Uncategorized

ଖାଆନ୍ତୁ ଏହି ଫଳ ଦୂର ହେବ ଡ଼ାଇବେଟିସ

(ଅନୁସ୍ୱୟା): ସାରା ଦୁନିଆରେ ୪୦କୋଟିରୁ ଅଧିକ ଲୋକ ଡ଼ାଇବେଟିସ ବା ମଧୁମେହ ରୋଗରେ ପୀଡ଼ିତ । ତେବେ ଗତ ୩୦ବର୍ଷ ମଧ୍ୟରେ ଡ଼ାଇବେଟିସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଡ଼ାଇବେଟିସ ରୋଗରେ ପୀଡ଼ିତ ରୋଗୀଙ୍କୁ ହାର୍ଟ ଆଟାକ ଓ ହାର୍ଟ ଷ୍ଟ୍ରୋକର ଅଧିକ ସମ୍ଭାବନା ରହିଥାଏ । ଏହି ରୋଗର ନିୟମିତ ଚିକିତ୍ସା ନକଲେ ମଣିଷର ଜୀବନ ବି ଯାଇପାରେ । ତେବେ ଆସନ୍ତୁ ଜାଣିବା କେଉଁ ଫଳ ଖାଇଲେ ଡ଼ାଇବେଟିସ ନିୟନ୍ତ୍ରଣ ହୋଇପାରିବ ।
କମଳା:
କମଳାରେ ଭିଟାମିନ-ସି ରହିଥାଏ । ଯାହାକୁ ସବୁଠାରୁ ଶକ୍ତିଶାଳୀ ଆଣ୍ଟିଅକସାଇଡ଼ ଭାବେ କୁହାଯାଏ । କମଳାରେ ଫାଇବର ମଧ୍ୟ ରହିଥାଏ । ଯାହା ମଣିଷର ମେଟାବୋଲିଜମ ଷ୍ଟିଟମ ସକ୍ରିୟ କରିଥାଏ ।ଏଥିରେ ବ୍ଲଡ଼ ପ୍ରେସର ଓ ସୁଗାର ମଧ୍ୟ କଣ୍ଟ୍ରୋଲ ରହିଥାଏ ।
ନାଶପତି:
ନାଶପତିକୁ ଚର୍ମ ସହିତ ସମ୍ପର୍କିତ ବିଭିନ୍ନ ରୋଗ ଦୂର କରିବାରେ ଏହା ରାମବାଣ ସଦୃଶ ଅଟୋ । ଏଥିରେ ଲାଇକୋମିକ ବହୁତ କମ ମାତ୍ରାରେ ରହିଥାଏ । ଯାହା ସୁଗାର କଣ୍ଟ୍ରୋଲ ରଖିବାରେ ସାହାର୍ଯ୍ୟ କରିଥାଏ ।
ପିଜୁଳି:
ପିଜୁଳିରେ ବହୁ ପରିମାଣର ପୋଟାସିୟମ ଓ କମ ସୋଡ଼ିୟମ ରହିଥିବା ଯୋଗୁଁ ଏହା ଡ଼ାଇବେଟିସ ରୋଗୀଙ୍କ ପାଇଁ ଫଳପ୍ରଦ ହୋଇଥାଏ । ପିଜୁଳିରେ ଫାଇବର,ଲାଇକୋମିକ ଓ ଭିଟାମିନ ସି ରହିଥାଏ ।
ସେଓ:
ସେଓରେ ଏକ ଖାସ ଆଣ୍ଟିଅକ୍ସିଡ଼େଣ୍ଟ ରହିଥାଏ ଯାହାକୁ ଏଥ୍ରୋସାୟାନିନ କୁହାଯାଇଥାଏ ।ଏହା ଶରୀରର ମୋଟାବିଲିକ ବେଲସରେ ମଧ୍ୟ ସୁଧାର ଆଣିଥାଏ ।
ଅଙ୍ଗୁର:

ରକ୍ତରେ ସୁଗାର ନିୟନ୍ତ୍ରଣ ରଖିବାରେ ଅଙ୍ଗୁର ସବୁଠାରୁ ଲାଭ ଦାୟକ ହୋଇଥାଏ । ଏଥିରେ ଥିବା ଭିଟାମିନ ରକ୍ତରେ ଥିବା ଇନସୁଲିନକୁ ସନ୍ତୁଳିତ କରିଥାଏ ।

Related posts

ସିଏଏକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଗଲା କେରଳ

mahabharatanews

୨ ତାରିଖରୁ ପୂରା ଦେଶରେ ଗୋଟିଏ କରୋନା ଟୀକାକରଣର ଡ୍ରାଇ ରନ

mahabharatanews

ଅପ୍ରେଲ ୧ରୁ ଆରମ୍ଭ ହେବ ଜାତୀୟ ଜନସଂଖ୍ୟା ପଞ୍ଜିକରଣ

mahabharatanews

Leave a Comment