ବିଶ୍ୱ୨୦୨୪ ରାଷ୍ଟ୍ରପତି ନିର୍ବାଚନ ମୈଦାନକୁ ପୁଣି ଓହ୍ଲାଇଲେ ଡୋନାଲ୍ଡ ଟ୍ରମ୍ପmahabharatanewsNovember 16, 2022November 16, 2022 by mahabharatanewsNovember 16, 2022November 16, 20220201 ନୂଆଦିଲ୍ଲୀ : ପୁଣି ରାଷ୍ଟ୍ରପତି ନିର୍ବାଚନ ଲଢିବେ ଟ୍ରମ୍ପ | ୨୦୨୪ ନିର୍ବାଚନ ଲଢିବାକୁ ପୁଣି ମୈଦାନକୁ ଓହ୍ଲାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନିର୍ବାଚନ ଲଢିବା ନେଇ ଘୋଷଣା କଲେ ଟ୍ରମ୍ପ | ଆମେରିକାର...
ଓଡିଶାଚାଷୀଙ୍କ ପାଇଁ ମରୁଡି ସହାୟତାmahabharatanewsNovember 15, 2022November 15, 2022 by mahabharatanewsNovember 15, 2022November 15, 20220167 ଭୁବନେଶ୍ୱର : ଚାଷୀଙ୍କ ପାଇଁ ଆସିଲା ଖୁସି ଖବର । ମରୁଡି ପ୍ରଭାବିତ ଅଞ୍ଚଳରେ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ୨୦୦ କୋଟି ଟଙ୍କାର...
ବିଶ୍ୱଭାରତ୮୦୦ କୋଟି ଛୁଇଁଲା ବିଶ୍ବ ଜନସଂଖ୍ୟାmahabharatanewsNovember 15, 2022 by mahabharatanewsNovember 15, 20220170 ସାନଫ୍ରାନ୍ସିସକୋ: ବିଶ୍ୱରେ ଲଗାତର ବଢିବାରେ ଲାଗିଛି ଜନସଂଖ୍ୟା । ଏଭଳି ସ୍ଥିତିରେ ବଢୁଥିବା ଜନସଂଖ୍ୟା ଏକ ପ୍ରମୁଖ ସମସ୍ୟା ପାଲଟିଛି । ସାରା ବିଶ୍ବରେ ଜନସଂଖ୍ୟା ଅଭିବୃଦ୍ଧି ହାର ହ୍ରାସ ପାଇଥିଲେ ହେଁ ଏବେ...
ଓଡିଶାଭିଜିଲାନ୍ସ ଜାଲରେ RWSSର ସହକାରୀ ଯନ୍ତ୍ରୀmahabharatanewsNovember 14, 2022November 14, 2022 by mahabharatanewsNovember 14, 2022November 14, 20220171 ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡା । ଉଦଳା RWSSର ସହକାରୀ ନିର୍ବାହୀ ଯନ୍ତ୍ରୀ ହେଉଛନ୍ତି ରବି ନାରାୟଣ ପଣ୍ଡା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରବିଙ୍କ...
ଓଡିଶାରାଜନୀତିପଦ୍ମପୁର ଉପନିର୍ବାଚନ : ପ୍ରାର୍ଥୀ ଘୋଷଣା କଲେ ଦୁଇ ଦଳ; ବାକି ରହିଗଲା ବିଜେଡିmahabharatanewsNovember 12, 2022 by mahabharatanewsNovember 12, 20220136 ବ୍ୟୁରୋ : ୧୯୫୧ ରୁ ୨୦୧୯ ପଦ୍ମପୁରରେ ୧୬ ଥର ହୋଇଛି ନିର୍ବାଚନ । ବିଜେଡି ଗଠନ ପରଠାରୁ ପଦ୍ମପୁରରେ ୩ ଥର ଏହି ଦଳ ବାଜି ମାରିଛି । ୧୯୯୦ ରୁ ୧୯୯୫...
