ଭାରତ

ବିଶ୍ୱ ଖାଦ୍ୟ ଭାରତ ୨୦୨୩ ଉଦଘାଟନ କଲେ  ପ୍ରଧାନମନ୍ତ୍ରୀ ମୋଦି

(ଦିଲ୍ଲୀ) : ଆଜି ବିଶ୍ୱ ଖାଦ୍ୟ ଭାରତ ୨୦୨୩ର ଦ୍ୱିତୀୟ ପର୍ଯ୍ୟାୟ ଉଦଘାଟନ କରିଲେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମ ଦିଲ୍ଲୀରେ ଅବସ୍ଥିତ ପ୍ରଗତି ମଇଦାନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆଜି ସକାଳ ୧୦ ଟାରେ ଭାରତ ମଣ୍ଡପମରେ ଆରମ୍ଭ ହୋଇଯାଇଛି ।
ସୂଚନାନୁଯାୟୀ , ସେଲ୍ଫ ହେଲ୍ପ ଗୋଷ୍ଠୀକୁ ମଜବୁତ କରିବା ଉଦ୍ଦେଶ୍ୟରେ ପିଏମ ମୋଦି ଏକ ଲକ୍ଷରୁ ଅଧିକ SHG ସଦସ୍ୟଙ୍କୁ  ପ୍ରାରମ୍ଭିକ ପୁଞ୍ଜି ବଣ୍ଟନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିଲା ସୂଚନା ଅନୁସାରେ, World Food India ୨୦୨୩  ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦି ଏକ ଫୁଡ୍ ଷ୍ଟ୍ରିଟ୍ର ଉଦଘାଟନ ହୋଇଯାଇଛି । ଏଥିରେ ଆଞ୍ଚଳିକ ରୋଷେଇ ପରିବେଷଣ , ରାଜକୀୟ ଐତିହ୍ୟ ଖାଦ୍ୟର ଝଲକ ମଧ୍ୟ ଦେଖିବା ପାଇଁ ମିଳିବ । ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ରୋଷେୟା ଅଂଶଗ୍ରହଣ କରିବେ ଏବଂ ପାରମ୍ପାରିକ ଭାରତୀୟ ଖାଦ୍ୟ ଏକ ଭିନ୍ନ ଶୈଳୀରେ ପରିବେଷଣ କରାଯିବ ।

Related posts

ଧାରା ୩୭୦ ଉଚ୍ଛେଦ ପରେ ଶାହାଙ୍କ ପ୍ରଥମ କାଶ୍ମୀର ଗସ୍ତ

mahabharatanews

ଇଡିରେ ହାଜର ହେବେନି ବିହାର ଉପ ମୁଖ୍ୟମନ୍ତ୍ରୀ

mahabharatanews

ଦୀପିକାଙ୍କ ସାଙ୍ଗରେ ରାମ୍ପରେ ଚାଲିଲେ ରଣବୀର ସିଂ; ଭିଡ଼ିଓ ହେଉଛି ଭାଇରଲ

mahabharatanews