Uncategorized୭୦ ବର୍ଷୀୟ ବୃଦ୍ଧାଙ୍କ କାନ୍ଧରେ, ୬୫ବର୍ଷୀୟ ବୃଦ୍ଧା ପତ୍ନୀmahabharatanewsSeptember 9, 2021 by mahabharatanewsSeptember 9, 20210243 (ମୁମ୍ବାଇ): କଥାରେ ଅଛି ସ୍ୱାମୀ, ସ୍ତ୍ରୀଙ୍କ ସମ୍ପର୍କ ଜନ୍ମ ଜନ୍ମାନ୍ତରର । ଅଗ୍ନିକୁ ସାଖି ରଖି ସ୍ୱାମୀ, ସ୍ତ୍ରୀ ୭ଜନ୍ମ ସାଥିରେ ଚାଲିବାର ପ୍ରତିଜ୍ଞା ନେଇଥାନ୍ତି । ସବୁ ବାଧା ବିଘ୍ନକୁ ଖାତିର ନକରି...
Uncategorizedତାଲିବାନର ପ୍ରଭାବ ଏବେ ପାକିସ୍ତାନ ଉପରେmahabharatanewsSeptember 9, 2021 by mahabharatanewsSeptember 9, 20210257 (ନୂଆଦିଲ୍ଲୀ): ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ତା’ର ପ୍ରଭାବ ଏବେ ପାକିସ୍ତାନରେ ଦେଖିବାକୁ ମିଳିଲାଣି । ପାକିସ୍ତାନରେ ସରକାର, ସରକାରୀ ସ୍କୁଲରେ ପାଠ ପଢ଼ାଉଥିବା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ପାଇଁ ଏକ ଚିଠିରେ...
Uncategorizedସିନେମା ପରଦାରେ ଦାଦାଙ୍କ ବାୟୋପିକmahabharatanewsSeptember 9, 2021September 9, 2021 by mahabharatanewsSeptember 9, 2021September 9, 20210244 (ମହାଭାରତ ଲାଇଭ): ପ୍ରଥମେ ଧୋନୀ ଆଉ ଏବେ ସୌରଭ । ଧୋନୀଙ୍କ ଜୀବନୀକୁ ନେଇ ନିର୍ମାଣ ହୋଇଥିଲା ଫିଲ୍ମ “ଏମ୍ଏସ୍ ଧୋନି” । ସେହିପରି ଭାରତୀୟ କ୍ରିକେଟ ଜଗତରେ ଦାଦା ଭାବେ ଜଣାଶୁଣା ସୌରଭ...
ଓଡିଶାଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା’…..mahabharatanewsSeptember 9, 2021 by mahabharatanewsSeptember 9, 20210250 (ସମ୍ବଲପୁର): ଆସୁଛି ପଶ୍ଚିମ ଓଡ଼ିଶାର ପାରମ୍ପରିକ ପର୍ବ ନୂଆଁଖାଇ । ଚଳିତ ବର୍ଷ ନୂଆଁଖାଇରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା’ ସମଲେଶ୍ୱରୀ । ଶ୍ରଦ୍ଧାଳୁଙ୍କ ପାଇଁ ଦିନ ୧୨ଟା ୩୦ ମିନିଟ୍ ରୁ ୫ଟା...
ରାଜନୀତିପୁଣି ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ….mahabharatanewsSeptember 9, 2021 by mahabharatanewsSeptember 9, 20210171 (ଭୁବନେଶ୍ୱର): ଆଜି ବିଧାନସଭା ମୌସୁମୀ ଅଧିବେଶନର ଶେଷ ଦିନ । ମାତ୍ର ଚାଲିପାରିଲାନି ପ୍ରଶ୍ନକାଳ । ମୁଲତବୀ ପ୍ରସ୍ତାବ ଗ୍ରହଣ ନହେବାରୁ ପୁଣି ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ । ଗୃହ ମଧ୍ୟରେ ବିଜେପି...
ଓଡିଶାଏମ୍ଆଇ ସିଣ୍ଡ୍ରମ ମୁଣ୍ଡ ବିନ୍ଧାର କାରଣ….mahabharatanewsSeptember 9, 2021 by mahabharatanewsSeptember 9, 20210202 (ଭୁବନେଶ୍ୱର): ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରି ସିଣ୍ଡ୍ରମ ବା ଏମ୍ଆଇ ସିଣ୍ଡ୍ରମ ର ସମ୍ଭାବନା ବଢ଼ିବାରେ ଲାଗିଛି । ଏହି ସିଣ୍ଡ୍ରମ ୧୮ ବର୍ଷରୁ କମ୍ ବର୍ଷ ପିଲାଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ଏହା...
ଓଡିଶାବସ୍, ସ୍କୁଟି ମୁହାଁ ମୁହିଁ….mahabharatanewsSeptember 9, 2021 by mahabharatanewsSeptember 9, 20210185 (ନୟାଗଡ଼): ବସ୍ ସହ ସ୍କୁଟିର ମୁହାଁମୁହିଁ ଧକ୍କା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ବୁଗୁଡ଼ା ନିକଟରେ । ସୂଚନା ଅନୁଯାୟୀ ଆଜି ସକାଳୁ ୩ଜଣ...
ଓଡିଶାଏବେ ସମୟ ପିଲାଙ୍କୁ ସୁରକ୍ଷା ଦବାରmahabharatanewsSeptember 7, 2021 by mahabharatanewsSeptember 7, 20210198 (ଭୁବନେଶ୍ୱର): ଉଭୟ ବରଗଡ଼ ଓ ଢ଼େଙ୍କାନାଳର ୨ଟି ସ୍କୁଲରୁୁ ୩୪ଜଣ ପିଲା ପଜିଟିଭ ଚିହ୍ନଟ । ଏନେଇ ଅଭିଭାବକଙ୍କ ମନରେ ଆଶଙ୍କା ଦେଖିବାକୁ ମିଳିଛି । ହେଲେ ସ୍କୁଲ ଖୋଲାଯିବା ଦିନଠୁ ସଂକ୍ରମଣ ବଢ଼ିବ...
ଓଡିଶାଆଳୁ ବୋଝେଇ ଟ୍ରକ ଓଲଟି ପଡ଼ିଲା, ଲୋକେ ବୋହି ନେଲେ ଆଳୁmahabharatanewsSeptember 7, 2021 by mahabharatanewsSeptember 7, 20210208 (ଚଣ୍ଡିଖୋଲ): ଓଲଟି ପଡ଼ିଲା ଆଳୁ ବୋଝେଇ ଟ୍ରକ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଛତିଆ ଠାରେ । ତେବେ ସୂଚନା ଅନୁଯାୟୀ କଟକ...
Uncategorizedଅନ୍ଧବିଶ୍ୱାସ ଘେରରେ ମଧ୍ୟ ପ୍ରଦେଶmahabharatanewsSeptember 7, 2021 by mahabharatanewsSeptember 7, 20210285 (ମହାଭାରତ):ଅନ୍ଧ ବିଶ୍ୱାସ ଘେରରେ ପଡ଼ି ମଣିଷ କେତେକଣ କରିବସେ । ସେ ସମୟରେ ସେ ନିଜେ ବି ଜାଣି ପାରେନି ତାହା ଠିକ କି ଭୁଲ । ଏମିତି କିଛି କରି ବସେ ଯାହାକି...