ଭାରତTMC ମନ୍ତ୍ରୀଙ୍କ ଔଦ୍ଧତ୍ୟ: ରାଷ୍ଟ୍ରପତିଙ୍କ ବିରୋଧରେ ଦେଲେ କୁତ୍ସିତ ମନ୍ତବ୍ୟmahabharatanewsNovember 12, 2022 by mahabharatanewsNovember 12, 20220154 ବ୍ୟୁରୋ : ରାଷ୍ଟ୍ରପତିଙ୍କୁ ତାତ୍ସଲ୍ୟ । ରାଷ୍ଟ୍ରପତିଙ୍କ ବିରୋଧରେ କୁତ୍ସିତ ମନ୍ତବ୍ୟ ଦେଲେ ଟିଏମସି ନେତା ତଥା ମନ୍ତ୍ରୀ ଅଖିଳ ଗିରି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ନିନ୍ଦନୀୟ ମନ୍ତବ୍ୟ ଦେଇଛନ୍ତି । ନନ୍ଦିଗ୍ରାମରେ...
ଭାରତମନୋରଞ୍ଜନଆରପାରିରେ ଟେଲି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ : ୪୬ ବର୍ଷ ବୟସରେ ସିଦ୍ଧାନ୍ତଙ୍କ ଅକାଳ ବିୟୋଗ mahabharatanewsNovember 11, 2022 by mahabharatanewsNovember 11, 20220172 ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ ଦେହାନ୍ତ ହୋଇଛି। ହିନ୍ଦୀ ଧାରାବାହିକ ଜଗତର ଲୋକପ୍ରିୟ ଅଭିନେତା ଥିଲେ ସେ | ୱାର୍କଆଉଟ୍ କରୁଥିବା ସମୟରେ ହୃଦଘାତରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।...
ଖେଳସେମି ଫାଇନାଲ୍ ମ୍ୟାଚ୍ ହାରିବା ପରେ କାନ୍ଦି ପକାଇଲେ ରୋହିତ ଶର୍ମାmahabharatanewsNovember 11, 2022November 11, 2022 by mahabharatanewsNovember 11, 2022November 11, 20220178 ଆଡିଲେଡ୍: ଭାରତ ପାଇଁ ସରିଗଲା ଟି-୨୦ ବିଶ୍ୱକପ ୨୦୨୨ର ଯାତ୍ରା । ସେମିଫାଇନାଲରେ ଇଂଲଣ୍ଡ ଠାରୁ ଶୋଚନୀୟ ପରାଜୟ ପରେ ୱାଲର୍ଡକପ ରେସରୁ ବାଦ ପଡିଛି ଟିମ ଇଣ୍ଡିଆ । ଲୁଢୁଆ ବ୍ୟାଟିଂ ସତ୍ୱେ...
ଅପରାଧଓଡିଶାଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହେଯାଗୀ ଗିରଫ |mahabharatanewsNovember 11, 2022November 11, 2022 by mahabharatanewsNovember 11, 2022November 11, 20220170 ଭୁବନେଶ୍ୱର : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହେଯାଗୀ ଗିରଫ | ଅର୍ଚ୍ଚନାଙ୍କ ସହେଯୋଗୀ ଖଗେଶ୍ୱର ପାତ୍ରଙ୍କୁ ଗିରଫ କଲା ଇଡି | ଲକ୍ଷାଧିକ ଟଙ୍କାର ଟ୍ରାଞ୍ଜାକ୍ସନ ଅଭିଯୋଗରେ ବାନ୍ଧିଲା ଇଡି । ୨୦ଘଣ୍ଟାର...
ଓଡିଶାପୁରୀ ବେଳାଭୂମିରେ ମହାପ୍ରଭୁଙ୍କ ବାଲୁକା ଚିତ୍ରକଳା ବୁଲି ଦେଖିଛନ୍ତି ରାଷ୍ଟ୍ରପତିmahabharatanewsNovember 10, 2022 by mahabharatanewsNovember 10, 20220178 ପୁରୀ : ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପୁରୀ ବେଳାଭୂମିରେ ମହାପ୍ରଭୁଙ୍କ ବାଲୁକା ଚିତ୍ରକଳା ପରିଦର୍ଶନ କରିଥିଲେ | ତେବେ ଜଗଦର୍ଶନ କରି ଏହି ଅବସରରେ ସମଗ୍ର...