ଭାରତ

ବିଏ .୨କୁ ନେଇ ଏହିପରି କହିଲା WHO

(ଦିଲ୍ଲୀ) : ଓମିକ୍ରନର ସବ୍ ଭ୍ୟାରିଏଣ୍ଟ ବିଏ .୨କୁ ନେଇ ସତର୍କ ସୂଚନା ଜାରି କରିଛି WHO। ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଏହି ଭ୍ୟାରିଏଣ୍ଟକୁ ପୂର୍ବ ଭ୍ୟାରିଏଣ୍ଟ BA.1 ଷ୍ଟ୍ରେନ୍‌ ଠାରୁ ଅଧିକ ସଂକ୍ରାମକ ବୋଲି WHO କହିଛି। ତେବେ ଏଥିପାଇଁ ସତର୍କ ରହିବା ଆବଶ୍ୟକ ବୋଲି ବିଶ୍ୱା ସ୍ୱାସ୍ଥ୍ୟ ସଂଗଠନ କହିଛି।

ସୂଚନାନୁଯାୟୀ , ଗତବର୍ଷ ନଭେମ୍ବର ମାସରେ ଦକ୍ଷିଣ ଆଫ୍ରିକାରେ ପ୍ରଥମଥର ପାଇଁ ଓମିକ୍ରନ ଚିହ୍ନଟ ହେବା ପରେ ସାରା ବିଶ୍ୱରେ ଏହା ବ୍ୟାପି ଯାଇଥିଲା। ଡେଲ୍‌ଟା ଭଳି ଭୟଙ୍କର ଭ୍ୟାରିଏଣ୍ଟ ଠାରୁ ଅଧିକ ସଂକ୍ରମଣ ହୋଇଥିଲା। ଭାରତରେ ମଧ୍ୟ ଏହାର ସଂକ୍ରମଣ ଦ୍ରୁକ ବୃଦ୍ଧି ହୋଇ ଏବେ ଧୀରେ ଧୀରେ କମିବାରେ ଲାଗିଛି। ଏନେଇ ଜାତିସଂଘର ସ୍ୱାସ୍ଥ୍ୟ ସଂସ୍ଥା କହିଛି ଯେ ଗତ କିଛି ସପ୍ତାହ ହେବ BA.1 ଅପେକ୍ଷା BA.2 ଅଧିକ ସଂକ୍ରମଣ ହେଉଛି।

Related posts

ଦେଶରେ ପୁଣି ବଢୁଛି କରୋନା ସଂକ୍ରମଣ ; ୪,୨୭୨ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ବୃଦ୍ଧି ପାଇଲା ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୭,୪୦୯ ଆକ୍ରାନ୍ତ ଚିହ୍ନଟ ଓ ୩୪୭ ଜଣ ମୃତ

mahabharatanews