ଓଡିଶା

ଆଜି ଭୁବନେଶ୍ୱରରୁ ୧୬ ସଂକ୍ରମିତ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୧୬ ଜଣ କରୋନାରେ ସଂକ୍ରମିତ ହେଇଥିବା ବେଲେ ୧୧ ଜଣ ସୁସ୍ଥ ହୋଇଥିବା ନେଇ ବିଏମସି ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ଆଜିର ସଂକ୍ରମିତଙ୍କ ମଧ୍ୟରେ ୨ ହୋମ କ୍ୱାରେଣ୍ଟାଇନର ହୋଇଥିବା ବେଳେ ୧୪ ଜଣ ସ୍ଥାନୀୟ ସଂକ୍ରମିତ ଥିବା ଜଣାପଡିଛି । ତେବେ ଗୋଟିଏ ଘରୋଇ ହସ୍ପିଟାଲର ୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Related posts

ତିନୋଟି ଗ୍ରାମକୁ ସାନିଟାଇଜେସନ କଲା ମୋଇତ୍ରୀ କମ୍ପାନୀ

mahabharatanews

୪ ହଜାରରୁ ଉର୍ଦ୍ଧ୍ବ ହିନ୍ଦୁ ମନ୍ଦିରରେ ଆର୍ଥିକ ଅନୁଦାନ ରାଶିକୁ ବୃଦ୍ଧି କଲେ ରାଜ୍ୟ ସରକାର

mahabharatanews

ପୁତୁରାର ଟାଙ୍ଗିଆ ଚୋଟରେ ମାଉସୀ ମୃତ

mahabharatanews