ଓଡିଶାଜଳିଗଲା କୋଟିକୋଟି ଟଙ୍କାର ପାଣି ପାଇପmahabharatanewsJune 12, 2022 by mahabharatanewsJune 12, 20220256 ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା କୋଟିକୋଟି ଟଙ୍କାର ପାଣି ପାଇପ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଲଙ୍ଗଳକଟା ରାସ୍ତା କଡ଼ରେ ଥିବା ଜୁବେରି ଇଞ୍ଜିନିୟରିଂ କମ୍ପାନୀର ପ୍ଲାଷ୍ଟିକ ପାଇପ ଗଦାରେ ଲାଗିଲା...
Uncategorizedମହାପ୍ରଭୁଙ୍କ ସେନାପଟା ଲାଗି ପାଇଁ ପୁରୀରେ ପହଁଚିଲା ବଉଳ କାଠmahabharatanewsJune 12, 2022 by mahabharatanewsJune 12, 20220201 ପୁରୀ: ମହାପ୍ରଭୁଙ୍କ ସେନାପଟା ଲାଗି ପାଇଁ ପୁରୀରେ ପହଁଚିଲା ବଉଳ କାଠ। ମହାପ୍ରଭୁଙ୍କ ପାଇଁ ପ୍ରତିବର୍ଷ ସତ୍ୟବାଦୀ ଅଂଚଳରୁ ବଉଳ ଗଛ ଚିହ୍ନଟ କରାଯାଇ କାଠ ଅଣାଯାଏ। ଚଳିତ ବର୍ଷ ମନ୍ଦିର ପ୍ରଶାସନ ପକ୍ଷରୁ...
ଓଡିଶାଭାରତଅନ୍ତର୍ଜାତୀୟ ବଜାରରେ ବଢ଼ିବାରେ ଲାଗିଛି ଅଶୋଧିତ ତୈଳର ଦର!mahabharatanewsJune 12, 2022 by mahabharatanewsJune 12, 20220241 ଭୁବନେଶ୍ୱର: କିଛି ଦିନର ସ୍ଥିରତା ପରେ ପୁଣି ବଢିବାକୁ ଯାଉଛି ତୈଳ ଦଳ । ଅନ୍ତର୍ଜାତୀୟ ବଜାରରେ ବଢ଼ିବାରେ ଲାଗିଛି ଅଶୋଧିତ ତୈଳର ଦର । ହେଲେ ଅଶୋଧିତ ତୈଳ ଦର ବୃଦ୍ଧି ହିସାବରେ...
ଓଡିଶାଖେଳଆଜି ନବୀନଙ୍କୁ ଭେଟିବେ ସୌରଭ ଦାଦା mahabharatanewsJune 12, 2022 by mahabharatanewsJune 12, 20220278 ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ସୌରଭ ଗାଙ୍ଗୁଲି । ଅପରାହ୍ନ ୨ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପରାହ୍ନ ୫ଟାରେ ସାକ୍ଷାତ...
ଭାରତନିହତ ୩ ଆତଙ୍କବାଦୀ: ଲସ୍କର ସହ ଥିଲେ ସମ୍ପୃକ୍ତmahabharatanewsJune 12, 2022June 12, 2022 by mahabharatanewsJune 12, 2022June 12, 20220239 ପୁଲୱାମା: ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିପାତ । ପୁଲୱାମାର ଡ୍ରାବଗାମ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି । ଆତଙ୍କବାଦୀଙ୍କ ଠାରୁ ବ୍ୟାପକ ଅସ୍ତ୍ରଶସ୍ତ୍ର , ଦୁଇଟି ଏକେ ୪୭ ରାଇଫଲ, ଗୋଟିଏ ପିସ୍ତଲ...
