ଓଡିଶାପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତmahabharatanewsOctober 22, 2023October 22, 2023 by mahabharatanewsOctober 22, 2023October 22, 20230237 ନୂଆଦିଲ୍ଲୀ: ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ । ଏହା ବର୍ତ୍ତମାନ ପାରାଦ୍ୱୀପ ଠାରୁ ଦକ୍ଷିଣରେ ୬୧୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଆଗାମୀ ୨୪ ଘଣ୍ଟା...
ଓଡିଶାପାଣିପାଗକାଳବୈଶାଖୀ ପରେ ୨୬ ରୁ ପଶ୍ଚିମା ଝଡ଼mahabharatanewsApril 25, 2023 by mahabharatanewsApril 25, 20230154 ଭୁବନେଶ୍ୱର :ଏବେ ରାଜ୍ୟରେ ୪-୫ ଦିନ ବର୍ଷ ଜାରି ରହିଥିବା ବେଳେ ଆସନ୍ତା ୨୬ରୁ ରାଜ୍ୟରେ ପଶ୍ଚିମା ଝଡର ପ୍ରଭାବ ଦେଖାଯିବ ।ଏହା ଉତ୍ତର-ପୂର୍ବ ବାଂଲାଦେଶ ଓ ଏହାର ପାଖାପାଖି ଅଞ୍ଚଳରେ ସୃଷ୍ଟି ହୋଇଛି...
ପାଣିପାଗରାଜ୍ୟରେ ଜାରି ରହିଛି ବର୍ଷା ,୧୭ ଜିଲ୍ଲାକୁ ୟେଲୋ ଆଲର୍ଟmahabharatanewsApril 8, 2023April 8, 2023 by mahabharatanewsApril 8, 2023April 8, 20230180 ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ବର୍ଷା । ଆହୁରି ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ । ବଙ୍ଗୋପ ସାଗର ଓ ଆରବ ସାଗରରୁ ପ୍ରବେଶ କରୁଥିବା ଜଳୀୟବାଷ୍ପ କାଳବୈଶାଖୀ ପାଇଁ ସହାୟକ...
ଓଡିଶାପାଣିପାଗପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷାmahabharatanewsApril 7, 2023 by mahabharatanewsApril 7, 20230158 ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଝଡ ବର୍ଷା । ପଶ୍ଚିମଝଡ ପ୍ରଭାବରେ ଲଗାତାର ବର୍ଷା ହେବା ପରେ ଖରା ତାସାଙ୍ଗକୁ ପୁଣି ଗୁଳୁଗୁଳି । ଗତକାଲି ମଧ୍ୟ ଟ୍ୱିନ୍ ସିଟ୍ କଟକ ଓ ଭୁବନେଶ୍ୱର...
ଓଡିଶାପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ହୋଇପାରେ ଏକ ସାମୁଦ୍ରିକ ବାତ୍ୟାmahabharatanewsOctober 19, 2022 by mahabharatanewsOctober 19, 20220194 ବ୍ୟୁରୋ:ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହୋଇପାରେ ଏକ ଲଘୁଚାପ କ୍ଷେତ୍ର । ଏହି ଲଘୁଚାପ ଦକ୍ଷିଣ-ପୂର୍ବ ପାଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିବ । ଏ ନେଇ ଆଜି ପୂର୍ବାନୁମାନ...
ଓଡିଶାଆସନ୍ତା ୨୪ ଘଣ୍ଟା ପାଇଁ ଉପକୂଳ ଓଡିଶାକୁ ସର୍ତକ ଘଣ୍ଟିmahabharatanewsOctober 6, 2022 by mahabharatanewsOctober 6, 20220192 ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୃୂର୍ଣ୍ଣିବଳୟ ସକ୍ରିୟ ହୋଇ କ୍ରମଶ ଲଘୁଚାପର ରୂପ ନେଇଛି । ଏହାର ପ୍ରଭାବରେ ଉପକୂଳ ଆନ୍ଦ୍ରପ୍ରଦେଶ ଓ ଓଡିଶାରେ ପ୍ରବଳ ବର୍ଷା ଜାରି ରହିଛି । ସେପଟେ ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗରରେ...
ଓଡିଶାଆଗାମୀ ୨ରୁ ୩ ଦିନ ପାଗ ଶୁଖିଲା ରହିବା ସହ ବଢିବ ତାପମାତ୍ରାmahabharatanewsSeptember 15, 2022 by mahabharatanewsSeptember 15, 20220222 ବନେଶ୍ବର: ରାଜ୍ୟରେ ଏବେ ଆସନ୍ତା ୨ରୁ ୩ ଦିନ ଯାଏଁ ଖରଟିଏ ପାଗ ସାଙ୍ଗକୁ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି । ରାଜ୍ୟରେ ବିଶେଷ ବର୍ଷା ହେବାର ମଧ୍ୟ ସମ୍ଭାବନା ନାହିଁ ।...
ଓଡିଶାପାଣିପାଗଆଜିଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣmahabharatanewsSeptember 10, 2022September 10, 2022 by mahabharatanewsSeptember 10, 2022September 10, 20220314 ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବଢିବା ବର୍ଷାର ପରିମାଣ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ସକ୍ରିୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହାର ପ୍ରଭାବରୁ ଅଧିକରୁ ଅଧିକ ବର୍ଷାର ସମ୍ଭାବନା ।...
ଓଡିଶା୧୫ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାରmahabharatanewsMay 2, 2022 by mahabharatanewsMay 2, 20220317 (ଭୁବନେଶ୍ୱର) : ଦିନକୁ ଦିନ ବୃଦ୍ଧି ପାଉଛି ତାତି । ରାଜ୍ୟବାସୀଙ୍କ ଗ୍ରୀଷ୍ମର ପ୍ରକୋପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରାୟ ସହରର ପାରଦ ଉପରମୁହାଁ ହୋଇ ରହିଛି। କାଳ ବୈଶାଖୀ ପ୍ରଭାବରେ ବିଭିନ୍ନ...
Uncategorizedରାଜ୍ୟରେ ଆସନ୍ତା ୫ ଦିନ ଯାଏଁ ଟାଣ ଖରାmahabharatanewsMarch 11, 2022March 11, 2022 by mahabharatanewsMarch 11, 2022March 11, 20220149 ଭୁବନେଶ୍ୱର– ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ଟାଣ ଖରା ହେଲେ ବି ତାପମାତ୍ରା ସ୍ଥିର ରହିବ । ବିଶେଷ କରି ଗରମ କି ଥଣ୍ଡା ଅନୁଭୂତ ହେବ...