Uncategorizedତାଲିବାନରେ ଏୟାର ଷ୍ଟ୍ରାଇକ୍mahabharatanewsSeptember 7, 2021 by mahabharatanewsSeptember 7, 20210194 (କାବୁଲ): ସରିନି ପଞ୍ଜଶିରର ଲଢ଼େଇ । ତାଲିବାନ ଗୋଟିଏ ଦିନ ପୂର୍ବରୁ ଘୋଷଣା କରିଥିଲା କି ତାଲିବାନ ସମ୍ପୂର୍ଣ୍ଣ ରୂପେ ପଞ୍ଜଶିରକୁ ଦଖଲ କରିଦେଇଛି । ମାତ୍ର ଘୋଷଣା କରିବାର ଗୋଟିଏ ଦିନ ପରେ...
ଓଡିଶାସେପ୍ଟେମ୍ବର ୧୩ ତାରିଖରେ କଟକ ବନ୍ଦmahabharatanewsSeptember 6, 2021 by mahabharatanewsSeptember 6, 20210204 (କଟକ): କଟକ ନଗର ବିଜେପି ବିରୋଧ କଲା ରାଜ୍ୟ ସରକାରଙ୍କ ପାର୍ବଣ କଟକଣାକୁ ନେଇ । ରାଜ୍ୟରେ ସମସ୍ତ ପ୍ରକାରର ପ୍ରେକ୍ଷାଳୟ, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଦୋକାନ, ବଜାର ଖୋଲିଥିବା ବେଳେ କେଉଁ...
ଓଡିଶାପୂର୍ବତନ ମୁଖ୍ୟମନ୍ତ୍ରୀ ବର୍ଷା ପାଇଁ ଇନ୍ଦ୍ର ପୂଜା କଲେmahabharatanewsSeptember 6, 2021 by mahabharatanewsSeptember 6, 20210169 (ଝାରସୁଗୁଡ଼ା): ମରୁଡ଼ି ଆଶଙ୍କା କରି ଇନ୍ଦ୍ର ପୂଜା କଲେ ପୂର୍ବତନ ମୂଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ । ତେବେ ଏହି ଦୃଶ୍ୟ ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଳା କିରମିରା ବ୍ଲକର ଠାକୁରପଡ଼ା ଗାଁରେ । ତେବେ...
ଅପରାଧକଖାରୁ ବୋଝେଇ କ୍ୟାଣ୍ଟରରୁ ଗଞ୍ଜେଇ ଜବତmahabharatanewsSeptember 6, 2021 by mahabharatanewsSeptember 6, 20210171 (ଭବାନୀପାଟଣା): ପୋଲିସଠୁ ବଞ୍ଚି ଯିବା ପାଇଁ ଗଞ୍ଜେଇ ମାଫିଆ ମାନେ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି । କେତେବେଳେ ମାଲବୋଝେଇ ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଛନ୍ତି ତ କେତେବେଳେ ବିଭିନ୍ନ ଫଳ ଓ ପନିପରିବା...
ଓଡିଶାଗତକାଲି ପାଳିତ ହୋଇଛି ଗୁରୁ ଦିବସmahabharatanewsSeptember 6, 2021 by mahabharatanewsSeptember 6, 20210232 (ବରୀ/ସତ୍ୟଜିତ ବାରିକ୍, ହିଞ୍ଜିଳି/ରଜନିକାନ୍ତ ପାତ୍ର, ଅନୁଗୁଳ/ଜ୍ୟେତି ରଞ୍ଜନ ଧର, ସାଲେପୁର/ତାରାକାନ୍ତ ନାୟକ): “ଗରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର, ଗରୁ ସାକ୍ଷାତ ପରମବ୍ରହ୍ମ, ତସମୈଶ୍ରୀ ଗରୁବେ ନମଃ” କଥାରେ ଅଛି ଗୁରୁଙ୍କୁ...
ଅପରାଧଓଡିଶା୫୦ହଜାର ମାଗି ବନ୍ଧା ହେଲେ ୨ ସାମ୍ବାଦିକmahabharatanewsSeptember 6, 2021 by mahabharatanewsSeptember 6, 20210204 (ଉମରକୋଟ): ପୋଲିସ ହାତରେ ପୁଣି ୨ ୱେବ ସାମ୍ବାଦିକ । ବଟି ଆଦାୟ ଅଭିଯୋଗରେ ବନ୍ଧା ହେଲେ ୨ ୱେବ ଚ୍ୟାନେଲ ସାମ୍ବାଦିକ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା...
ଓଡିଶାୱେବପୋର୍ଟାଲ ସମ୍ପାଦକଙ୍କ ନାଁରେ ଆଉ ଏକ ଅଭିଯୋଗmahabharatanewsSeptember 4, 2021 by mahabharatanewsSeptember 4, 20210220 (ଭୁବନେଶ୍ୱର): ୱେବପୋର୍ଟାଲ ଫୋକସ ପ୍ଳସର ସମ୍ପାଦକ ସୁଧାଂଶୁ ରାଉତ ଦୂତି ଚାନ୍ଦଙ୍କ ବିରୋଧରେ ଏକ ଆପତି ଜନକ ଖବର ପ୍ରକାଶ କରି ଗିରଫ ହୋଇଛନ୍ତି । କିନ୍ତୁ ଆଜି ତାଙ୍କ ବିରୋଧରେ ଆଉ ଏକ...
ଅପରାଧଫାଷ୍ଟଫୁଡକୁ ନେଇ ବଚସା ଓ ପରେ ହତ୍ୟାmahabharatanewsSeptember 4, 2021 by mahabharatanewsSeptember 4, 20210176 (ଅନୁଗୁଳ): ଫାଷ୍ଟଫୁଡକୁ ନେଇ ବଚସା ହେବାରୁ ବାପା ଓ ଦୁଇ ପୁଅ ମିଶି କଲେ ହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ଼...
ଓଡିଶାରାଜ୍ୟରେ ସଂକ୍ରମଣ ହାରର ନିମ୍ନଗତିmahabharatanewsSeptember 4, 2021September 4, 2021 by mahabharatanewsSeptember 4, 2021September 4, 20210227 (ଭୁବନେଶ୍ୱର): ରାଜ୍ୟରେ ୨୪ଘଣ୍ଟା ମଧ୍ୟରେ ୬୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ବୟସ୍କଙ୍କ ମଧ୍ୟରେ ୧୧୮ ଜଣ ଚିହ୍ନଟ ହୋଇଛନ୍ତି । ୬୮୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ...
ଓଡିଶାଜୀବନ ହାରିଲେ ଇକମୋ ଚିକିତ୍ସାରେ ଯାଇଥିବା ଅଭିଷେକ ମହାପାତ୍ରmahabharatanewsSeptember 4, 2021September 4, 2021 by mahabharatanewsSeptember 4, 2021September 4, 20210172 (ଭୁବନେଶ୍ୱର): ଜୀବନ ସହ ସଂଗ୍ରାମ କରି କରି ଶେଷରେ ହାରିଗଲେ ଭଦ୍ରକର ଅଭିଷେକ ମହାପାତ୍ର । କରୋନାରେ ଗୁରୁତର ହୋଇ ଦୀର୍ଘ ୩ ମାସ ହେଲା କୋଲକାତାରେ ଇକ୍ମୋ ଚିକିତ୍ସା ଚାଲିଥିଲା ଅଭିଷେକଙ୍କର ।...