ଓଡିଶାଖେଳଶ୍ରୀନାଥଙ୍କୁ ଭେଟିବାକୁ ମେ ଫେୟାର ହୋଟେଲ ପହଞ୍ଚିଥିଲେ ଓଡ଼ିଆ ଫ୍ୟାନ୍ସ ଦୀପକmahabharatanewsJune 11, 2022 by mahabharatanewsJune 11, 20220210 ଭୁବନେଶ୍ୱର: ଆଜି ଶ୍ରୀନାଥଙ୍କୁ ଭେଟିବାକୁ ମେ ଫେୟାର ହୋଟେଲ ପହଞ୍ଚିଥିଲେ ଓଡ଼ିଆ ଫ୍ୟାନ୍ସ ଦୀପକ ଓଝା । ଆଉ ସାଙ୍ଗରେ ନେଇଥିଲେ ରସଗୋଲା ଓ ଛେନାପୋଡ଼ । ସେହି ଓଡ଼ିଆ ଫ୍ୟାନ୍ସଙ୍କ ହାତରୁ ଗୁଡ଼...
ଓଡିଶାଖେଳଭାରତବାରବାଟୀରେ ମାସ୍କ ବାଧ୍ୟତାମୂଳକmahabharatanewsJune 11, 2022 by mahabharatanewsJune 11, 20220333 କଟକ: ଆସନ୍ତାକାଲି ବାରବାଟୀରେ ମହା ଲଢେଇ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-ଟ୍ବେଣ୍ଟି । ଚଳଚଞ୍ଚଳ ହୋଇଉଠିଛି ପୁରା ଓଡିଶା । କୋଣସି ପ୍ରକାର ଗଣ୍ଡଗୋଳ ନ ହେବାକୁ...
ଖେଳବାରବାଟୀ ଟି-୨୦: ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀmahabharatanewsJune 11, 2022 by mahabharatanewsJune 11, 20220278 କଟକ: ଆସନ୍ତାକାଲି ବାରବାଟୀ ଟି-୨୦ ମ୍ୟାଚକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ କରିବେ । ଏଣୁ ଉଚ୍ଚସ୍ତରୀୟ ଅଧିକାରୀମାନେ ଶୁକ୍ରବାର ବାରବାଟୀକୁ ଆସି ସ୍ଥିତି...
ଓଡିଶାଭାଲୁ ଆକ୍ରମଣର ଶିକାର ହେଲେ ୨ ଟିପିଏପ୍ କର୍ମଚାରୀmahabharatanewsJune 8, 2022 by mahabharatanewsJune 8, 20220335 କରଞ୍ଜିଆ : ଉତ୍ତର ସିମିଲିପାଳ ବନ୍ୟଜନ୍ତୁ ବିଭାଗ ଅନ୍ତର୍ଗତ ଚାହଲା ରେଞ୍ଜରେ ଭାଲୁ ଆକ୍ରମଣ କରିବା ପରେ ଦୁଇଜଣ ଜଙ୍ଗଲ ଅଧିକାରୀ ଆହତ ହୋଇଛନ୍ତି। ଖବର ଅନୁଯାୟୀ, ଅଧିକାରୀମାନେ ବାଘର ଜନଗଣନାରେ ନିୟୋଜିତ ଥିବାବେଳେ...
ଭାରତସର୍ମ୍ପକୀୟଙ୍କ ଘରେ ଇଡିର ରେଡ, ମିଳିଲା କୋଟି କୋଟି ଟଙ୍କା ଓ ସୁନା ବିସ୍କୁଟmahabharatanewsJune 7, 2022 by mahabharatanewsJune 7, 20220222 ସତ୍ୟେନ୍ଦ୍ର ଜୈନଙ୍କର ବଢିଲା ଅଡୁଆ । କେଜ୍ରିୱାଲ ସରକାରରେ ମନ୍ତ୍ରୀ ଅଛନ୍ତି ସତ୍ୟେନ୍ଦ୍ର । ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସତ୍ୟେନ୍ଦ୍ରଙ୍କ ସମ୍ପର୍କୀୟଙ୍କ ଘରୁ ଜବତ କରିଛି ୨.୮୨ କୋଟି ଟଙ୍କା ଓ ଅନେକ ସୁନା...