ଓଡିଶାପାଣିପାଗହାଡ଼ଭଙ୍ଗା ଜାଡ଼ରେ ଥରୁଛି ସାରା ଓଡ଼ିଶାmahabharatanewsDecember 7, 2025 by mahabharatanewsDecember 7, 2025013 ହାଡ଼ଭଙ୍ଗା ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ପଶ୍ଚିମ ଏବଂ ପାହାଡିଆ ଅଞ୍ଚଳ, ସବୁଠି ଏବେ ଅସହ୍ୟ ଶୀତ ଲହରି ଜାରି ରହିଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ପ୍ରବଳ ଶୀତ ଅନୁଭୂତ...
ଓଡିଶାପାଣିପାଗଲ୍ୟାଣ୍ଡଫଲ କଲା ବାତ୍ୟା ସେନ୍ୟାରmahabharatanewsNovember 26, 2025 by mahabharatanewsNovember 26, 2025013 ଲ୍ୟାଣ୍ଡଫଲ କଲା ବାତ୍ୟା ସେନ୍ୟାର । ନଭେମ୍ବର ମାସ ଶେଷକୁ ପୁଣି ଆସିଲା ଆଉ ଏକ ବାତ୍ଯା। ଇଣ୍ଡୋନେସିଆ ଉପକୂଳରେ ଏହା ସ୍ଥଳ ଭାଗ ଅତିକ୍ରମ କରିଛି । ସ୍ଥଳଭାଗ ଛୁଇଁବା ବେଳକୁ ପନବର...
ଓଡିଶାଶୀତଦିନରେ ଘାରିଲାଣି ବର୍ଷାର ଭୟ , ଛାନିଆ ହେଲେଣି ଚାଷୀmahabharatanewsNovember 20, 2025 by mahabharatanewsNovember 20, 2025015 ଶୀତଦିନରେ ଘାରିଲାଣି ବର୍ଷାର ଭୟ , ଛାନିଆ ହେଲେଣି ଚାଷୀ । ଶନିବାର ୨୨ ତାରିଖ ବେଳକୁ ବଙ୍ଗୋପସାଗରରେ ଆସୁଛି ଲଘୁଚାପ । ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଏହା ପ୍ରଭାବରେ ୨୨ ବେଳକୁ ଲଘୁଚାପ କ୍ଷେତ୍ର...
ଓଡିଶାପାଣିପାଗଆସନ୍ତାକାଲି ଘନ କୁହୁଡି ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂmahabharatanewsFebruary 13, 2024February 13, 2024 by mahabharatanewsFebruary 13, 2024February 13, 20240112 ଭୁବନେଶ୍ୱର: ଘନକୁହୁଡିରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟ ବାସୀ । ରାଜ୍ୟକୁ ବର୍ତ୍ତମାନ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳୁଛି । ଏଥି ପାଇଁ କିଛି...
ଓଡିଶାପାଣିପାଗପାଗରେ ପରିବର୍ତ୍ତନ ଖରାରୁ ସାମାନ୍ୟ ଆସ୍ୱସ୍ତିmahabharatanewsFebruary 9, 2024February 9, 2024 by mahabharatanewsFebruary 9, 2024February 9, 20240134 ଭୁବନେଶ୍ୱର: ମାଘରେ ଅସମ୍ଭାଳ ଖରା । ଏବେଠୁ ତାତିରେ ଛଟପଟ ହୋଉଛି ଜନ ଜୀବନ । କିନ୍ତୁ ଆଜି ରାଜ୍ୟ ବାସୀଙ୍କୁ ମିଳିଛି ସାମାନ୍ୟ ଆସୋସ୍ତି । ପାଗରେ ଦେଖା ଦେଇଛି ପରିବର୍ତ୍ତନ ।...
ଓଡିଶାବଙ୍ଗୋପସାଗରରେ ସୃଷ୍ଚି ହେଲା ବାତ୍ୟା ‘ହାମୁନ୍’mahabharatanewsOctober 24, 2023October 24, 2023 by mahabharatanewsOctober 24, 2023October 24, 20230136 ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଚି ହେଲା ବାତ୍ୟା ହାମୁନ୍ । ଗଭୀର ଅବପାତ ଆଜି ସାଇକ୍ଲୋନ୍ ଷ୍ଟର୍ମରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟାରେ ଏହା ଅଧିକ ଘନୀଭୂତ ହେବ । ବାତ୍ୟା ‘ହାମୁନ୍’...
ଓଡିଶାପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତmahabharatanewsOctober 22, 2023October 22, 2023 by mahabharatanewsOctober 22, 2023October 22, 20230118 ନୂଆଦିଲ୍ଲୀ: ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ । ଏହା ବର୍ତ୍ତମାନ ପାରାଦ୍ୱୀପ ଠାରୁ ଦକ୍ଷିଣରେ ୬୧୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଆଗାମୀ ୨୪ ଘଣ୍ଟା...
ଓଡିଶାପାଣିପାଗକାଳବୈଶାଖୀ ପରେ ୨୬ ରୁ ପଶ୍ଚିମା ଝଡ଼mahabharatanewsApril 25, 2023 by mahabharatanewsApril 25, 20230135 ଭୁବନେଶ୍ୱର :ଏବେ ରାଜ୍ୟରେ ୪-୫ ଦିନ ବର୍ଷ ଜାରି ରହିଥିବା ବେଳେ ଆସନ୍ତା ୨୬ରୁ ରାଜ୍ୟରେ ପଶ୍ଚିମା ଝଡର ପ୍ରଭାବ ଦେଖାଯିବ ।ଏହା ଉତ୍ତର-ପୂର୍ବ ବାଂଲାଦେଶ ଓ ଏହାର ପାଖାପାଖି ଅଞ୍ଚଳରେ ସୃଷ୍ଟି ହୋଇଛି...
ପାଣିପାଗରାଜ୍ୟରେ ଜାରି ରହିଛି ବର୍ଷା ,୧୭ ଜିଲ୍ଲାକୁ ୟେଲୋ ଆଲର୍ଟmahabharatanewsApril 8, 2023April 8, 2023 by mahabharatanewsApril 8, 2023April 8, 20230156 ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ବର୍ଷା । ଆହୁରି ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ । ବଙ୍ଗୋପ ସାଗର ଓ ଆରବ ସାଗରରୁ ପ୍ରବେଶ କରୁଥିବା ଜଳୀୟବାଷ୍ପ କାଳବୈଶାଖୀ ପାଇଁ ସହାୟକ...
ଓଡିଶାପାଣିପାଗପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷାmahabharatanewsApril 7, 2023 by mahabharatanewsApril 7, 20230132 ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଝଡ ବର୍ଷା । ପଶ୍ଚିମଝଡ ପ୍ରଭାବରେ ଲଗାତାର ବର୍ଷା ହେବା ପରେ ଖରା ତାସାଙ୍ଗକୁ ପୁଣି ଗୁଳୁଗୁଳି । ଗତକାଲି ମଧ୍ୟ ଟ୍ୱିନ୍ ସିଟ୍ କଟକ ଓ ଭୁବନେଶ୍ୱର...