ଓଡିଶା

ରାୟଗଡାରେ ଆଉ ୪ କରୋନା ପଜିଟିଭ ଚିହ୍ନଟ

ମନୋଜ ସାହୁ/ ରାୟଗଡା: ଆଜି ରାୟଗଡା ଜିଲ୍ଲାରେ ୪ ଜଣଙ୍କ କରୋନା ପଜିଟିଭ ବାହାରିଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ କାଶୀପୁର ବ୍ଲକର ହୋଇଥିବା ବେଳେ ଜଣେ କୋଲନାର ବ୍ଲକର ଓ ଜଣେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ । ପ୍ରଥମ ତିନି ଜଣ ଦିଲ୍ଲୀ ଫେରନ୍ତା ଜିଲ୍ଲାର ପ୍ରଥମ କରୋନା ଅକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ସ୍ୱାବ ଟେଷ୍ଟ ପୋଜିଟିଭ ଆସିବା ପରେ ସିଡିଏମଓ, ଏଡିଏମଓ, ଡିପିଏମଙ୍କ ସହ ପ୍ରାୟ ୫୧ ଜଣ କର୍ମଚାରୀ ଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଥିବା ରାୟଗଡା ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

Related posts

ଜୟା ଓ ଐଶ୍ୱର୍ଯ୍ୟାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ

mahabharatanews

କେନ୍ଦ୍ରାପଡାରେ ୮ କୋରୋନା ସନ୍ଦିଗ୍ଧ

mahabharatanews

ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ପ୍ରଣବ ପ୍ରକାଶ ଦାସ

mahabharatanews