ଓଡିଶା

ବ୍ରଜଘାତରେ ଜଣେ ମୃତ

(ହିଞ୍ଜିଳି/ ରଜନୀକାନ୍ତ ପାତ୍ର): ଭଞ୍ଜନଗର ତାରାସିଂ ଥାନା ଅନ୍ତର୍ଗତ ଗାଲେରୀ ଫାଣ୍ଡି ନିକଟସ୍ଥା ବଦାଙ୍ଗି (ଅଡୁଆ ସାହି) ଶରତ ନାୟକ(୬୨) ବଜ୍ରଘାତରେ ମୃତ୍ୟୁ ଘଟିଛି । ଦିବା ୦୨ ଘଣ୍ଟ ସମୟରେ ଛେଳି ଚରାଇବା ନିମନ୍ତେ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ.ତେବେ ୦୪ଟା ବେଳେ ଭୀଷଣ ବର୍ଷା ପବନ ହୋଇଥିଲା କିନ୍ତୁ ବାପା ଘରକୁ ଫେରି ନଥିବା ହେତୁ ଖୋଜିବା ପାଇଁ ପୁଅ ନଣ୍ଡା ନାୟକ ଯାଇଥିଲେ.ସେହି ସମୟରେ ଗ୍ରାମ ନିକଟସ୍ଥ ଏକ ଗଛ ମୂଳରେ ବଜ୍ରପାତରେ ପଡି ରହିଥିବା ଦେଖିଥିଲେ ବୋଲି କହିଛନ୍ତି.ଏହାପରେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହ ଜବତ କରିବା ସହିତ ବ୍ୟବଛେଦ ପାଇଁ ଭଞ୍ଜନଗର ଉପକଣ୍ଠ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି.

Related posts

ବିଜେଡି ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ

mahabharatanews

କୃଷି ପାଇଁ ଓଡିଶା ଶେଷ୍ଠ ରାଜ୍ୟ ପୁରସ୍କାରରେ ସମ୍ମାନିତ

mahabharatanews

ଆରପାରିରେ ବିଧାୟକ ସୂର୍ଯ୍ୟ ପାତ୍ର

mahabharatanews