Uncategorized

ଅଜୟ କୁମାର ଉଗାଣ୍ଡା ହାଇକମିଶନର ନିଯୁକ୍ତ

(ନୂଆଦିଲ୍ଲୀ): ଆଇଏଫଏସ ଅଫିସର ଅଜୟ କୁମାରଙ୍କୁ ଉଗାଣ୍ଡାର ହାଇକମିଶନର ବା ଉଚ୍ଚାୟୁକ୍ତ ଭାବେ ନିଯୁକ୍ତି ମିଳିଛି । ଏନେଇ ବର୍ହିବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି । ୨୦୦୧ ବ୍ୟାଚର ଆଇଏଫଏସ ଅଫିସର ବର୍ତ୍ତମାନ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି । ଉଗାଣ୍ଡାର ଉଚ୍ଚାୟୁକ୍ତ ଭାବେ ଅରୁଣ କୁମାର ନିଯୁକ୍ତି ପାଇଛନ୍ତି । ତୁରନ୍ତ ସେ ଏହି ଦାୟିତ୍ୱ ଗ୍ରହଣ କରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Related posts

ହାତ ଧୋଇବା ଭିଡିଓ ସେୟାର କରି ଟ୍ରୋଲ ହେଲେ ନୁସରତ

mahabharatanews

ଡୋମେଷ୍ଟିକ ଫ୍ଲାଇଟ ଚଳ।ଚଳ: ଏଏଆଇ ନିମନ୍ତେ ଏସଓପି ଜାରି

mahabharatanews

ଆଫଗାନରେ ଜାତିସଂଘ ଜାରି ରଖିବ ମାନବୀୟ ସହାୟତା

mahabharatanews