Uncategorized

ଯବାନଙ୍କ ଦ୍ୱାରା ବଡଦିନ ପାଳନ

ଶ୍ରୀନଗର: ଆଜି ସାରା ବିଶ୍ୱ ବଡ଼ଦିନ ପାଳନ କରୁଛି । ଭାରତରେ ମଧ୍ୟ ବଡ଼ଦିନକୁ ନେଇ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ରହିଛି । ଏହି କ୍ରମରେ ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଯବାନମାନେ ବଡ଼ଦିନ ପାଳନ କରିଛନ୍ତି ।

ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଯବାନମାନେ ବଡଦିନ ପାଳନ କରିଛନ୍ତି । ବରଫରେ ମନୋରମ ସାନ୍ତାକ୍ଲଜ ତିଆରି କରିଛନ୍ତି । “ଜିଙ୍ଗଲ୍ ବେଲ୍’ ଗୀତକୁ ବୋଲିବା ସହିତ ନାଚକୁଦ ବି କରିଛନ୍ତି ସେଠାରେ ନିୟୋଜି ଯବାନମାନେ । ଜଣେ ଯବାନ ସାନ୍ତାକ୍ଲଜ୍ ପୋଷାକ ପିନ୍ଧି ଖୁସିରେ ନାଚିଛନ୍ତ । ଯବାନଙ୍କ ଦ୍ୱାରା ବଡ ଦିନ ପାଳନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

୨ ମିନିଟ୍ ୧୧ ସେକେଣ୍ଡର ଭିଡ଼ିଓକୁ ସୋସିଆଲ ମିଡିଆରେ ଦେଖାଯିବା ସହ ସେୟାର ଓ ପସନ୍ଦ କରୁଛନ୍ତି । ଏତେ ଶୀତରେ ବରଫାବୃତ ନିୟନ୍ତ୍ରଣ ରେଖାରେ ଯବାନଙ୍କ ବଡ ଦିନ ପାଳନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Related posts

ଉନ୍ନାଓ ପୀଡିତା ପିତାଙ୍କୁ ହତ୍ୟା ମାମଲା

mahabharatanews

ସିଏଏ ହିଂସାରେ ଆଇଏସଆଇ-ବିଦେଶୀ ବଳ ସାମିଲ: ବିଜେପି ରାଷ୍ଟ୍ରୀୟ ମୁଖପାତ୍ର

mahabharatanews

ସ୍କୁଲ ଫି ଛାଡ ପ୍ରସଙ୍ଗରେ ହାଇକୋର୍ଟରେ ଆବେଦନ କରିବାକୁ  ସୁପ୍ରିମ କୋର୍ଟଙ୍କ ପରାମର୍ଶ

mahabharatanews

Leave a Comment