଡିଶାଖରସ୍ରୋତା ନଦୀରୁ ଆଜି ଆଉ ଜଣଙ୍କର ମୃତଦେହ ଉଦ୍ଧାରmahabharatanewsMarch 19, 2022 by mahabharatanewsMarch 19, 20220149 ଯାଜପୁର: ଯାଜପୁର ବଡ଼ସୁଆର ନିକଟରେ ଖରସ୍ରୋତା ନଦୀରୁ ଆଜି ଆଉ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ ଗତକାଲି ବନ୍ଧମୁଣ୍ଡା ନିକଟ ଖରସ୍ରୋତା ନଦୀର ମଙ୍ଗଳାପ ଘାଟରେ ଗାଧୋଉଥିବା ବେଳେ ୭...
ଓଡିଶାଶ୍ରୀମନ୍ଦିରରେ ୧ ଘଣ୍ଟାରୁ ଅଧିକ ସମୟ ଧରି ଦର୍ଶନ ବନ୍ଦmahabharatanewsMarch 7, 2022 by mahabharatanewsMarch 7, 20220166 (ପୁରୀ) : ଶ୍ରୀମନ୍ଦିରରେ ରକ୍ତଛିଟା । ଭିତରକାଠ ନିକଟରେ ରକ୍ତଛିଟା ଦେଖିବାକୁ ମିଳିଛି । ଫଳରେ ମହାପ୍ରଭୁଙ୍କ ହେଲା ମହାସ୍ନାନ ନୀତି । ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ଦର୍ଶନ ବନ୍ଦ...
ଓଡିଶାମୃତ ଅବସ୍ଥାରେ ଶିଶୁ ପୁତ୍ର ଉଦ୍ଧାରmahabharatanewsFebruary 26, 2022 by mahabharatanewsFebruary 26, 20220154 ଭୁବନେଶ୍ୱର: ଗୋପୀନାଥପୁରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ଥିବା ବିରୂପା ନଦୀର ହରିକୁଦ ନିକଟରେ ଏକ ଶିଶୁ ପୁତ୍ର ମୃତ ଅବସ୍ଥାରେ ପଡ଼ିଥିବା କିଛି ଗ୍ରାମବାସୀ ଦେଖିବାକୁ ପାଇଥିଲେ। ମୃତ...
ଭାରତହିଜାବ ବିବାଦ ମାମଲା: ତ୍ୱରିତ ଶୁଣାଣି ଆବେଦନ ଖାରଜ କଲେ ସୁପ୍ରିମକୋର୍ଟmahabharatanewsFebruary 11, 2022February 11, 2022 by mahabharatanewsFebruary 11, 2022February 11, 20220271 ନୂଆଦିଲ୍ଲୀ: ହିଜାବ ବିବାଦ ମାମଲାରେ ଦାଏର କରାଯାଇଥିବା ପିଟିସନ୍ର ଜରୁରୀକାଳୀନ ଶୁଣାଣି ପାଇଁ ମନା କରିଛନ୍ତି ସୁପ୍ରିମକୋର୍ଟ । ହାଇକୋର୍ଟରେ ମାମଲା ଥିବାରୁ ଶୁଣାଣି ସମ୍ଭବ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଅନ୍ୟପଟେ...
ଭାରତଦେଶରେ କମୁଛି ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟାmahabharatanewsFebruary 11, 2022 by mahabharatanewsFebruary 11, 20220308 ନୂଆଦିଲ୍ଲୀ: ଦେଶରେ ଏବେ ସଂକ୍ରମଣ ହାର ଓ ମୃତ୍ୟୁସଂଖ୍ୟା କମିଛି । ଧୀରେ ଧୀରେ ସ୍ଥିତି ସୁଧୁରିବାରେ ଲାଗିଛି । ଏବେ ଦୈନିକ ସଂକ୍ରମଣ ସଂଖ୍ୟା କ୍ରମଶଃ ହ୍ରାସ ପାଉଛି କିନ୍ତୁ ମୃତ୍ୟୁସଂଖ୍ୟା ବୃଦ୍ଧି...